Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନ ନିର୍ବାଚନ: ନୱାଜ ସରିଫଙ୍କୁ ଆଶ୍ବସ୍ତି, ଲଢିବେ ୨୦୨୪ ନିର୍ବାଚନ 

ଲାହୋର: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲଢ଼ି ପାରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ପାକିସ୍ତାନର ନିର୍ବାଚନ ଆୟୋଗ ନୱାଜ ସରିଫଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି।ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ସୁପ୍ରିମକୋର୍ଟ…

ନଦୀ ପାର ବେଳେ ଅଘଟଣ, ଡଙ୍ଗା ବୁଡି ୧ ମୃତ, ୪ ନିଖୋଜ

କୋରାପୁଟ: ନଦୀ ପାରବେଳେ ଅଘଟଣ । ଡଙ୍ଗା ବୁଡି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଆଉ ଜଣ ନିଖୋଜ ଅଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ । ଖବରପାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଦଳ । ଖବର ମୁତାବକ, ଆଜି ଏକ ବାହାଘରରେ ଯୋଗ ଦେବାକୁ ନନ୍ଦପୁର…

ଚା’ ମାଗିବାରୁ ସ୍ୱାମୀଙ୍କୁ କଇଁଚିରେ ଆକ୍ରମଣ କରି ସ୍ତ୍ରୀ ଫେରାର

ଲକ୍ଷ୍ନୌ: ସ୍ବାମୀ ଚା' ମାଗିବାରୁ ସ୍ତ୍ରୀ ତାଙ୍କ ଆଖିକୁ କଇଁଚିରେ ଭୁସି ଫେରାର ହୋଇଯାଇଥିବା ଅଭିଯୋଗ। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ୩ ବର୍ଷ ତଳେ ସ୍ବାମୀ ଅଙ୍କିତ ଉକ୍ତ ମହିଳାଙ୍କୁ…

ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ । କାଳୁ ଭୋଳର ଘର ପୁରୀ ସଦର ବାଟଗାଁରେ ବୋଲି ଜଣାପଡିଛି । ଏନକାଉଣ୍ଟର ରେ କାଳୁ ଭୋଳର ଡାହାଣ ଗୋଡରେ ଗୁଳି ବାଜିଛି । ସତ୍ୟବାଦୀ ଆଇଆଇସିଙ୍କ ଉପରକୁ ଗୁଳିମାଡ…

ପୂର୍ବ ଶତ୍ରୁତାରୁ ବାପ-ପୁଅଙ୍କ ସମେତ ୩ ଜଣଙ୍କୁ ଏସିଡ ମାଡ 

ଫୁଲବାଣୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କ ସହ ୩ ଜଣଙ୍କୁ ଏସିଡ ମାଡ। ଫୁଲବାଣୀ ଟାଉନ ଥାନା ଶଶୀ ପାନଦୋକାନ ଛକରେ ଘଟିଛି ଏଭଳି ଘଟଣା । ଆହତ ବ୍ୟକ୍ତି ହେଲେ ଚନ୍ଦ୍ର ମହାନ୍ତି, ପୁଅ ସୁରଜ ମହାନ୍ତି ଓ ଅନ୍ୟ ଜଣେ ତାଙ୍କ ବନ୍ଧୁ ରାକେଶ ମିଶ୍ର। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ…

କତାରରେ ୮ ଭାରତୀୟଙ୍କ ମୃତ୍ୟୁ ଦଣ୍ଡ ଉପରେ ରୋକ୍

ନୂଆଦିଲ୍ଲୀ: କତାରରେ ଗୁଇନ୍ଦାଗିରି ଅଭିଯୋଗରେ ଫାଶୀ ଦଣ୍ଡ ପାଇଥିବା ନୌସେନାର ୮ ପୂର୍ବତନ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି । କତାର କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ: ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା । ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ଏସ୍‌ଓଜି ଯବାନ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି । କୋରାପୁଟ ଏସ୍‌ପିଙ୍କ ସୂଚନା କ୍ରମେ, ବିଶ୍ବସ୍ତ…

ଜାନୁଆରୀ ୬ରେ ଓଡିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ବର : ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଏଥିରେ  ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉତ୍କଳ ଭାରତ କଂଗ୍ରେସ କମିଟିର…

ପରଲୋକରେ ବିଜୟକାନ୍ତ

ନୂଆଦିଲ୍ଲୀ : ଅଭିନେତାରୁ ସେ ପାଲଟିଥିଲେ ରାଜନେତା  । ଆଜି ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆମେ କହୁଛୁ ବିଜୟକାନ୍ତଙ୍କ କଥା  । ସେ କେବଳ ଜଣେ ଅଭିନେତା ନଥିଲେ , ସେ ଥିଲେ ଡିଏମ୍‌ଡିକେ ନେତା । ଆଜି ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।…

ସମାଲୋଚକଙ୍କ ପ୍ରତି ମୁହଁ ଖୋଲିଲେ ରାହୁଲ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶତକ ହାସଲ କରିବା ପରେ କେଏଲ ରାହୁଲଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ତେବେ ରାହୁଲ ସମାଲୋଚକଙ୍କ ପ୍ରତି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେଉଁମାନେ କିଛି ଦିନ ତଳେ ମୋତେ ସମାଲୋଚନା କରୁଥିଲେ ଏବେ ସେମାନେ…