Latest Odisha News

BREAKING NEWS

Browsing Category

ଫିଚର

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ୩୫୩.୫ କୋଟି ଟଙ୍କା ଜବତ କଲା ଆୟକର ଟିମ୍

ବଲାଙ୍ଗୀର: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁ ଓ ତାଙ୍କ ପରିବାର ନିକଟରୁ ୩୫୩.୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ। ୫୦ ବ୍ୟାଙ୍କ ଅଧିକାରୀ ଏବଂ ୪୦ ନୋଟ୍ ଗଣତି ମେସିନ୍ ଦ୍ୱାରା ପାଞ୍ଚ ଦିନ ଧରି କରାଯାଇଥିବା ଏହି ଅଭୂତପୂର୍ବ କାରବାର ଭାରତର କୌଣସି ଅନୁସନ୍ଧାନକାରୀ ସଂସ୍ଥା…

ବିନା ପୋଷାକରେ ଜଙ୍ଗଲରେ ୧୦ ଦିନ, ଇଣ୍ଟରନେଟରେ ନିଆଁ ଲଗାଉଛି ଫଟୋ

ମୁମ୍ବାଇ: ତାଙ୍କ ନିଖୁଣ ଅଭିନୟ ଓ ଫିଟନେସ୍ ଏବଂ ଷ୍ଟଣ୍ଟ ପାଇଁ ସେ ଦର୍ଶକଙ୍କ ପାଖରେ ବେଶ୍ ପରିଚିତ  । ଆମେ କହୁଛୁ ବିଦ୍ୟୁତ୍ ଜାମଓ୍ବାଲ୍ ଙ୍କ କଥା  । ଦୈନଦିନ ଜୀବନର ଅଏସ ଆରାମ ଛାଡି ସେ ଜଙ୍ଗଲରେ ଗୋଟିଏ ସପ୍ତାହ ବିତାଇଛନ୍ତି। ଗତକାଲି ତାଙ୍କ ଜନ୍ମଦିନକୁ ସେ ଏକାକୀ ଜଙ୍ଗଲରେ ପାଳନ…

ଚୋପା ସହ ଖାଇଲେ ମିଳେ ଫାଇଦା

ନୂଆଦିଲ୍ଲୀ : ଶୀତଦିନେ ଲୋକ ନିଜ ସ୍ବାସ୍ଥ୍ୟ ପ୍ରତି ବେଶ୍ ସଚେତନ  । କିଏ ସକାଳୁ ଉଠି ବ୍ୟାୟାମ କରି ନିଜକୁ ଫିଟ୍ ରଖୁଛି ତ ଆଉ କିଏ ଜିମରେ ସମୟ ବିତାଉଛି  । ଆଉ କିଏ ଉତ୍ତମ ସ୍ବାସ୍ଥ୍ୟ ଖାଇବାକୁ ପ୍ରୟାସ କରୁଛି  । ହଁ ଆଜ୍ଞା ନିଜକୁ ସୁନ୍ଦର ଓ ଫିଟ୍ ରଖିବାକୁ ହେଲେ ନିଜ ଖାଦ୍ୟ ପ୍ରଣାଳୀରେ…

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ଡର୍ବାନ: ଏଠାରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଟସ ପକାଯାଇ ନ ଥିଲା କିମ୍ବା ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଆଗକୁ ଟି୨୦ ବିଶ୍ୱକପ ହେବାକୁ ଥିବାରୁ ଉଭୟ ଟିମ…

ନୋବେଲ ବିଜେତା ନର୍ଗିସଙ୍କ ‘ହଙ୍ଗର ଷ୍ଟ୍ରାଇକ୍’: ପୁରସ୍କାର ଗ୍ରହଣକଲେ ପୁଅଝିଅ 

ତେହରାନ: ନୋବେଲ ଶାନ୍ତି ବିଜେତା ନର୍ଗିସ ମହମ୍ମଦିଙ୍କ ଅନଶନ। ଇରାନର କାରାଗାରରେ ବନ୍ଦୀ ଥିବା ମହମ୍ମଦି ଆଜିଠାରୁ ଅନଶନ ଘୋଷଣା କରିଛନ୍ତି । ଓସଲୋରେ ନୋବେଲ ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଥିବାବେଳେ ସେ ଯୋଗ ଦେଇନାହାନ୍ତି ।ନର୍ଗିସଙ୍କ ତରଫରୁ ତାଙ୍କ ପୁଅ ଅଲ୍ଲୀ ରହମାନି ଓ ଝିଅ…

ହୂତୀ ବିଦ୍ରୋହଙ୍କୁ ଇସ୍ରାଏଲର ଧମକ, ରକ୍ତରେ ସମୂଦ୍ର ଲାଲ ହେବ

ତେଲ ଅଭୀଭ: ଇସ୍ରାଏଲ ଏବେ ହମାସ ସହ ଯୁଦ୍ଧ କରୁଛି । ଇତି ମଧ୍ୟରେ ଲାଲ ସାଗରରେ ହୁତୀ ବିଦ୍ରୋହୀମାନେ ଲୁଟପାଟ ଜାରି ରଖିଛନ୍ତି । ଯାହାକୁ ନେଇ ଇସ୍ରାଏଲ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ଆନ୍ତର୍ଜାତୀୟ ସମୂହ ଏହି ବିଦ୍ରୋହୀଙ୍କ ନ ରୋକିବେ ତେବେ ଆମେ ଆମ ଶୈଳୀରେ…

ବିନା ଓଟିପି ଓ ବ୍ଯାଙ୍କ ତଥ୍ୟରେ ୫ଲକ୍ଷ ଲୁଟିଲେ ସାଇବର ଠକ 

ଚଣ୍ଡିଗଡ଼: ସାଇବର ଅପରାଧର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସତେ ଯେମିତି ଏ ଠକେଇ ନିତିଦିନିଆ ଜୀବନର ଅଂଶ ହୋଇଗଲାଣି। ଚୋରି, ଡକାୟତି ଭଳି ସାଇବର ଠକେଇ ମଧ୍ୟ ଦିନକୁ ଦିନ ବଢି ଚାଲିଛି। ଲୋକଙ୍କୁ ଠକିବା ପାଇଁ ଠକମାନେ ବିଭିନ୍ନ ପ୍ରକାର ଟ୍ରିକ୍ ଆପଣାଉଛନ୍ତି । ବହୁ ଚତୁରତାର ସହ ସେମାନେ…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ପାକିସ୍ତାନଠାରୁ ହାରିଲା ଭାରତ

ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୨୫୯ ରନ ସଂଗ୍ରହ କରିଛନ୍ତି । ପାକିସ୍ତାନ ୪୭ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଓଜାନ…

ବିଦେଶରେ ଜାତିଭେଦର ଶିକାର ହେଉଛନ୍ତି ଭାରତୀୟ ଡାକ୍ତର

ଲଣ୍ଡନ: ବ୍ରିଟେନରେ ଅଧିକାଂଶ ଭାରତୀୟ ଡାକ୍ତର ଜାତିଭେଦର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୪୦ପ୍ରତିଶତ ଭାରତୀୟ ଡାକ୍ତର ନିଜ ସହକର୍ମୀଙ୍କ ସହ ରୋଗୀଙ୍କ ଦ୍ୱାରା ଏପରି ବ୍ୟବହାରର ଶିକାର ହୋଇଛନ୍ତି । ଏହାଛଡା ସହକର୍ମୀ ସେମାନଙ୍କ ବିରୋଧରେ ମିଛ…

ନାଲକୋ ଓପନ ଟେନିସ: କବୀର, ଅଭୀପ୍ସାଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର:ଏଠାରେ ଅନୁଷ୍ଠିତ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରି କବୀର ହନ୍ସ ଓ ଅଭୀପ୍ସା ଦେହୁରୀ ଡବଲ ଟାଇଟଲ ହାସଲ କରିଛନ୍ତି । ଏଥିସହ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟର ଉଦଯାପନ ମଧ୍ୟ ହୋଇଛି । ନାଲକୋର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଧର ପାତ୍ର…