Latest Odisha News
Browsing Category

ଫିଚର

ଲାଲ ସାଗରରେ ମାଲବାହକ ଜାହଜ ଉପରେ ଆକ୍ରମଣ କଲେ ହୂତୀ ବିଦ୍ରୋହୀ

ନୂଆଦିଲ୍ଲୀ: ଇସ୍ରାଏଲର ଧମକ ସତ୍ୱେ ଲାଲ ସାଗରେ ହୂତୀ ବିଦ୍ରୋହୀ ଲାଇବେରିୟାର ଏକ ମାଲବାହକ ଜାହଜ ଉପରେ ଆକ୍ରମଣ କରିଛି । ଏହି ବାଲେଷ୍ଟିକ ମିସାଇଲ ଆକ୍ରମଣରେ ମୃତାହତ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଏମଏସସି ପ୍ୟାଲେଟିୟମ-୩ ଜାହଜ ଉପରେ ହୋଇଥିବା ଆକ୍ରମଣ ପାଇଁ କିନ୍ତୁ ଏ…

୧୫୯.୨୯ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଏକାମ୍ର ବିକାଶର ନୂଆ ଅଧ୍ୟାୟ। ଏକାମ୍ର ନିର୍ବାଚନମଣ୍ଡଳୀରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୧୫୯.୨୯ କୋଟି ବ୍ୟୟରେ ୪ଟି ପ୍ରକଳ୍ପର…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ସେମିଫାଇନାଲରେ ହାରିଲେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ସେମିଫାଇନାଲ ମୁକାବିଲାରେ ଭାରତ ଏବଂ ପାକିସ୍ତାନ ପରାଜିତ ହୋଇ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛନ୍ତି । ଅରିଫୁଲ ଇସଲାମଙ୍କ ଚମତ୍କାର ଇନିଂସ ବଳରେ ବାଂଲାଦେଶ ୪ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲରେ…

ବଚ୍ଚନ ପରିବାରଠାରୁ ଅଲଗା ରହିଲେ ଐଶ୍ଚର୍ଯ୍ୟା !

ମୁମ୍ବାଇ:ଅଭିଷେକ ବଚ୍ଚନ ଓ ଐଶ୍ଚର୍ଯ୍ୟା ରାୟଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି । ଜୁମରେ ପ୍ରକାଶିତ ଏକ ରିପୋର୍ଟରେ ବଚ୍ଚନ ପରିବାରଠାରୁ ଐଶ୍ଚର୍ଯ୍ୟ ଏବେ ଅଲଗା ରହୁଛନ୍ତି । ପୂର୍ବରୁ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଖରାପ ହେଉଥିବା ଖବର ପ୍ରକାଶ ପାଇଥିଲା । ଏହାର…

ବିକାନେରରେ ୩ ପିଲାଙ୍କ ସହ ଜୀବନ ହାରିଲେ ଦମ୍ପତି

ଜୟପୁର: ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଜସ୍ଥାନର ବିକାନେରରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କର ୩ ସନ୍ତାନଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୪୫ ବର୍ଷୀୟ ହନୁମାନ ସୋନି ତାଙ୍କର ପତ୍ନୀ, ଦୁଇ ପୁଅ ଏବଂ ଝିଅ ।…

ଓୟୋ ପ୍ରତିଷ୍ଠାତା ନିଜ ରାଜ୍ୟରେ ଖୋଲିଲେ ମାଗଣା ସ୍ବାସ୍ଥ୍ଯସେବା

ଭୁବନେଶ୍ୱର: ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରଓ୍ବାଲ ଆସନ୍ତା ବର୍ଷକ ମଧ୍ୟରେ ନିଜ ରାଜ୍ୟ ଓଡ଼ିଶାରେ ୫ଟି ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛନ୍ତି। ଏହି କେନ୍ଦ୍ରଗୁଡ଼ିକ ବିଶେଷ କରି ଅବହେଳିତ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବ…

ଆପାର୍ଟମେଣ୍ଟରେ ଲୁଟକୁ ରୋକିବାକୁ ଘରୋଇ ସିକ୍ୟୁରିଟି ସଂସ୍ଥାର ସହଯୋଗ ନେଲା ପୋଲିସ

ଭୁବନେଶ୍ୱର: ଆପାର୍ଟମେଣ୍ଟରେ ଘଟୁଥିବା ଚୋରି ଏବଂ ଲୁଟକୁ ରୋକିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର କମିସନରେଟ୍ ପୁଲିସ ଶୁକ୍ରବାର ପ୍ରାୟ 50ଟି ଘରୋଇ ସୁରକ୍ଷା ସଂସ୍ଥାର ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ସହରରେ ବନ୍ଦ ଆପାର୍ଟମେଣ୍ଟଗୁଡ଼ିକୁ ଟାର୍ଗେଟ୍…

‘ମୋତେ ନ୍ୟାୟ ମିଳିଲାନି, ଇଚ୍ଛାମୃତ୍ୟୁ ଅନୁମତି ମିଳୁ’ : CJIଙ୍କୁ ଚିଠି ଲେଖିଲେ ମହିଳା ଜଜ୍

ଲକ୍ଷ୍ନୌ: ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ମହିଳା ଜଜ୍ । ନ୍ୟାୟ ନ ମିଳିବାରୁ ସେ ଏପରି ଚିଠି ଲେଖିଛନ୍ତି । ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଜଣେ ମହିଳା ଜଜ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ…

ଓଡ଼ିଶା ଆଇପିଏସ ସ୍ତରରେ ଅଦଳବଦଳ: ବି ରାଧିକା ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ, ଅନ୍ୟମାନଙ୍କୁ ମିଳିଲା ନୂଆ…

ଭୁବନେଶ୍ୱର: ଭାରତୀୟ ପୋଲିସ ସେବା (ଆଇପିଏସ) କ୍ୟାଡରର ଏକ ସାମାନ୍ୟ ପରିବର୍ତ୍ତନ ହୋଇଛି। ରାଜ୍ୟ ସରକାର ଶୁକ୍ରବାର ଦିନ ବି. ରାଧିକାଙ୍କୁ ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ…

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇକୁ ୫ଥର ଚାମ୍ପିୟନ କରାଇଥିବା ରୋହିତ ଶର୍ମା ଏହି ସିଜନ ପାଇଁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।…