Latest Odisha News

BREAKING NEWS

Browsing Category

ଫିଚର

କୋଲକାତା ନାଇଟ ରାଇଡର୍ସର ନେତୃତ୍ୱ ନେବେ ଶ୍ରେୟାଶ ଆୟାର

କୋଲକାତା: ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଡିସେମ୍ବର ୧୯ରେ ଦୁବାଇରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଇତି ମଧ୍ୟରେ କୋଲକାତା ଶ୍ରେୟାଶ ଆୟାରଙ୍କୁ ଏହି ସିଜନ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ଆଘାତ ସମସ୍ୟା ଯୋଗୁ ସେ ୨୦୨୩…

ବିବାହ ପାଇଁ ମନା କରିବାରୁ ଯୁବକଙ୍କୁ ଏସିଡ୍ ମାଡ କଲେ ମହିଳା

ପାଟନା: ଅଧିକାଂଶ ସମୟରେ ମହିଳା ବା ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଥିବା ଖବର ସାମନାକୁ ଆସିଛି । ମାତ୍ର ବିହାର ବୈଶାଳୀ ଜିଲ୍ଲାରେ ପ୍ରେମିକ ଉପରକୁ ଏସିଡ ମାଡ କରିଛି ପ୍ରେମିକା । ଆଉ ଏସିଡ ଫିଙ୍ଗିଥିବା ପ୍ରେମିକା ତିନି ଥର ବିବାହ କରିସାରିଥିବା ଜଣେ ମହିଳା । ମହିଳା ଜଣଙ୍କ ସେହି…

ପରିବେଶ କଂଗ୍ରେସ ପକ୍ଷରୁ ଡିସେମ୍ବର ୧୭ରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ଵର: ଡିସେମ୍ବର ୨୨ ଓ ୨୩ ତାରିଖରେ ଓଡ଼ିଶା ପରିବେଶ କଂଗ୍ରେସର ୧୪ତମ ଅଧିବେଶନ ଭୁବନେଶ୍ବର ଆଂଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହଳୟରେ ଅନୁଷ୍ଠିତ ହେବ । ଏହି ପରିବେଶ କଂଗ୍ରେସର ବିଷୟ ବସ୍ତୁ ରହିଛି “ ପରିବେଶ ଓ ସହରୀକରଣ” । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୧୭ ତାରିଖରେ…

ସଂସଦରେ ଆତଙ୍କ ସୃଷ୍ଟି କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସାତ ଦିନିଆ ପୁଲିସ ରିମାଣ୍ଡରେ

ନୂଆଦିଲ୍ଲୀ: ସଂସଦ ଭବନ ବାହାରେ ଏବଂ ଭିତରେ ଗଣ୍ଡଗୋଳ ଏବଂ ସୁରକ୍ଷା ଭଙ୍ଗ କରିଥିବା ଚାରି ଜଣ ଅଭିଯୁକ୍ତଙ୍କୁ ୭ ଦିନିଆ ହେପାଜତକୁ ପଠାଯାଇଛି। ତେବେ ଦିଲ୍ଲୀ ପୋଲିସ ତାଙ୍କୁ ୧୫ ଦିନିଆ ପୋଲିସ ହେପାଜତକୁ ନେବାକୁ ଆବେଦନ କରିଥିଲା। ସମସ୍ତ ଅଭିଯୁକ୍ତମାନଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର…

ମୁହଁରେ ଟେପ ମାରି ବ୍ୟାଟିଂ କଲେ ଇନ୍ଦ୍ରଜିତ, ମନେ ପଡିଲା କୁମ୍ବଲେଙ୍କ କଥା

ରାଜକୋଟ: ଚଳିତ ବିଜୟ ହଜାରେ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ହରିୟାଣା ନିକଟରୁ ତାମିଲନାଡୁ ପରାସ୍ତ ହୋଇଛି । ତେବେ ଏହି ମ୍ୟାଚରେ ତାମିଲନାଡୁ ବ୍ୟାଟ୍ସମ୍ୟାନ ବାବା ଇନ୍ଦ୍ରଜିତଙ୍କ ଇନିଂସକୁ ସମସ୍ତ କ୍ରୀଡାପ୍ରେମୀ ଭୂୟସୀ ପ୍ରଶଂସା କରିଛନ୍ତି । ମ୍ୟାଚ ଅବସରରେ ଇନ୍ଦ୍ରଜିତଙ୍କ ଓଠ ଫାଟିଯାଇ…

ସଂସଦ ସୁରକ୍ଷାରେ ତ୍ରୁଟି ଘଟଣାରେ ତଦନ୍ତ ଚାଲିଛି, ରାଜନୀତି ନକରିବାକୁ ବିରୋଧୀଙ୍କୁ ସରକାରଙ୍କ ଆହ୍ବାନ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ହୋଇଥିବା ସୁରକ୍ଷା ଭଙ୍ଗ ଘଟଣାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିବା ସହ ଏହି ସମ୍ବେଦନଶୀଳ ମାମଲାର ରାଜନୀତିକରଣ ନକରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି। ଅପରାହ୍ନ ୨ଟାରେ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ଗୃହକୁ…

ରାଜ୍ୟ ସଭାପତି ଚାପରେ ଏପରି ପ୍ରତିକ୍ରିୟା ରଖିଛନ୍ତି: କଳା ଟଙ୍କା ଜବତ ମାମଲାରେ ବିଜେପିକୁ ବିଜେଡିର କାଉଣ୍ଟର

ଭୁବନେଶ୍ୱର: ଆଇଟି ରେଡ ବେଳେ ମଦ ବ୍ୟବସାୟୀଙ୍କ ପାଖରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ରାଜ୍ୟ ବିଜେପି । ବିଜେପି ଏ ଟଙ୍କା ବିଜେଡିର ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ ବିଜେଡି ଏହାର କଡା ଜବାବ ଦେଇଛି ।…

ବିଜେପି ୧୫ ଲୋକସଭା ଆସନ ଦଖଲ କରିବ, ଧର୍ମେନ୍ଦ୍ରଙ୍କ ଆକଳନକୁ ନେଇ ତେଜିଲା ବୟାନବାଜି

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିଜୟ ପରେ ଉତ୍ସାହିତ ବିଜେପି ଆଗାମୀ ଦିନରେ ଓଡ଼ିଶାର ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆଶା ରଖିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୧୫ ସାଂସଦ ଜିତିବା ତାଙ୍କ ଦଳର ଲକ୍ଷ୍ୟ।…

ବିଜ୍ଞାନ ମେଳା ପରେ ଛାତ୍ର ରାତିରେ ହଣ୍ଡା ମାଜିବା ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ 

ପୁରୀ: ବିଜ୍ଞାନ ମେଳାକୁ ଆସି ସ୍କୁଲ ଛାତ୍ର ଦୟାନଦୀରେ ହଣ୍ଡା ମାଜିବା ଘଟଣା। କଣାସ ବ୍ଲକ ବେଣାଗାଁ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି। ନୋଟିସ ଜାରି କଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାସ। ଦୁଇଦିନ ମଧ୍ୟରେ…

ହମାସ ଦମ୍ଭ ଭାଙ୍ଗଛି, ଯୁଦ୍ଧବିରାମ ଚର୍ଚ୍ଚା ନେଇ ପ୍ରସ୍ତୁତ

ଗାଜା: ଇସ୍ରାଏଲ ଘନ ଘନ ଆକ୍ରମଣରେ ହମାସର ଦମ୍ଭ ଭାଙ୍ଗିଛି । ଗାଜାରେ ଶାସନ କରୁଥିବା ଫିଲିସ୍ତିନୀ ସମୂହ ବିନା ସର୍ତରେ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି । ହମାସର ବରିଷ୍ଠ ନେତା ଇସମାଇଲ ହାନିୟେହ ଏହା କହିଛନ୍ତି । ଇସ୍ରାଏଲ ଆକ୍ରମଣ ରୋକିବା ପାଇଁ ଆମେ ସମସ୍ତ ପ୍ରକାଣ ବୁଝାମଣାରେ ରାଜି…