Latest Odisha News

BREAKING NEWS

Browsing Category

ଫିଚର

ଉପାନ୍ତର ଗୌରବ ଗୁପ୍ତେଶ୍ଵର: ମାତ୍ର ୨୬ବର୍ଷ ବୟସରେ IIT ଖଡଗପୁରରୁ ଡକ୍ଟରେଟ ସମ୍ମାନରେ ସମ୍ମାନିତ

ନୂଆପଡା: କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆସେ ।  ଦୃଢ ଇଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୁଏ  । ଏମିତି କିଛି  ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଉପାନ୍ତ ଦମାପଲା ଗାଁର ୨୬ ବର୍ଷୀୟ ଯୁବକ ଗୁପ୍ତେଶ୍ଵର ।  କମ ବୟସ ଓ ଏକ ଗରୀବ ପରିବାରରେ ଶିକ୍ଷା କୁ ପ୍ରାଧାନ୍ୟ ଦେଇ IIT…

ଡଙ୍କି ନା ସାଲାର , କିଏ କରିବ ବକ୍ସ ଅଫିସରେ ରାଜ୍ ?

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆଜି ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସାଲାର ଫିଲ୍ମ । ଏଇ ଗୋଟିଏ ସପ୍ତାହରେ ହଲ୍‌କୁ ଆସିଲା ୨୦୨୩ ବର୍ଷର ଦୁଇଟି ବଡ଼ ବଲିଉଡ୍ ସିନେମା। ଗତକାଲି ବଲିଉଡ୍ ସୁପରଷ୍ଟାର ଶାହରୁଖ୍‌ ଖାଁଙ୍କ ‘ଡଙ୍କି’ ରିଲିଜ୍‌…

କାହିଁକି ଗିରଫ ହେଲେ ବିଗ୍ ବସ୍ ସିଜନ-୭ ବିଜେତା ?

ମୁମ୍ବାଇ: ରିଆଲିଟି ଶୋ ବିଗ୍ ବସ୍ । ବର୍ତ୍ତମାନ ସମୟରେ ଏହାକୁ ଦେଖିବା ଲୋକଙ୍କ ପାଇଁ ଏକ କ୍ରେଜ୍ ହୋଇଗଲାଣି  । ବହୁତ୍ ସଂଖ୍ୟାରେ ଲୋକ ଏହି ଶୋକୁ ଦେଖୁଛନ୍ତି  । ବିଗ୍ ବସ୍ ତେଲୁଗୁ ସିଜନ୍ ୭ ର ବିଜେତା ହୋଇଥିବା ପଲ୍ଲବୀ ପ୍ରଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ରହିଛି ।…

ମୁସଲମାନ ଦେଶରେ ଭଗବାନ ରାମଙ୍କୁ ପୂଜାର୍ଚ୍ଚନା

ମୁମ୍ବାଇ : ଆପଣମାନେ ଇଣ୍ଡୋନେସିଆର ନାଁ ଶୁଣିଥିବେ  । ଏହାର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ  । ଏହି ଦେଶରେ ସାଧାରଣତଃ ବହୁସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି  । ତେବେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏଠାରେ…

ପଦ୍ମପୁୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରସ୍ତୁତି ବେଳେ ରାଜ୍ୟ ସରକାରକୁ ହାଇକୋର୍ଟଙ୍କ ଝଟକା

କଟକ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ହାଇକୋର୍ଟ ଏହି ମାମଲାରେ ଦାୟର ଆବେଦନର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯେଉଁଥିରେ ହାଇକୋର୍ଟଙ୍କ ବିନା ନିର୍ଦ୍ଦେଶରେ ନୂଆ ଜିଲ୍ଲା ଗଠନ ପାଇଁ ଘୋଷଣା…

ଜାନୁଆରୀ ୧୫ ସୁଦ୍ଧା ଇଣ୍ଡିଆ ମେଣ୍ଟର ହେବ ଆସନ ବୁଝାମଣା: ଜାଣନ୍ତୁ, କାହାକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ଚାଲିଛି ହିସାବକିତାବ । କେଉଁଦଳ କେତେ ଆସନ ପାଇବ ? ଏ ନେଇ ଦ୍ୱନ୍ଦ୍ୱର ଅବସାନ ଜାନୁଆରୀ ତୃତୀୟ ସପ୍ତାହ ଅର୍ଥାତ ଜାନୁଆରୀ ୧୫ ତାରିଖ ବେଳକୁ ସ୍ପଷ୍ଟ ହେବ ।    କଂଗ୍ରେସ ସହଯୋଗୀଙ୍କ ସହ ଆସନ ବୁଝାମଣା ପାଇଁ ୫ ଜଣ ସଦସ୍ୟଙ୍କୁ ନେଇ ଏକ…

ରାଉରକେଲାରେ କୋଲେରା ଆତଙ୍କ, ସରକାରୀ ରିପୋର୍ଟ ତୁଳନାରେ ବେସରକାରୀ ମୃତ୍ୟୁ ସଂଖ୍ୟା ଅଧିକ

ରାଉରକେଲା:  ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ କୋଲେରା ବା ହଇଜା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମଧୁସୂଦନପାଲିର ସାବିତ୍ରୀ ଗିରି ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଘଟିଥିବା ଏହି ଦୁଃଖଦ ଘଟଣା ସହିତ ରାଉରକେଲାରେ କୋଲେରା ରୋଗରେ ଅଣଆନୁଷ୍ଠାନିକ…

ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଥର ଇତିହାସ ରଚିଲା ମ୍ୟାନ୍ ଇନ୍ ବ୍ଲ୍ୟୁ

ବୋଲାଣ୍ଡ ପାର୍କ: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏକପାଖିଆ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମ୍ୟାଚକୁ କବଜା କରିବା ସହିତ ଦିନିକିଆ ସିରିଜ ନିଜ ନାଁରେ କରିଛି। ଭାରତ ଏହି ସିରିଜକୁ ୨-୧ରେ କବଜା କରିଛି।…

ଜମ୍ମୁ କଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ଆଉ ଜଣେ ଯବାନ ଶହୀଦ

ପୁଞ୍ଚ: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ତିନିଜଣ ସୈନିକ ଘଟଣାସ୍ଥଳରେ ଶହୀଦ ହୋଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ। ସୂଚନା ଅନୁଯାୟୀ,…

କେନ୍ଦ୍ର ସରକାରଙ୍କ ଖ୍ରୀଷ୍ଟମାସ ଭେଟି: କମିଲା ଏଲପିଜି ଦାମ

ନୂଆଦିଲ୍ଲୀ:ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଭେଟି । କେନ୍ଦ୍ର ସରକାର ୧୯ କେଜି ଏଲପିଜି ସିଲିଣ୍ଡରର ଦାମ ହ୍ରାସ କରିଛନ୍ତି । ଅଏଲ ମାର୍କେଟିଂ କମ୍ପାନୀ କମର୍ସିଆଲ ସିଲିଣ୍ଡରର ଦାମ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି । ଦର କମିବା ପରେ ଦିଲ୍ଲୀରେ ୧୯ କେଜି…