Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ କମୁଛି, ସାମଗ୍ରିକ ଭାବେ ବଢ଼ିଛି

ଭୁବନେଶ୍ୱର: ୨୦୨୨ ପାଇଁ ଓଡ଼ିଶାର ଅପରାଧ ପରିସଂଖ୍ୟାନ ଏକ ମିଶ୍ରିତ ଚିତ୍ର ଉପସ୍ଥାପନ କରିଛି। ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ୨୦୨୧ ତୁଳନାରେ ମହିଳାଙ୍କ ବିରୋଧରେ ଅପରାଧରେ ୨୪%…

‘ମିଗଜୋମ୍’ ପାଇଁ ବିମାନ ସେବା ପ୍ରଭାବିତ: ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନ ବାତିଲ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ 'ମିଗଜୋମ୍' ଆକାଶ ମାର୍ଗରେ ବିମାନ ସେବାକୁ ପ୍ରଭାବିତ କରିଦେଇଛି। ଯାହାଫଳରେ ସୋମବାର ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନକୁ ବାତିଲ କରିବାକୁ ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ୧୧ଟା ଯାଏଁ ବିମାନ ଚଳାଚଳ…

ଧାନ ସଂଗ୍ରହ କେନ୍ଦ୍ରରୁ ଚୋରି ହୋଇଗଲା ଧାନ ବସ୍ତା, ଅଭିଯୋଗ ଆଣି ଅସନ୍ତୋଷ ଝାଡିଲେ ଚାଷୀ

ନୂଆପଡ଼ା: ଧାନ ସଂଗ୍ରହ କେନ୍ଦ୍ରରୁ ବହୁ ବସ୍ତା ଧାନ ରହସ୍ୟଜନକ ଭାବେ ଗାଏବ ହୋଇଯିବା ପରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋମନା ବ୍ଲକର ଗଣ୍ଡମେର ପ୍ରାଥମିକ କୃଷି ସମବାୟ ସମିତି କେନ୍ଦ୍ରରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନକୁ ଗଚ୍ଛିତ ରଖିଥିଲେ। କିନ୍ତୁ ସୋମବାର ଦିନ ସେମାନେ 10ଟି…

ଅନୁଗୁଳ ତାଳଚେରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ସରକାର ଦେଲେ ଅନୁମତି

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୋମବାର ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି, ନୂତନ ମେଡିକାଲ କଲେଜ କାର୍ଯ୍ଯକ୍ଷମ କରିବା ପାଇଁ ପ୍ରସ୍ତୁତି ସ୍ୱରୂପ ଏମସିଏଲ ବର୍ତ୍ତମାନର…

ପଦ୍ମପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନ ଚିହ୍ନଟ, ଜିଲ୍ଲା ମାନ୍ୟତା ଖୁବଶୀଘ୍ର!

ବରଗଡ: ବରଗଡ ଜିଲ୍ଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ଏବେ ସତ ହେବାକୁ ଯାଉଛି। ଉତ୍ତରାଞ୍ଚଳ ଡିଭିଜନର ରାଜସ୍ୱ ଡିଭିଜନ କମିଶନର ସୁରେଶ ଚନ୍ଦ୍ର ଦଳାଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ସମ୍ଭାବ୍ୟ ସ୍ଥାନ ପରିଦର୍ଶନ…

ରାଜଧାନୀରେ ‘ରୟାଲ୍’ ଚୋର, କୁଖ୍ୟାତ ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ରୟାଲ୍ ଏନଫିଲ୍ଡ ଚଳାଇବାକୁ ଇଚ୍ଛୁକ ରଖୁଥିବା ବ୍ୟକ୍ତି ଏଣିକି ସାବଧାନ।  ବଡ ବଡିଆଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀରୁ ଦୀର୍ଘ ଦିନ ଧରି ରୟାଲ ଏନଫିଲ୍ଡ ଚୋରି ହେଉଥିବା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ସୋମବାର ଦାମୀ ବାଇକ୍ ଚୋରି କରିବାରେ…

ପୂର୍ବାଂଚଳ ଆନ୍ତଃଜୋନ ମହିଳା ଟି୨୦ ଚାମ୍ପିୟନ: ମାଧୁରୀ, ସୁଶ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ଓସିଏ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଆନ୍ତଃଜୋନ ସିନିୟର ମହିଳା ଟି୨୦ରେ ପୂର୍ବାଂଚଳ ଦଳ ଚାମ୍ପିୟନ ହୋଇଛି । ଏହି ଚାମ୍ପିୟନ ଟିମ ପକ୍ଷରୁ ଓଡିଶାର ଦୁଇ ଷ୍ଟାର ଖେଳାଳି ମାଧୂରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ନେଇ ଓଡିଶା କ୍ରିକେଟ…

୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି ପାଇଁ ସୋମବାର ଓଡିଶା ଦଳ ଘୋଷଣା କରାଯାଇଛି । ଶୁଭ୍ରା ନିର୍ଝରଣୀ ସ୍ୱାଇଁଙ୍କୁ ଘୋଷିତ ୧୭ ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । କାଦମ୍ବିନୀ ମାହାକୁଡ ଦଳର କୋଚ ଦାୟିତ୍ୱ ତୁଲାଇବେ । ଓଡିଶା ୧୨ ତାରିଖରେ ଜାମ୍ମୁ ଆଣ୍ଡ କଶ୍ମୀର…

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ…

କଣ ପାଇଁ ଚିନ୍ତାରେ ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ

ପ୍ୟୋଙ୍ଗୟଙ୍ଗ: ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ବଡ ଚିନ୍ତାରେ ପଡିଛନ୍ତି । ଏହାର କାରଣ ହେଲା ଦେଶରେ ଶିଶୁ ଜନ୍ମ ହାରରେ ଦ୍ରୁତ ଅବନ୍ନତି । ମାଆମାନେ ମଧ୍ୟ ଶିଶୁ ଜନ୍ମ କରିବା ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏଥିପାଇଁ କିମ ଦେଶର ସମସ୍ତ ମାଆମାନଙ୍କୁ…