Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ପଞ୍ଝାରେ ନୟାଗଡ ସବ୍ ରେଜିଷ୍ଟ୍ରାର୍ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ନୟାଗଡ : ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍ । ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଶାଶ୍ବତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି…

ଦିଶା ସାଲିଆନଙ୍କ ମୃତ୍ୟୁର ତଦନ୍ତ ମୁମ୍ବାଇ ପୁଲିସର ଏସ୍ଆଇଟି କରିବ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିଛି। ମାଲବାନି ଥାନାର ବରିଷ୍ଠ ଇନ୍ସପେକ୍ଟର ଚିମାଜୀ ଆଧବଙ୍କ ନେତୃତ୍ୱରେ ଡେପୁଟି କମିସନର ଅଜୟ ବନସଲ…

ସମ୍ବଲପୁରରେ ପରିତ୍ୟକ୍ତ ବୋରଓ୍ବେଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ସମ୍ବଲପୁର: ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଉଦ୍ଧାର ହୋଇଛି ବୋରଓ୍ବେଲ ଭିତରେ ଖସି ପଡିଥିବା ନବଜାତ ଶିଶୁ। ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ କେହି ଜଣେ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଜଙ୍ଗଲ ଦେଇ ଯାଉଥିବା…

ମାଓବାଦୀ ପରିଚୟ ଦେଇ ଦାଦାବଟି ମାଗିବା ଅଭିଯୋଗରେ ଚାରି ଗିରଫ

ରାୟଗଡା: ନିଜକୁ ମାଓବାଦୀ ପରିଚୟ ଦେଇ ଟଙ୍କା ଆଦାୟ ଉଦ୍ୟମ କରିବା ଅଭିଯୋଗରେ ରାୟଗଡା ଜିଲ୍ଲା ପୋଲିସ ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ଯେ ଦୋରାଗୁଡା ଥାନା ଅନ୍ତର୍ଗତ ଡିମୁଣ୍ଡି…

ଗୁଗଲ ଇତିହାସରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା କ୍ରିକେଟର ହେଲେ କୋହଲି

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ବିରାଟ କୋହଲିଙ୍କୁ ବା କିଏ ନ ଜାଣେ । ତେବେ ସାରା ବିଶ୍ୱରେ ମଧ୍ୟ ସେ କ୍ରିକେଟର ଭାବେ ବେଶ ଲୋକପ୍ରିୟ ତାହା ପୁନର୍ବାର ସ୍ପଷ୍ଟ ହୋଇଛି । ନିକଟରେ ସର୍ଚ୍ଚ ଇଂଜିନ ଗୁଗଲ ତାର ୨୫ ବର୍ଷ ଇତିହାସର ଲୋକପ୍ରିୟ ଖେଳାଳିଙ୍କ ସୂଚୀ ଜାରି କରିଛି । ଏଥିରେ କ୍ରିକେଟର ଭାବେ…

ମହିଳାଙ୍କୁ ଦୁଷ୍କର୍ମ କରିବା ପଡିଲା ମହଙ୍ଗା; ଅଭିଯୁକ୍ତଙ୍କୁ ନିର୍ଧୂମ ଛେଚି ପରିସ୍ରା ପିଆଇଲେ, ଭିଡିଓ ଭାଇରାଲ୍

ଲକ୍ଷ୍ନୌ: ଦୁଷ୍କର୍ମକାରୀକୁ ଚପଲରେ ମାଡ ମାରିବା ସହ ପରିସ୍ରା ପିଆଇଲେ । ଜୋର ଜବରଦସ୍ତ ପୀଡିତାଙ୍କ ପାଦ ଛୁଆଁଇଲେ । ଏଥିସହ ଦୁଷ୍କର୍ମ କରିଥିବାରୁ ୨ ଲକ୍ଷ ଟଙ୍କା ଦେବାକୁ ଅଭିଯୁକ୍ତ ନିକଟରେ ଦାବି କଲେ ପୀଡିତା ମହିଳାଙ୍କ ପରିବାର ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଗତ ସଂସ୍କରଣର ଚାମ୍ପିୟନ ଭାରତୀୟ ଟିମର ନେତୃତ୍ୱ ପଞ୍ଜାବର ଉଦୟ ସହାରନଙ୍କୁ ପ୍ରଦାନ କରାଯାଇଛି । ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା…

ପୁତିନଙ୍କ ସବୁଠାରୁ ବଡ ବିରୋଧୀ ନେଭଲୀନ ୬ ଦିନ ହେବ ଜେଲରୁ ନିଖୋଜ

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସବୁଠାରୁ ବଡ ବିରୋଧ ଭାବେ ଏଲେକ୍ସି ନେଭଲୀନ ୬ ଦିନ ହେବ ଜେଲରୁ ନିଖୋଜ ଅଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନଙ୍କ ପାଖରେ ଏ ନେଇ କୌଣସି ତଥ୍ୟ ନାହିଁ । କାରାଗାରରେ ଥିବା କୈଦୀଙ୍କ ତାଲିକାରେ ତାଙ୍କ ନାମ…

ଡିସେମ୍ବର ୧୩ରୁ ଜାନୁଆରୀ ୧୩ ଯାଏ ପିସିସି କିଷାନ କଂଗ୍ରେସର ମଣ୍ଡିଚାଲ ଅଭିଯାନ

ଭୁବନେଶ୍ୱର: ଚାଷୀଙ୍କୁ ହକ୍ ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ। କେନ୍ଦ୍ର ଓ ରାଜ୍ୟର ତ୍ରୁଟିପୂର୍ଣ୍ଣ ଧାନକିଣା ଓ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛି କଂଗ୍ରେସ। ଏଥିପାଇଁ ଡିସେମ୍ବର ୧୩ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମଣ୍ଡିଚାଲ ଅଭିଯାନ ଆହ୍ବାନ ଦିଆଯାଇଛି…

ଜାଭେଲିନ ଥ୍ରୋରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କଲେ ଓଡିଶା ପାରା ଆଥଲେଟ ସୁଚିତ୍ରା

ଭୁବନେଶ୍ୱର: ଓଡିଶାର ଯୁବ ଆଥଲେଟ ସୁଚିତ୍ରା ପରିଡା ଖେଲୋ ଇଣ୍ଡିଆ ପାରା ଗେମ୍ସରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଜାଭେଲିନ ଥ୍ରୋରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସୁଚିତ୍ରା ଏଫ-୫୫ କାଟାଗୋରୀରେ ୧୭.୨୩ ମିଟରକୁ ଜାଭେଲିନ ଥ୍ରୋ କରିଥିଲେ । ନୂତନ ରେକର୍ଡ ସହ ସେ…