Latest Odisha News

BREAKING NEWS

Browsing Category

ଫିଚର

ବିଜେଡି ଶାସନରେ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବର୍ଷିଛନ୍ତି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି…

ଓମକୁ ବଞ୍ଚାଇଦେଲା ଉପସ୍ଥିତ ବୁଦ୍ଧି

ଯାଜପୁର : ବୁଦ୍ଧି ଥିଲେ ଉପାୟ ଆପେ ଆସେ  । ଅସୁବିଧା ସମୟରେ ଉପସ୍ଥିତ ବୁଦ୍ଧି ଆମକୁ ବଡ ବିପତ୍ତିରୁ ରକ୍ଷା କରିଥାଏ  । ସେମିତି କିଛି ଘଟଣା ଘଟିଛି ଓମ୍ ସହିତ  । ନିଜର ଉପସ୍ଥିତ ବୁଦ୍ଧି ଆଜି ଓମକୁ ଦୁର୍ବୁତ୍ତ ମାନଙ୍କ କବଳରୁ ରକ୍ଷା କରିଛି । ଓମ୍ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା…

ମହୁଆ କାଣ୍ଡ ୧୮ ବର୍ଷ ତଳ ଘଟଣାର ପୁନରାବୃତ୍ତି: ପ୍ରଶ୍ନ ପାଇଁ ଟଙ୍କା ନେଇ ଫସିଥିଲେ ୧୧ ସାଂସଦ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ବା କ୍ୟାଶ ଫର କୋରି । ଆଉ ଏଥିପାଇଁ ସଦସ୍ୟ ପଦ ରଦ୍ଦ । ଲୋକସଭାରେ ମହୁଆ ଝଡକୁ ନେଇ  ରାଜନୀତି ସରଗରମ । ଗର୍ଜୁଛନ୍ତି ବିରୋଧୀ । ଟିଏମସି ଫାୟର । ସଦସ୍ୟ ପଦ ହରାଇବା ପରେ ସଫେଇ ଦେଉଛନ୍ତି ମହୁଆ  । କହୁଛନ୍ତି ତାଙ୍କ ବିରୋଧରେ କିଛି ଅଭିଯୋଗ ନାହିଁ । …

କାହା ସ୍ବାର୍ଥରେ ମନରେଗା ଯୋଜନା ? ଅଡିଟ୍ ବେଳେ ଧରାପଡିଲା ସତ

ନୂଆପଡା :  ମନରେଗା ଯୋଜନାରେ ମହାଘୋଟାଲା । ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି  । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଞ୍ଚୁନି ।  ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଖାମଖିଆଲ ନୀତି ଯୋଗୁଁ ଅର୍ଥ ହେରଫେର ଓ ମନରେଗା କାମରେ…

ରଦ୍ଦ ହେଲା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଦସ୍ୟ ପଦ: ସୋନିଆଙ୍କ ସମେତ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ:କ୍ୟାଶ ଫର କୋରି ମାମଲାରେ ପାର୍ଲାମେଣ୍ଟରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଦସ୍ୟତା  ରଦ୍ଦ ହୋଇ ଯାଇଛି । ଏ ନେଇ ଲୋକସଭାରେ ଏକ ପ୍ରସ୍ତାବ ପାସ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆଙ୍କୁ ବହିଷ୍କାର ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ଗୃହରେ…

ମୋବାଇଲ ଛଡାଇ , ଟଙ୍କା ଲୁଟୁଥିଲେ : ବନ୍ଧା ହେଲେ ବର୍ଦ୍ଦି ବାବୁ

ସମ୍ବଲପୁର : ବର୍ଦ୍ଦି ବାବୁଙ୍କ ଦବଙ୍ଗଗିରି  । ମୋବାଇଲ ଛଡାଇବା ଓ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ । ସୂଚନା ଅନୁସାରେ ହଠାତ୍ କିଛି ଯୁବକ ଅଇଁଠାପାଲି ଥାନା ପାଞ୍ଚୋଗୋଚ୍ଛିଆ ନିକଟରେ ଥିବା…

ରେଳ ଧାରଣାରେ ଲାଗିଗଲା ଗୋଡ, ମୁକୁଳିବାକୁ ଚେଷ୍ଟା କରୁଥିଲେ… ମାଡ଼ି ଆସିଲା ମୃତ୍ୟୁଦୂତ

ନୂଆପଡା: ମୃତ୍ୟୁ ଏମିତି ଆସେ ଅତର୍କିତ । ଝାମ୍ପିନିଏ ଜୀବନ । ହଠାତ ମୃତ୍ୟୁକୁ ସାମ୍ନାରେ ଦେଖୁଥିବା ମଣିଷ ବି ଅସହାୟ ହୋଇପଡେ । ଚେଷ୍ଟା କରି ବି ନିଜକୁ ବଞ୍ଚାଇ ପାରେନି । ଏମିତି ଏକ ପରିସ୍ଥିତିରେ ସିଗନାଲ ଇଞ୍ଜିନିୟର ଅନୁପ ରାୟଙ୍କର ମୃତ୍ୟୁ ଘଟିଥିଲା । ସେ ଦେଖୁଛନ୍ତି ମୃତ୍ୟୁ ଦୂତ…

ସଂସଦରେ ‘ମହୁଆ’ ଝଡ: ‘ମୁଁ ଦୁର୍ଗା, ଆସିଗଲି.. ବସ୍ତ୍ରହରଣ କରିଥିଲ, ଏବେ ମହାଭାରତ ଯୁଦ୍ଧ ଦେଖ’

ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ ଆଜି ପଞ୍ଚମ ଦିନ । ଆଜି ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ କ୍ୟାଶ ଫର କୋରି ଅଭିଯୋଗରେ ଲୋକସଭାରେ ଏଥିକ୍ସ କିମିଟି ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟରେ ମହୁଆ ମୋଇତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ସୁପାରିଶ କରାଯାଇଛି ।…

ହାତଠାରି ଡାକୁଥିଲା ମୃତ୍ୟୁ ହେଲେ ଭଗବାନଙ୍କ ଇଚ୍ଛା ଥିଲା କିଛି ଅଲଗା

ବାଙ୍କୀ : କଥାରେ ଅଛି ରଖେ ହରି ତ ମାରେ କିଏ  । ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ମାନେ , ମୃତ୍ୟୁ ସୁନିଶ୍ଚିତ  । ଏହା ନିରାଟ ସତ୍ୟ ହେଲେ  । ହେଲେ ଭଗବାନଙ୍କ ଇଚ୍ଛା ଆଗରେ ସବୁ କିଛି ଫେଲ ମାରିଥାଏ  । ଏମିତି କିଛି ଘଟଣା ଦେଖିବାକୁ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ…

ଗୋଡ଼ ଖସି ଯିବାରୁ ପଡିଗଲେ କେସିଆର, ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ: ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ରାତିରେ ଗୋଡ ଖସି ଯିବାରୁ ପଡିଗଲେ କେସିଆର । ତାଙ୍କୁ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ କେସିଆର…