Latest Odisha News

BREAKING NEWS

Browsing Category

ଫିଚର

କ୍ରିକେଟ୍ ରୁ ଟ୍ରାଜେଡି: ମ୍ୟାଚ ପରେ ଯବାନଙ୍କ ଉପରେ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର: କ୍ରିକେଟ ମ୍ୟାଚରେ ବିଜୟୀ ହେଇ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଏବେ ସମସ୍ତେ ହତବାକ। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭାରତୀୟ ସେନାର ଯବାନ ଦିଲେଶ୍ୱରଙ୍କ…

କିଏ ହେବେ ଓଡ଼ିଶା କଂଗ୍ରେସର ‘ରେବନ୍ତ ରେଡ୍ଡୀ’?

ଭୁବନେଶ୍ୱର: ତେଲେଙ୍ଗାନାରେ ଆରମ୍ଭ ହୋଇଛି କଂଗ୍ରେସ ସରକାରର ରାଜ୍ । ଆଉ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ଯୁବ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ । ବିଜେପି ଛାଡି କଂଗ୍ରେସର ଯୋଗ ଦେଇଥିବା ଏହି ନେତା ଆଜି ଶପଥ ନେବା ବେଳେ ଫିଲ୍ମ Bharat Ane Nenu Bharathର ହିରୋ ମହେଶ ବାବୁଙ୍କ…

ମଦ ୟୁନିଟରେ ଆୟକର ଚଢାଉ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି

ସୁନ୍ଦରଗଡ: ବିଜେପି ବିଧାୟିକା କୁସୁମ ଟେଟେ ଅଭିଯୋଗ କରିଛନ୍ତି ଯେ ଆୟକର ବିଭାଗ ତଦନ୍ତ କରୁଥିବା ମଦ ଉତ୍ପାଦନ ୟୁନିଟର ଜମି ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ମା' ଓ ଭାଇଙ୍କ ମାଲିକାନାରେ ଥିଲା। ତେବେ ଏହି ଦାବିକୁ ଯୋଗେଶ ସିଂହ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଯଦି ସେ ତାଙ୍କ ବୟାନକୁ…

ହିନ୍ଦୁତ୍ବ କାର୍ଡ: ଟ୍ରେଣ୍ଡ ସହ ଫ୍ରେଣ୍ଡ ହୋଇପାରିବ ତ କଂଗ୍ରେସ?

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ବିଜେପିକୁ ଚେକ୍ ଦେବାକୁ ଯାଇ ଗ୍ରହଣ କରିଥିବା ନରମ ହିନ୍ଦୁତ୍ବ କାର୍ଡ ବିଫଳ ହୋଇଛି। ଏପରି ସ୍ଥିତିରେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ଏହି ରଣନୀତିରୁ ଶିକ୍ଷାଲାଭ କରିବ ନା ଅନ୍ୟ ପ୍ରସଙ୍ଗକୁ ଅଧିକ ଫୋକସ କରିବ ତାହା ଏବେ ଚର୍ଚ୍ଚାର ବିଷୟ…

କ୍ୟାରିୟରର ଶେଷ ୨ ବର୍ଷ ଡିଭିଲର୍ସ ଗୋଟିଏ ଖରାପ ଆଖିରେ ଖେଳିଥିଲେ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ୩୬୦ ଡିଗ୍ରୀ ପ୍ଲେୟାର ଭାବେ ପରିଚିତ ଏବି ଡିଭିଲର୍ସ ତାଙ୍କ କ୍ୟାରିୟର କାହିଁକି ଶୀଘ୍ର ଶେଷ କଲେ ତାର ଖୁଲାସା କରିଛନ୍ତି । ୨୦୧୮ରେ ସେ ଆନ୍ତର୍ଜାତୀୟ ଓ ୨୦୨୧ରେ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ହଠାତ ସେ କାହିଁକି ତାଙ୍କ କ୍ୟାରିୟର ଶେଷ କଲେ…

ଲୋନ ଦେଉଥିବା ୧୭ ଆପକୁ ହଟାଇଲା ଗୁଗଲ ପ୍ଲେ ଷ୍ଟୋର

ନୂଆଦିଲ୍ଲୀ: ଟେକ ଜ୍ୟାଂଟ ଗୁଗଲ ପ୍ଲେ ଷ୍ଟୋର ଲୋନ ପ୍ରଦାନ କରୁଥିବା ୧୭ ଆପକୁ ରିମୁଭ କରିଛି । ଏହି ଆପଗୁଡିକରେ ସ୍ପାୟ ମାଲୱେର ମିଳିଥିଲା । ଏହି କମ୍ପାନୀଗୁଡିକ ଲୋନ ଦେବା ଆଳରେ ଗ୍ରାହକଙ୍କୁ ଠକୁଥିଲେ । ଓଭରାଲ ୧୮ରୁ ୧୭ ରିମୁଭ ହୋଇଥିବା ବେଳେ ଆଉ ଗୋଟିଏ ଆପ ଗୁଗଲ ନର୍ମ ଅନୁସାରେ କାର୍ଯ୍ୟ…

ଆକସ୍ମିକ ମୃତ୍ୟୁ ସଂଖ୍ୟା ୧୨% ବୃଦ୍ଧି, ଅଧିକାଂଶ ମୃତ୍ୟୁର କାରଣ ହୃଦଘାତ

ନୂଆଦିଲ୍ଲୀ: ଦେଶରେ ଆକସ୍ମିକ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଅନେକ ଜିମରେ ୱାର୍କ ଆଉଟ କରୁଥିବା ବେଳେ ପ୍ରାଣ ହରାଇଛନ୍ତି । ସେହିଭଳି ଅନେକ ବିନା କାରଣରେ ହଠାତ୍ ମୃତ୍ୟୁବରଣ କରିଛନ୍ତି । ଏହିପରି ଭାବରେ ଆକସ୍ମିକ ମୃତ୍ୟୁକୁ ନେଇ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଏନସିଆରବିର…

୫୦ ବର୍ଷ ହେବ ଖାଦ୍ୟ ନ ଖାଇ ପାନୀୟରେ ବଂଚି ରହିଛନ୍ତି ୭୫ ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଖାଦ୍ୟ ନ ଖାଇ ଜଣେ ୭୫ ବର୍ଷୀୟା ବୃଦ୍ଧା କେବଳ ପାନୀୟ ସେବନ କରି ବଂଚି ରହିଛନ୍ତି । ଭିଏତନାମାର ବୁଇ ଥି ଲୋଇ ଦୃଢ଼ତା ସହକାରେ କହିଛନ୍ତି ମୁଁ ୫୦ ବର୍ଷ ହେବ କୌଣସି ପ୍ରକାରର କଠିନ ଖାଦ୍ୟ ଖାଇ ନାହିଁ । କେବଳ ପାଣି ଓ ଶର୍କରା ଜାତୀୟ ପାନୀୟ…

ବିବିସିର ଚେୟାରମ୍ୟାନ୍ ହେବେ ସମୀର ଶାହା, ବାର୍ଷିକ ଦରମା ୧.୬୭କୋଟି

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସମୀର ଶାହା ବ୍ରିଟିଶ ମିଡିଆ ବିବିସିର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ବ୍ରିଟେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦରେ ଜନ୍ମ ହୋଇଥିବା ୭୧ବର୍ଷିୟ ସମୀର ବର୍ତ୍ତମାନ ଜୁନିପର କମ୍ୟୁନିକେସନର ସିଇଓ ଅଛନ୍ତି। ବିବିସି…

ରାଜ୍ୟରେ ବଡ ଧରଣର ଆଇଟି ରେଡ୍: ମଦ ଫ୍ୟାକ୍ଟ୍ରୀ ରୁ ୨ ଶହ ରୁ ଉର୍ଦ୍ଧ୍ବ ଟଙ୍କା ଜବତ

ବଲାଙ୍ଗୀର/ସମ୍ବଲପୁର/ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେବ ଚାଲିଛି ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀ ମାନଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି । ମଦ ପ୍ରସ୍ତୁତକାରୀ କମ୍ପାନୀ ଟିକସ ଫାଙ୍କୁଥିବା ଅଭିଯୋଗରେ ଭୁବନେଶ୍ବର ସ୍ଥିତ ବୌଦ୍ଧ…