Latest Odisha News

BREAKING NEWS

Browsing Category

ଫିଚର

‘ମୁଁ ମୋଦି, ମୋଦିଜୀ ନୁହେଁ…ମୋଦିଜୀ କହି ମୋତେ ଦୂରେଇ ଦିଅନି’

ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜୟ ମୁକୁଟ ପିନ୍ଧିବା ପରେ ଏବେ ଖୁସିରେ ଗଦଗଦ ବିଜେପି । ସବୁ ବିଜେପି ନେତା ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଉଛନ୍ତି ।ଆଜି ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେପି ସାଂସଦମାନେ ଜୋରଦାର ସ୍ୱାଗତ କରିଥିଲେ ।…

ଅଷ୍ଟ୍ରେଲିଆନ ଓପନ ଟେନିସ: ନାଡାଲ, ନାଓମିଙ୍କ ପ୍ରତ୍ୟାବର୍ତନ

ମେଲବୋର୍ଣ୍ଣ: ସ୍ପେନର ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲ ଅଷ୍ଟ୍ରେଲିଆ ଓପନ ୨୦୨୪ ଖେଳିବା ସ୍ପଷ୍ଟ ହୋଇଛି । ଅଷ୍ଟ୍ରେଲିଆ ଓପନ ୱେବସାଇଟରେ ସମସ୍ତ ଅଂଶଗ୍ରହଣକାରୀ ଖେଳାଳିଙ୍କ ତାଲିକା ପ୍ରକାଶ କରାଯାଇଛି । ଜାପାନର ନାଓମି ଓସାକା ମଧ୍ୟ ଏହି ସଂସ୍କରଣରେ ଖେଳିବେ । ଜାନୁୟାରୀ ୧୪ରୁ ଏହା…

ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ: କହିଲା, ଜଗତଗୁରୁଙ୍କୁ ସସମ୍ମାନେ ନିମନ୍ତ୍ରଣ…

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଜଗତଗୁରୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯିବ  ବୋଲି ସଫେଇ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି…

ମୋତେ କେହି କିଛି ପଚାରୁ ନାହାନ୍ତି, ମୋତେ ଦୂରେଇ ଦେଉଛନ୍ତି-କ୍ଷୋଭ ପ୍ରକାଶ କରି କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର:ମୋତେ କୌଣସି କଥାରେ କେହି କିଛି ପଚାରୁନାହାନ୍ତି । ମୋର ପରାମର୍ଶ ନେଉ ନାହାନ୍ତି । ସମସ୍ତେ ମୋଠାରୁ ଦୂରତା ବଜାୟ ରଖୁଛନ୍ତି । ପ୍ରଶାସନ ହେଉ ବା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ବା ଗଜପତି । କେହି ମୋତେ ପଚାରୁ ନାହାନ୍ତି । ଏମିତି କହି ନିଜର ଅଭିମାନ ଏବଂ କ୍ଷୋଭ…

ଶୀତଦିନିଆ ମେକଅପ୍ ଟିପ୍ସ

ନୂଆଦିଲ୍ଲୀ : ଶୀତ ଋତୁରେ ସାଧାରଣତଃ ଆମେ ତ୍ବଚାକୁ ନେଇ ବେଶି ସଚେତନ ରହିଥାଉ  । କାହିଁକି ନା ଏହି ଋତୁରେ ଆମ ତ୍ବଚା ଅଧିକ ଶୁଷ୍କ ଦେଖାଯାଏ  । ଯେଉଁଥିପାଇଁ ଆମେ ବିଭିନ୍ନ ପ୍ରକାର ବଡି ଲୋସନ୍, ଭେସଲିନ୍ ଇତ୍ୟାଦି ବ୍ୟବହାର କରିଥାଉ  । ଆଜି ଆମେ କିଛି ଶୀତଦିନିଆ ମେକଅପ ଟିପ୍ସ ବିଷୟରେ…

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ: ଆଜି ଚିହ୍ନଟ ହେଲା ଯଜ୍ଞ ସ୍ଥଳ

ପୁରୀ: ଆସନ୍ତା ଜାନୁଆରୀ ୧୭ ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ଚାରି ଧାମରୁ ବିଦ୍ୱାନ,ପଣ୍ଡିତ ,ସାଧୁସନ୍ଥ ଓ ଭିଭିଆଇପି ଏଥିରେ ଯୋଗଦେବାର…

ଚପଲ ଦୋକାନ ଆଜବେଷ୍ଟ ଭାଙ୍ଗି ଲୁଟିନେଲେ

ସୁବର୍ଣ୍ଣପୁର : ପୁଣି କଳାକନା ବୁଲାଇଲେ ଚୋର । ଗତକାଲି ବିଳମ୍ବିତ ରାତିରେ ଚପଲ ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । ଏମିତି କିଛି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ  । ଗଣେଶ ମାର୍କେଟ କମ୍ପ୍ଲେକ୍ସ ରେ ଥିବା କୃପାମୟୀ ଚପଲ ଦୋକାନର ଆଜବେଷ୍ଟ୍ ଭାଙ୍ଗି କଲାକନା ବୁଲାଇଛନ୍ତି ଚୋର…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି: ଭଟ୍ଟି ବିକ୍ରମାର୍କ ହେଲେ ଉପ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି । ହେଇଦ୍ରାବାଦର ଏଲବି ଷ୍ଟାଡିୟମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ତେଲେଙ୍ଗାନା ରାଜ୍ୟପାଳ ତମିଲିସାଈ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା

ଜଗସିଂହପୁର : ମେଡିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର ବନ୍ଦ କରିବା ଦାବିରେ ଜଗସିଂହପୁର ବନ୍ଦ ଡାକରା  । ଆଜି  ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ଟା  ଯାଏଁ ବନ୍ଦ ପାଳନ କରାଯାଉଛି । ବନ୍ଦ ପ୍ରଭାବରେ ଆଜି ସଦର…