Latest Odisha News

BREAKING NEWS

Browsing Category

ଫିଚର

ପୂର୍ବାଂଚଳ ଆନ୍ତଃଜୋନ ମହିଳା ଟି୨୦ ଚାମ୍ପିୟନ: ମାଧୁରୀ, ସୁଶ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ଓସିଏ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଆନ୍ତଃଜୋନ ସିନିୟର ମହିଳା ଟି୨୦ରେ ପୂର୍ବାଂଚଳ ଦଳ ଚାମ୍ପିୟନ ହୋଇଛି । ଏହି ଚାମ୍ପିୟନ ଟିମ ପକ୍ଷରୁ ଓଡିଶାର ଦୁଇ ଷ୍ଟାର ଖେଳାଳି ମାଧୂରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ନେଇ ଓଡିଶା କ୍ରିକେଟ…

୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି ପାଇଁ ସୋମବାର ଓଡିଶା ଦଳ ଘୋଷଣା କରାଯାଇଛି । ଶୁଭ୍ରା ନିର୍ଝରଣୀ ସ୍ୱାଇଁଙ୍କୁ ଘୋଷିତ ୧୭ ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । କାଦମ୍ବିନୀ ମାହାକୁଡ ଦଳର କୋଚ ଦାୟିତ୍ୱ ତୁଲାଇବେ । ଓଡିଶା ୧୨ ତାରିଖରେ ଜାମ୍ମୁ ଆଣ୍ଡ କଶ୍ମୀର…

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ…

କଣ ପାଇଁ ଚିନ୍ତାରେ ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ

ପ୍ୟୋଙ୍ଗୟଙ୍ଗ: ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ବଡ ଚିନ୍ତାରେ ପଡିଛନ୍ତି । ଏହାର କାରଣ ହେଲା ଦେଶରେ ଶିଶୁ ଜନ୍ମ ହାରରେ ଦ୍ରୁତ ଅବନ୍ନତି । ମାଆମାନେ ମଧ୍ୟ ଶିଶୁ ଜନ୍ମ କରିବା ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏଥିପାଇଁ କିମ ଦେଶର ସମସ୍ତ ମାଆମାନଙ୍କୁ…

ଫୋକସରେ ଆଦିବାସୀ ଭୋଟର: ଛତିଶଗଡ ଫର୍ମୁଲା ଓଡ଼ିଶାରେ ଲାଗୁ କରିବ ବିଜେପି?

ଭୁବନେଶ୍ୱର: ଛତିଶଗଡରେ ବିଜେପିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି। କ୍ଷମତାକୁ ଫେରିବାକୁ ନା ଥିଲା ସେଭଳି ନାରା ନା ଦଳୀୟ କର୍ମୀଙ୍କ ମୁହଁରେ ଥିଲା 'ଅବ କି ବାର ବିଜେପି ସରକାରର' ନାରା କିନ୍ତୁ ଯେଉଁଭଳି ଭାବେ ବିଜେପି କମ୍ ବ୍ୟାକ କଲା ତାହା ଅନେକଙ୍କୁ ଚମକାଇ ଦେଇଛି। ଆଉ ବିଜେପିର ଏହି…

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ହାତ ପାର୍ଟି ହାରିବାକୁ ନେଇ ବର୍ଷିଲେ ମମତା, ଦେଲେ ୨୪ ମୁକାବିଲା ପାଇଁ ପରାମର୍ଶ

ନୂଆଦିଲ୍ଲୀ: କର୍ଣ୍ଣାଟକର ସଫଳତା ଦୋହରାଇପାରିଲାନି କଂଗ୍ରେସ। ତେଲେଙ୍ଗାନାରେ ବିଜୟୀ ହୋଇ ସାନ୍ତ୍ବନା ପାଇଥିବା ଏହି ଦଳ ଏବେ ବିରୋଧୀ ମେଣ୍ଟର ଅନ୍ୟ ସଦସ୍ୟ ଦଳ ଦ୍ବାରା ପ୍ରଶ୍ନବାଣର ସାମ୍ନା କରିଛି। ଆଉ ମେଣ୍ଟରେ କଂଗ୍ରେସ ଏକଚାଟିଆ ବ୍ୟବହାର ଦେଖାଉଥିବା ନେଇ ପରୋକ୍ଷରେ ଅନ୍ୟ ସଦସ୍ୟ…

ଇଣ୍ଡିଆ ମେଣ୍ଟରେ ବିଗୁଡୁଛି ସମୀକରଣ, କଂଗ୍ରେସ ଡାକିଥିବା ବୈଠକକୁ ଆସିବେନି ମମତା

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଥିଲା କଂଗ୍ରେସ। 6 ତାରିଖରେ ଏହି ବୈଠକ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ। କିନ୍ତୁ ଏବେ ଏହି ବୈଠକ ବାବଦରେ ଜାଣିନାହାନ୍ତି କହି ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି…

ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ କ୍ରିକେଟ ସିରିଜ ପାଇଁ ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି । ଦିନିକିଆ ଟିମର ଅଧିନାୟକ ଟେମ୍ବା ବାଭୁମା ଓ ପେସ ବୋଲର କାଗିସୋ ରାବାଡାଙ୍କୁ ସୀମିତ ଓଭର ବିଶିଷ୍ଟ ସିରିଜରୁ ବାଦ ଦିଆଯାଇଛି । ତେବେ ଏହି ଦୁଇ ଖେଳାଳି ଟେଷ୍ଟ ସିରିଜରେ ଖେଳିବେ । ଟି୨୦ ଏବଂ…

ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଗଣଦୁଷ୍କର୍ମ ପରେ ହତ୍ୟା କଲା ପିଶାଚ ଭାଇ

କନ୍ଧମାଳ: ରକ୍ତ ସମ୍ପର୍କ ଭାଇ ସାଜିଲା ସଇତାନ । ଭାଇ ଭଉଣୀର ପବିତ୍ର ବନ୍ଧନରେ ଲଗାଇଲା କଳଙ୍କ । କାମନା ନିଆଁରେ ଅନ୍ଧ ହୋଇ ଭଉଣୀକୁ ଦୁଷ୍କର୍ମ ପରେ ହତ୍ଯା କରିବାକୁ ପଛାଇ ନାହିଁ ସଇତାନ ଭାଇ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପଦ ଥନା ଅଞ୍ଚଳରେ । ଗିରଫ ହେବା ପରେ…

ଅକ୍ଷୟ କୁମାରଙ୍କ ହାଉସଫୁଲ ୫ର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ହାଉସଫୁଲ ୫ର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଏବେ ଏହା ୬ ଜୁନ ୨୦୨୫ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ ହେଉଛି । ଅତ୍ୟଧିକ ଭିଏଫଏକ୍ସ କାର୍ଯ୍ୟ ଥିବା ଫିଲ୍ମର ରିଲିଜ…