Latest Odisha News

BREAKING NEWS

Browsing Category

ଫିଚର

ଖୁବଶୀଘ୍ର ପଦମପୁରକୁ ଜିଲ୍ଲା ମାନ୍ୟତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ପ୍ରକ୍ରିୟା ଆରମ୍ଭ

ପଦମପୁର: ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ଓଡ଼ିଶାର ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବ। ଏଥିସହ ସତ ହେବ ପଦମପୁରବାସୀଙ୍କ ସ୍ବପ୍ନ । ଦୀର୍ଘଦିନ ଧରି ଜିଲ୍ଲା ମାନ୍ୟତା ଦାବି କରୁଥିଲେ ପଦମପୁରବାସୀ। ଯାହା ଏବେ ସତ ହେବାକୁ ଯାଉଛି। ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ…

ଜାତୀୟ ସବ ଜୁନିୟର କିରୋଗୀ, ପୁମସୀ ଏବଂ କ୍ୟାଡେଟ ପ୍ରତିଯୋଗିତା: ପୁମସିରେ ଓଡିଶା ଚାମ୍ପିୟନ

ଡେରାଡୁନ: ଏଠାରେ ୩୭ତମ ଜାତୀୟ ସବ ଜୁନିୟର କିରୋଗୀ, ୧୧ତମ ପୁମସି ଓ ୬ଷ୍ଠ ତମ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁମସି ଇଭେଂଟରେ ଓଡିଶା ଓଭରାଲ ୧୮ ସ୍ୱର୍ଣ୍ଣ ଓ ୨ ରୌପ୍ୟ ଜିତି ଚାମ୍ପିୟନ ହୋଇଛି । ସେହିପରି କିରୋଗୀରେ ୬ଟି ରୌପ୍ୟ ଓ ୧୪ କାଂସ୍ୟ ପଦକ ସହ ଓଡିଶା ରନର୍ସଅପରେ…

ମଣିପୁରରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ, ଗୁଳିବିନିମୟରେ ଗୋଟିଏ ଗାଁରେ ୧୩ ମୃତ

ଇମ୍ଫାଲ୍: ପୁଣି ଅଶାନ୍ତ ହେଲା ମଣିପୁର। ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡି ଯାଇଛି। ଇଣ୍ଟରନେଟ୍‌ ସେବା ଉପରୁ ବ୍ୟାନ୍‌ ହଟିବା ପରେ ପୁଣିଥରେ ହିଂସା ଦେଖାଦେଇଛି । ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ…

ମିଜୋରାମ ନିର୍ବାଚନ: ହାରିଗଲେ ମୁଖ୍ୟମନ୍ତ୍ରୀ, ସରକାର ଗଢିବ ଜେଡପିଏମ

ଆଇଜଲ: ମିଜୋରାମରେ ବହୁମତ ସହ ସରକାର ଗଢିବ ଜେଡପିଏମ । ୨୭ ଆସନରେ ଜିତି ଶାସକ ମିଜୋ ନାଶନାଲ ଫ୍ରଣ୍ଟ ବା ଏମଏନଏଫଠାରୁ କ୍ଷମତା ଛଡେଇ ନେଇଛନ୍ତି ଲାଲଦୁହୋମା । ଆଞ୍ଚଳିକ ଦଳ ଜେଡପିଏମ ଏବଂ ଏମଏନଏଫ ମଧ୍ୟରେ ଏଠାରେ ଜୋରଦାର ଲଢେଇ ଚାଲିଥିଲା । ୪୦ ଆସନ ବିଶିଷ୍ଟ ଏହି ରାଜ୍ୟରେ ମ୍ୟାଜିକ…

ମୁଖ୍ୟମନ୍ତ୍ରୀ ରେସ: ମଧ୍ୟପ୍ରଦେଶ-ରାଜସ୍ଥାନରେ ପିଉସୀ-ପୁତୁରା ଆଗରେ

ନୂଆଦିଲ୍ଲୀ:ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ତିନି ରାଜ୍ୟରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ମୋଦିଙ୍କ ନାଁ ଏବଂ ସାମୁହିକ ନେତୃତ୍ୱକୁ ସମ୍ବଳ କରି ନିର୍ବାଚନ ଲଢିଥିଲା । ଏବେ ଫଳଫଳ…

ମରିବାର ଅଛି ତ ବସ୍ ସାମ୍ନାକୁ ଯାଅ, ମୋ ଦେଢ କୋଟିର କାରପାଖକୁ ନୁହେଁ..ବାଇକ ଆରୋହୀଙ୍କ ଉପରେ ବର୍ଷିଲେ ପୂର୍ବତନ…

ନୂଆଦିଲ୍ଲୀ:ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ବୋହୂ ତଥା ଏଚଡି ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ କ୍ଲିପରେ ଭବାନୀ ରେବନ୍ନା ଜଣେ ବାଇକ ଆରୋହୀଙ୍କୁ ତେଢା ଗଳାରେ କିଛି କହୁଛନ୍ତି । ତାଙ୍କ କଥାରୁ ଯାହା ଜଣାପଡୁଛି, ବାଇକ ଆରୋହୀ…

ଆଗ୍ରେସିଭ ମୁଡରେ ଲଢିବୁ, ଲଢେଇ ଜୋରଦାର ହେବ-ମନମୋହନ ସାମଲ

ଭୁବନେଶ୍ବର: ଦେଶର ବିକାଶ ଆଗେଇବ । ସେ ବିକାଶ ସହିତ ଓଡ଼ିଶା ପାଦ ମିଳାଇ ଚାଲିବ । ଓଡିଶା ରାଜନୀତିରେ ୟୁ ଟର୍ଣ୍ଣ ଆସିବ । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଯେପରି ଅକୁଣ୍ଠ ଚିତ୍ତରେ ଭୋଟ ଦେଇ ବିଜେପିକୁ ଦେଲେ ଓଡ଼ିଶାରେ ମଧ୍ୟ ସେମିତି ହେବ । ବିଜେଡି ଯେତେ କହିଲେ ବି ଆଗାମୀ…

ତାଣ୍ଡବ ରଚିଲା ମିଗଜୋମ: ପାଣିରେ ବୁଡିଲା ଚେନ୍ନାଇ ବିମାନବନ୍ଦର ରନୱେ

ଚେନ୍ନାଇ: ତାଣ୍ଡବ ରଚିଲା ମିଗଜୋମ । ବିଶେଷକରି ଚେନ୍ନାଇର ଅବସ୍ଥା ବେହାଲ କରି ଦେଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ  ଆରମ୍ଭ  ହୋଇଯାଇଛି । ରାସ୍ତା ଉପରେ ପାଣିରୁ ସୁଅ । ପାଣିର ସୁଆ ଏତେ ପ୍ରଖର ହୋଇଛି ଯେ, ରାସ୍ତା ଉପରେ କାର ଭାସୁଥିବା ଦେଖିବାକୁ ମିଳିଛି ।…

ଶୀତକାଳୀନ ଅଧିବେଶ ପୂର୍ବରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ ହାରିବାର କ୍ଷୋଭ ସଂସଦରେ ବାହାର କରନ୍ତୁ ନାହିଁ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ  । ଅଧିବେଶନ ଆରମ୍ଭରୁ ମିଡିଆକୁ ଏକ ସାକ୍ଷାତ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ବିଶେଷ କରି ବିରୋଧୀଙ୍କ ଉଦ୍ଦେଶ୍ୟରେ…

ମିଜୋରାମ ବିଧାନସଭା ନିର୍ବାଚନ: ଜବରଦସ୍ତ ଆଗଉଛି ଜେଡପିଏମ, ୩ ନମ୍ବରରେ କଂଗ୍ରେସ

ଆଇଜଲ:ମିଜୋରାମରେ ଚାଲିଛି ଭୋଟ ଗଣତି । ଗଣତି ଆରମ୍ଭରେ ଜୋରମ ପିପୁଲ୍ସ ପାର୍ଟି ଯଥେଷ୍ଟ ଆଗରେ ଥିବା ଦେଖିବାକୁ ମିଳୁଛି । କ୍ଷମତାରେ ଥିବା ମିଜୋ ନାଶନାଲ ଫ୍ରଣ୍ଟ ଯଥେଷ୍ଟ ପଛରେ ପଡି ଯାଇଛି । ଏଠାରେ କଂଗ୍ରେସ ତିନି ନମ୍ବରରେ ଅଛି । ଚାରି ରାଜ୍ୟର ଭୋଟ ଗଣତି ଗତକାଲି ଶେଷ…