Latest Odisha News

BREAKING NEWS

Browsing Category

ଫିଚର

ହମାସ-ଇସ୍ରାଏଲ ଯୁଦ୍ଧବିରତିର ୪ର୍ଥ ଦିନ: ହମାସର ୫ କମାଣ୍ଡରଙ୍କୁ ନିପାତ କଲା ଆଇଡିଏଫ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରାମ ଚତୁର୍ଥ ଦିନରେ ପହଞ୍ଚିଛି । ଗତ ୩ ଦିନ ମଧ୍ୟରେ ହମାସ ୪୧ ଜଣ ବନ୍ଧକଙ୍କୁ ଛାଡି ଦେଇଛି । ପ୍ରଥମ ଦିନ ୧୩ ଜଣ, ୨ୟ ଦିନ ୧୪ ଜଣ ଏବଂ  ଦିନରେ ୧୩ ଜଣଙ୍କୁ ଛାଡିଛି । ତୃତୀୟ ଦିନ ଏହି ୧୩ ଇସ୍ରାଏଲିଙ୍କ ସମେତ ଥାଇଲାଣ୍ଡର ୩ ଜଣ  ଏବଂ ରୁଷର…

ବାକିଥିଲା ଟ୍ୱିଷ୍ଟ, ମୁମ୍ବାଇକୁ ଫେରିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ରବିବାର ଫ୍ରାଂଚାଇଜର ସେମାନଙ୍କ ରିଟେନ ଓ ରିଲିଜ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାକୁ ଗୁଜରାଟ ଟାଏଟାନ୍ସ ରିଟେନ କରିବା ପରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଧରିଥିଲା ସେଥିରେ ବିରାମ ଘଟିଥିବା ଅନୁମାନ…

ସରିଲା ଭୋଟ..ଲାଗିଲା ବାଜି: ହଟ ସିଟ ପାଇଁ ୧୦ ଲକ୍ଷ

ଭୋପାଳ:ସରିଲା ଭୋଟ । ଭୋଟିଂ ମେସିନରେ ସିଲ ହୋଇଛି ଭାଗ୍ୟ । ଏବେ ଖାଲି ହିସାବକିତାବ । କେତେ କଟା ହେବ.. କେତେ ଯୋଡା ହେବ କି କେତେ ଗୁଣାହରା ହେବ ? ଏହାକୁ ନେଇ ରାଜେନୖତିକ ଦଳମାନେ ଚଲାଇଛନ୍ତି କସରତ ।  ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୭ ତାରିଖରୁ ଶେଷ ହୋଇଗଲାଣି ।…

ଭାରତର ଏହି ସ୍ଥାନରେ ମିଳେ ବିଶ୍ୱର ସବୁଠୁ ଦାମୀ ପଙ୍ଗସ୍: ହୀରାଠୁ ଦାମିକା, ଚୀନରେ ଅଧିକ ଚାହିଦା

ନୂଆଦିଲ୍ଲୀ: ବହୁ ଶତାବ୍ଦୀ ଧରି ଭାରତକୁ ଏକ ଔଷଧୀୟ ଦେଶ ଭାବେ ସାରା ବିଶ୍ୱ ଜାଣେ। ଅନେକ ଗମ୍ଭୀର ରୋଗକୁ ଦୂର କରେ ଭାରତୀୟ ଔଷଧ। ଏହାସହିତ ଆରୋଗ୍ୟ ମଧ୍ୟ ହୁଅନ୍ତି। ଏହି କାରଣରୁ ସମଗ୍ର ବିଶ୍ୱ ଆମର ଆୟୁର୍ବେଦ ଉପରେ ଗବେଷଣା କରୁଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଦେଖୁଛି। କିନ୍ତୁ ଆପଣ…

ବୋଇତ ବନ୍ଦାଣ ଉତ୍ସବରେ ମହାମହିମଙ୍କ ଯୋଗଦାନ; ଆଜିର ଯୁବପିଢ଼ିଙ୍କୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ କଲେ ଆହ୍ୱାନ

ପାରାଦୀପ: ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ପାରାଦୀପ ଗସ୍ତ ବେଳେ ହେଲିକ୍ୟାପ୍ଟରରେ ଦିନ ୯ଟା ୩୦ମିନିଟରେ ଗୋପବନ୍ଧୁ ଷ୍ଟାଡିୟମ ପହଞ୍ଚିଥିଲେ। ସେଠାରୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ କାରକେଟରେ ପାରାଦୀପ ନିଷିଦ୍ଧାଞ୍ଚଳକୁ…

ଡିସେମ୍ବର ପ୍ରଥମ ସପ୍ତାହରେ ଆସୁଛି ବାତ୍ୟା ! ଓଡ଼ିଶା-ଆନ୍ଧ୍ର ଉପକୂଳ ଦେଇ ମୁହାଁଇବ

ଭୁବନେଶ୍ୱର:ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଇଲାକାରେ ସୃଷ୍ଟି ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେଇପାରେ । ଏମିତି ଆକଳନ କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ସୋମବାର ମିଳିଥିବା ସୂଚନା ଅନୁସାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଡିସେମ୍ବର ୧ ତାରିଖ ବେଳକୁ…

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଡକାଗଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ ରେ ଏକ ସର୍ବଦଳୀୟ ବୈଠକ ଡାକଛନ୍ତି। ଅଧିବେଶନ ଆରମ୍ଭ ହେବାର ଗୋଟିଏ…

ଭିଜିଲାନ୍ସ ‘ଆଖି’ରେ ଚକ୍ଷୁ ଡାକ୍ତର

ସୁବର୍ଣ୍ଣପୁର : ଭିଜିଲାନ୍ସ ପଞ୍ଝାରେ ଚକ୍ଷୁ ଡାକ୍ତର  । ୫,୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର । ଯାଲୋଇ ଗାଁ ର ଲକ୍ଷ୍ମଣ ତ୍ରିପାଠୀ ଙ୍କ ଅପରେସନ ପାଇଁ ସେ ଏହି ଟଙ୍କା ନେଉଥିଲେ । ଏହି…

ସିଲିଣ୍ଡର ଫାଟି ଯିବାରୁ ହୋଟେଲରେ ନିଆଁ: ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ କର୍ମଚାରୀ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅଫିସ ନିକଟସ୍ଥ ଶାନ୍ତି ହୋଟେଲରେ ଅଗ୍ନକାଣ୍ଡ । ହଠାତ ହୋଟେଲ ଭିତରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଫଳରେ  ଗ୍ରାହକ ଓ ହୋଟେଲ ଷ୍ଟାଫଙ୍କ ଭିତରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଆଜି ସକାଳୁ ଏପରି ଦୃଶ୍ୟ…