Latest Odisha News

BREAKING NEWS

Browsing Category

ଫିଚର

ଗ୍ରୀଷ୍ମ ପ୍ରବାହ ସମୟରେ ହେବନି ବିଦ୍ୟୁତ କାଟ୍

ଭୁବନେଶ୍ୱର: ସାରା ଓଡ଼ିଶାରେ ପ୍ରଚଣ୍ଡ ଗରମ ପ୍ରବାହ ଜାରି ରହିଛି। ଯାହା ଫଳରେ ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁର ପିକ୍ ଆୱାରରେ କୌଣସି ବିଦ୍ୟୁତ୍ କାଟ୍ କରାଯିବ ନାହିଁ। ଶକ୍ତି ବିଭାଗ ଦାୟୀତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ…

ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮°

ଭୁବନେଶ୍ୱର: ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ସୋମବାର ଦିନ ୨.୩୦ଟା ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମ୍ବଲପୁରରେ ୪୨.୬° ସେଲସିୟସ, ହୀରାକୁଦରେ ୪୧.୮° ସେଲସିୟସ ଏବଂ ରାଉରକେଲାରେ ୪୧.୨°…

ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ମିଳିଲା ୟୁନେସ୍କୋ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ମାନଙ୍କ ପାଇଁ ଖୁସି ଓ ଗର୍ବର ମୁହୁର୍ତ୍ତ।ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ ଏହା ବିଶ୍ୱର ପ୍ରତ୍ୟେକ…

ଶ୍ରୀ ଭାଗବତ ସାର ୭: ମନରେ ସାମାନ୍ୟ ଅହଂକାର ଭଗବାନଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ହେବାକୁ ଦେବ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ପ୍ରେମ ପ୍ରଧାନ ଓ ଭକ୍ତି ମାର୍ଗର ଗ୍ରନ୍ଥ। କିନ୍ତୁ ଏହା ଏପରି ସରଳ ଯେ ଏଠାରେ ନବଧା ଭକ୍ତିର ମାର୍ଗ ଅନୁସରଣ କରିବା ଦରକାର ନାହିଁ। କେବଳ ସମର୍ପଣ ହିଁ ଏହାର ଆଧାର। ଏଠାରେ ସମର୍ପଣର ଠିକ ଅର୍ଥ ହେଲା…

ଓଡ଼ିଶା ଆସିବେ ଦିଲ୍ଲୀ ବାଚସ୍ପତି; କାଗଜବିହୀନ ବିଧାନସଭା ପ୍ରକ୍ରିୟାର ଅଧ୍ୟୟନ କରିବେ 

ନୂଆଦିଲ୍ଲୀ: ଓଡ଼ିଶା ଆସିବେ ଦିଲ୍ଲୀ ବାଚସ୍ପତି ବିଜେନ୍ଦର ଗୁପ୍ତା। କାଗଜବିହୀନ ବିଧାନସଭା ପ୍ରକ୍ରିୟାର ଅଧ୍ୟୟନ କରିବେ । ଜାତୀୟ ଇ-ବିଧାନ ଆବେଦନ (ନେଭା) ପ୍ରକ୍ରିୟା ମାଧ୍ୟମରେ କାଗଜବିହୀନ ଏବଂ ଡିଜିଟାଲ୍ ବିଧାନସଭା ପ୍ରକ୍ରିୟା ଗ୍ରହଣ କରିଥିବା ଅନେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ।…

ଶ୍ରୀ ଭାଗବତ ସାର ୬: ଶ୍ରୀମଦ ଭାଗବତ ହେଉଛି ସବୁଠାରୁ ସରଳ ପ୍ରେମ ପ୍ରଧାନ ଓ ଭକ୍ତିର ମାର୍ଗ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଭଗବାନ ସ୍ୱରୂପ ବା ଶ୍ରୀଗୁରୁ ସ୍ୱରୂପ ଗ୍ରନ୍ଥ ନୁହେଁ, ଏହା ପ୍ରକୃତରେ ପ୍ରେମ ପ୍ରଧାନ ଗ୍ରନ୍ଥ ସନାତନ ଧର୍ମ ଧାରରେ ବେଦ ଓ ଉପନିଷଦର ଯେପରି ପ୍ରାଧାନ୍ୟ ରହିଛି ସେହିପରି ଶ୍ରୀମଦ ଭାଗବତ ର ମଧ୍ୟ…

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ବିଜେଡିର ଦୃଢ଼ ନିନ୍ଦା

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ବିଜେଡି। ସୂଚନାନୁଯାୟୀ, ଆରୁଅ ଗ୍ରାମରେ ମା’ ହିଙ୍ଗୁଳାଙ୍କ ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ତଥା ଖଣି ମାଫିଆଙ୍କର…

ଶ୍ରୀ ଭାଗବତ ସାର ୫: “ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ”

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପରି ମହାନ ଗ୍ରନ୍ଥକୁ ଅନେକ ମନୀଷୀ କହିଛନ୍ତି "ଏହି ଗ୍ରନ୍ଥ ଭାଗବତ ହିଁ ଭଗବାନ ଓ ଶ୍ରୀ ଗୁରୁ ସ୍ୱରୂପ ଅଟନ୍ତି।" କାରଣ ଶ୍ରୀମଦ ଭାଗବତ କେବଳ କୃଷ୍ଣ ଚରିତରେ ପୂର୍ଣ୍ଣ ହୋଇଛି, ତେଣୁ ଯଥାର୍ଥରେ ଶ୍ରୀ…

ଟ୍ରେନରେ ତତ୍କାଳ ଟିକେଟ୍ ବୁକିଂ ସମୟରେ ପରିବର୍ତ୍ତନ! ସ୍ପଷ୍ଟୀକରଣ ଦେଲା ଆଇଆରସିଟିସି

ନୂଆଦିଲ୍ଲୀ: ଟ୍ରେନରେ ତତ୍କାଳ ବୁକିଂର ସମୟ ପରିବର୍ତ୍ତନ ହେଲା କି? ବର୍ତ୍ତମାନ ସୋସିଆଲ ମିଡିଆରେ ଏପରିକି କିଛି ଭାଇରାଲ ହେବାରେ ଲାଗିଛି। ଏସବୁ ତଥ୍ୟ ମିଥ୍ୟା ଅଟେ ଓ ଏହା ଏକ ଗୁଜବ ବୋଲି ଆଇଆରସିଟିସି ନିଜର ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛି। ତେବେ ବର୍ତ୍ତମାନ ଏସି ଏବଂ ନନ୍-ଏସି…

ଶ୍ରୀ ଭାଗବତ ସାର ୪: ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ ଶ୍ରୀମଦ୍ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଶ୍ରୀକୃଷ୍ଣ ଭକ୍ତିରେ ରଶାଣିତ ହୋଇ ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ। ଏହି ଶୁଦ୍ଧ ଭକ୍ତିର ସ୍ୱରୂପ କଣ? ବିଭିନ୍ନ ଯୋଗୀ, ଋଷି, ଜ୍ଞାନୀ, ମୁନିଙ୍କ ମତ ଅନୁସାରେ ଏହାର ସଂଜ୍ଞା…