Latest Odisha News

BREAKING NEWS

Browsing Category

ଫିଚର

ଅନଶନ ଭାଙ୍ଗିବେ ସୋନମ ୱାଙ୍ଗଚୁକ୍, ୨ଟି ସର୍ତ୍ତ ରଖିଲେ ପତ୍ନୀ…

ନୂଆଦିଲ୍ଲୀ: ଅନଶନ ଭାଙ୍ଗିବେ ସୋନମ ୱାଙ୍ଗଚୁକ୍। ଦିଲ୍ଲୀ ହାଇକୋର୍ଟ ସୋନମ ୱାଙ୍ଗଚୁକଙ୍କୁ ସରକାରୀ ପରିଚାଳିତ ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ନଦେବା ପରେ ସେ ଅନଶନ ସମାପ୍ତ କରିବାକୁ ରାଜି ହୋଇଛନ୍ତି ବୋଲି ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ରବିବାର…

‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ହେବ ଜେଲ୍, ଖୁବ୍ ଶୀଘ୍ର ଆସିବ ବିଲ୍…

ନୂଆଦିଲ୍ଲୀ: ସାଂସ୍କୃତିକ ଜାତୀୟତାବାଦକୁ ସର୍ବଦା ରାଜନୈତିକ ଏଜେଣ୍ଡା ଭାବରେ ସମର୍ଥନ କରୁଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର, ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମୂଳ ଆଇନକୁ ସଂଶୋଧନ କରି, ସଂଶୋଧିତ…

FIFA World Cup Trophy: କେତେ କେଜି ସୁନାରେ ନିର୍ମିତ ଫିଫା ବିଶ୍ୱକପ୍ ଟ୍ରଫି…

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଜୁଲାଇ ୨୦ରେ ଭାରତୀୟ ମାନକ ସମୟ (IST) ଦିନ ୧୨:୩୦ରେ ଖେଳାଯିବ। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମୁହାଁମୁହିଁ ହେବେ। ସାରା ବିଶ୍ୱର ପ୍ରଶଂସକମାନେ ଏହି ମ୍ୟାଚ୍ କୁ…

ସରୟୁ ନଦୀରେ ମଟନ୍-ବିୟର ପାର୍ଟି, ଭିଡିଓ ଭାଇରାଲ ପରେ ୩ ଗିରଫ

ନୂଆଦିଲ୍ଲୀ: ଅଯୋଧ୍ୟାର ସରୟୁ ନଦୀରେ କିଛି ଯୁବକ ମଟନ୍ ପାର୍ଟି କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ତେବେ ସରୟୁ ନଦୀରେ ମଟନ୍ ପାର୍ଟି ଭକ୍ତଙ୍କ ଆସ୍ଥା ଭଙ୍ଗ କରୁଥିବା ଅଭିଯୋଗ ହେଉଛି। ସରୟୁ ନଦୀରେ ଡଙ୍ଗାରେ ମଟନ୍ ଏବଂ ବିୟର…

ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଡାଉନ୍, କ୍ଷୋଭ ପ୍ରକାଶ କଲେ ୟୁଜର୍ସ

ନୂଆଦିଲ୍ଲୀ: ୧୯ ଜୁଲାଇ, ରବିବାର ଦିନ ହଠାତ୍ ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଡାଉନ୍ ହୋଇଯାଇଛି। ଯାହା ଫଳରେ ଏହି ଆପ୍ ବ୍ୟବହାର କରୁଥିବା ହଜାର ହଜାର ୟୁଜର୍ସ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ୟୁଜର୍ସମାନେ ଫେସବୁକ୍‌ରେ ଲଗ୍‌ଇନ୍ କରିବାକୁ ଚେଷ୍ଟା କଲେ ସମସ୍ତଙ୍କୁ ପ୍ରାୟ ଏକାଭଳି ବାର୍ତ୍ତା…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା: ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ନିଗମ 

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଏହାରି ମଧ୍ୟରେ ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ସିଙ୍ଗର ସୋନୁ ନିଗମ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚି ଥିଲେ। ଯିଏକି ପ୍ରଥମ ଥର ପାଇଁ ରଥଯାତ୍ରାରେ ଶ୍ରୀଜିଉଙ୍କ ଲୀଳାଖେଳା ଦେଖିବେ। ଏହି…

୪୮ ଘଣ୍ଟାରେ ୨୩୩.୩ ମିମି. ବର୍ଷାରେ ଭିଜିଲା ପୁରୀ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ଗତ ଦୁଇ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ଗୁରୁବାର ଭିଜିଛି ପୁରୀ ବଡ଼ଦାଣ୍ଡ। ଶ୍ରୀ ଜଗନ୍ନାଥ ମନ୍ଦିରର…

ଭିଜିଲାନ୍ସ ଜାଲରେ ଆରଆଇ, ୨୫ ହଜାର ଲାଞ୍ଚ ନେଉଥିଲେ…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆରଆଇ। ରାୟଗଡା ଜିଲ୍ଲାର ଗୁଣୁପୁର ତହସିଲର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ବୁଧବାର ଦିନ ଏକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ପ୍ରବଳ ବର୍ଷା ପାଇଁ ଆଜି ପୁରୀରେ ସ୍କୁଲ୍‌ ବନ୍ଦ

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ…

ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଫଳରେ ଆଗାମୀ ଦୁଇ ଦିନ ମଧ୍ୟରେ ସାରା ଓଡ଼ିଶାରେ ବ୍ୟାପକ ବର୍ଷା ହେବ ବୋଲି ମଙ୍ଗଳବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି…