Latest Odisha News

BREAKING NEWS

Browsing Category

ଫିଚର

ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି  । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆଉ ୫ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ମାଗଣା…

ଆଜି ସରିବ ଲେଜର ସ୍କାନିଂ: ଦ୍ବିତୀୟ ଦିନରେ ବାହାର ପାର୍ଶ୍ବ କାନ୍ଥର କରାଯାଉଛି ଅନୁଧ୍ୟାନ

ପୁରୀ : ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ । ଆଜି ଦ୍ବିତୀୟ ଦିନରେ ଅମୁହାଁ ମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ ଲେଜର ସ୍କାନିଂ କରାଯାଉଛି । ଆଜି ବାହାର ରତ୍ନ ଭଣ୍ଡାରର ଲେଜର ସ୍କାନିଂ ସମ୍ପର୍ଣ୍ଣ ହେବ  । ବିଭିନ୍ନ ଦିଗକୁ ନଜର ରେ ରଖି ରିପୋର୍ଟ କରାଯିବ ।…

ଏଠାରେ ନେଇପାରିବେ ପାରାସୁଟର ମଜା…

ନୂଆଦିଲ୍ଲୀ : ଅନେକ ଲୋକ ଦୁଃସାହସିକ କାର୍ଯ୍ୟକଳାପ କରିବାକୁ ଭଲ ପାଆନ୍ତି  ।  ଯେପରିକି ପାହାଡ ଚଢିବା , ପାରାସୁଟ ଇତ୍ୟାଦି । ଭାରତରେ ଏପରି ଅନେକ ସ୍ଥାନ ରହିଛି , ଯେଉଁଠି ଆପଣମାନେ ଉତ୍ତମ ପାରାସୁଟର ମଜା ନେଇପାରିବେ  । ଆସନ୍ତୁ ସେପରି କିଛି ସ୍ଥାନ ସମ୍ପର୍କରେ ଜାଣିବା । ହିମାଚଳ…

ମସଜିଦରୁ ଲାଉଡସ୍ପିକର ହଟାଇବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଅହମଦାବାଦ: ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗୁଜୁରାଟ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ…

ସୀମିତ ଓଭର ବିଶିଷ୍ଟ ମୁକାବିଲାରୁ ବ୍ରେକ ନେଇ ପାରନ୍ତି କୋହଲି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ ସମାପ୍ତ ପରେ ଭାରତୀୟ କ୍ରିକେଟ ନୂଆ ଯୁଗରେ ପ୍ରବେଶ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ଯୁବ ଟିମ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ରିପୋର୍ଟ ମୁତାବକ ବିରାଟ କୋହଲି ୫୦ ଓଭର ଓ ଟି୨୦…

ଆଜି ଦ୍ୱିତୀୟ ଦିନରେ ଉତ୍ତରପଟ କାନ୍ଥର କରାଯାଉଛି ଲେଜର ସ୍କାନିଂ

ପୁରୀ : ଗତକାଲିଠାରୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ଲେଜର୍ ସ୍କାନିଂ । ଆଜି ଉତ୍ତରପଟ ଲେଜର ସ୍କାନିଂ କରାଯାଉଛି  । ଦକ୍ଷିଣ ପାର୍ଶ୍ବ କାନ୍ଥର ମଧ୍ୟ ଅନୁଧ୍ୟାନ କରାଯାଉଛି । କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିକି ଯାଂଚ କରାଯାଉଛି ।ଏଥିଲାଗି ପୁରୀରେ ୭ ଜଣିଆ…

ଆସନ୍ତୁ ନଜର ପକାଇବା ହିରୋ ସାଜିଥିବା ର‌୍ୟାଟ ହୋଲ ମାଇନର୍ସଙ୍କ ଦୁଃଖ ଭରା ଜୀବନୀ ଉପରେ

ସିଲକାୟାରା: ଭାରତବାସୀ ଆଶ୍ୱସ୍ତ ଓ ଖୁସି । ସେମାନଙ୍କ ଅତି ନଜର ୪୧ ଶ୍ରମିକ ୧୭ ଦିନ ପରେ ଭଲରେ ବାହାରକୁ ଆସି ପାରିଛନ୍ତି । ଏମାନଙ୍କ ଜୀବନ ବଂଚାଇବାରେ ହିରୋ ସାଜିଥିଲେ ର‌୍ୟାଟ ହୋଲ ମାଇନର୍ସ । ଯେଉଁଠାରେ ଅତ୍ୟାଧୂନିକ ଜ୍ଞାନ କୌଶଳ ଫେଲ ମାରୁଥିଲେ ସେଠାରେ ଏହି ପ୍ରତିବନ୍ଧିତ ର‌୍ୟାଟ ହୋଲ…

ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଆନନ୍ଦପୁର : ଥମୁନି ଲୁଟେରାଙ୍କ ଲୁଟପାଟ୍  । ବନ୍ଧୁକ ଦେଖାଇ ଦୋକାନୀଙ୍କ ଘରୁ ଲୁଟି ନେଲେ ସୁନାଗହଣା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଟୁକୁଣା ଗାଁରେ । ପ୍ରଥମେ ବାଇକରେ ଆସିଲେ । ବନ୍ଧୁକ ଦେଖାଇଲେ ଏବଂ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସୁନା…

ଆଜି ୪ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଆଜି ମହାପ୍ରଭୂଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ  । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ୪ ଘଣ୍ଟା ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ  ।  ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ଜଗା ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କର ଏହି ସେବା କରିବେ ।…

ମ୍ୟାକ୍ସୱେଲଙ୍କ ଶତକ ଆଗରେ ଫିକା ପଡିଲା ରିତୁରାଜଙ୍କ ବିସ୍ଫୋରକ ବ୍ୟାଟିଂ, ପୁଣି ଟିମ ଇଣ୍ଡିଆକୁ କଲବଲ କଲା ଅଷ୍ଟ୍ରେଲିଆ

ଗୌହାଟୀ: ତୃତୀୟ ଟି୨୦ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଲରେ ଅଷ୍ଟ୍ରେଲିଆ ୫ ୱିକେଟରେ ଭାରତକୁ ପରାସ୍ତ କରିଛି । ୨୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୨୨ ରନ ଆବଶ୍ୟକ ହେଉଥିଲା । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଓଭରରେ ଅଷ୍ଟ୍ରେଲିଆ ଏହାକୁ…