Latest Odisha News

BREAKING NEWS

Browsing Category

ଫିଚର

୨ ଦିନ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା: ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)ର କର୍ତ୍ତୃପକ୍ଷ ଶନିବାର ଏବଂ…

ଅତ୍ୟଧିକ ଡିଟକ୍ସ ୱାଟର ସ୍ୱାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି, ଜାଣନ୍ତୁ ପିଇବାର ସଠିକ୍ ଉପାୟ…

ଆଜିକାଲି ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ସଚେତନ ହୋଇଗଲେଣି। ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସଠିକ୍ ଖାଦ୍ୟ, ବ୍ୟାୟାମ ଏବଂ ଅନେକ ପଦ୍ଧତି ଗ୍ରହଣ କରନ୍ତି। ଯେଉଁଥିରୁ ଗୋଟିଏ ହେଉଛି ଡିଟକ୍ସ ୱାଟର। ଡିଟକ୍ସ ପାଣି ଶରୀର ପାଇଁ ଅନେକ ଦୃଷ୍ଟିରୁ ଲାଭଦାୟକ। ଏହାର ନାମ ଅନୁଯାୟୀ, ଏହା…

କେତେ ଦିନରେ ବଦଳାଯାଏ କାର୍ ଟାୟାର ?

ଭୁବନେଶ୍ବର: କୌଣସି ବ୍ୟକ୍ତି ନୂଆ ଗାଡ଼ି କିଣିବା ସମୟରେ ଏହାର ଲୁକ୍ ଏବଂ ଇଣ୍ଟେରିୟର ଡିଜାଇନ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ଏହାର ଟାୟାର ମଧ୍ୟ ସମାନ ଗୁରୁତ୍ୱ ବହନ କରିଥାଏ। ଗାଡିଟି ସୁରକ୍ଷିତ ଭାବରେ ଚାଲିବା ମୁଖ୍ୟତଃ ଟାୟାର ଉପରେ ନିର୍ଭର କରେ। ତେଣୁ, କେତେ ଦିନ ମଧ୍ୟରେ ଏବଂ କେଉଁ…

୫୮୨୨ ଡାକ୍ତରଙ୍କୁ ନିଯୁକ୍ତି ଦେବେ ଓଡିଶା ସରକାର; ଓପିଏସସି ଆଣିବ… 

ଭୁବନେଶ୍ୱର: ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ଅଭାବ ମଧ୍ୟରେ ସରକାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ୫୮୨୨ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ଏସମ୍ପର୍କରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ…

ସ୍ୱପ୍ନରେ ନୋଟର ବର୍ଷା ହେବା ଶୁଭ ନା ଅଶୁଭ, ଜାଣନ୍ତୁ ଏହାର ଅର୍ଥ…

ସ୍ୱପ୍ନ ଶାସ୍ତ୍ର ମାଧ୍ୟମରେ ଆପଣଙ୍କ ଜୀବନରେ ଏବଂ ଭବିଷ୍ୟତରେ ହେବାକୁ ଥିବା ଘଟଣାର ଶୁଭ ଏବଂ ଅଶୁଭ ଫଳାଫଳ ଜାଣି ହେବ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ମାନେ ଥାଏ। ସ୍ୱପ୍ନରେ ଟଙ୍କା ବା ନୋଟର ବର୍ଷା ଦେଖିବା କ'ଣ ସୂଚିତ କରେ? ଯଦି ଆପଣଙ୍କ ସ୍ୱପ୍ନରେ ଟଙ୍କାର…

ଏହି ବୟସରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ 

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି। ନୂଆ ବୟସ ମାନଦଣ୍ଡ ଅନୁଯାୟୀ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ…

Grok AI ସହିତ ମଜା କରୁଛନ୍ତି ଭାରତୀୟ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ସବୁ ପ୍ରଶ୍ନ…

ନୂଆଦିଲ୍ଲୀ: ଏଲୋନ୍ ମସ୍କ ୟୁଜର୍ସଙ୍କ ପାଇଁ ଗ୍ରୋକ୍ ଏଆଇ ଟୁଲ୍ ତିଆରି କରିଛନ୍ତି। ସମ୍ପ୍ରତି ଯେତେବେଳେ ଜଣେ ୟୁଜର୍ସ ଏହି ଏଆଇକୁ ଏକ ପ୍ରଶ୍ନ ପଚାରିଲେ। ଗ୍ରୋକ୍ ପ୍ରଶ୍ନର ଉତ୍ତର ଦେବା ସମୟରେ ଅପଶବ୍ଦ ବ୍ୟବହାର କରିବା ଆରମ୍ଭ କଲା। ଅର୍ଥାତ୍ ଗାଳିଗୁଲଜ କରିବା ଆରମ୍ଭ କଲା। ଏହା ପରେ ଲୋକେ…

କାହିଁକି ରଙ୍ଗର ପର୍ବ ହୋଲି? କ’ଣ ରହିଛି ଏହାର ବୈଜ୍ଞାନିକ କାରଣ…..

ଭୁବନେଶ୍ଵର: ଆଜି ସାରା ଦେଶରେ ଉଡୁଛି ଫଗୁ। ରଙ୍ଗର, ଭାଇଚାରାର ପର୍ବ ପାଳୁଛି ପୁରା ଦେଶ। କୁହାଯାଏ ଏହି ସମୟରେ ରାଧାଗୋବିନ୍ଦଙ୍କ ପ୍ରତି ମୂର୍ତ୍ତି ଏକାସାଙ୍ଗରେ ଭ୍ରମଣ କରନ୍ତି। ଆଜି ବି ରାଧା କୃଷ୍ଣଙ୍କ ହୋଲି ଖେଳର କାହାଣୀ ସଭିଙ୍କୁ ରୋମାଞ୍ଚିତ କରିଥାଏ। ହେଲେ କ'ଣ ଆପଣ ଜାଣନ୍ତି କାହିଁକି…

ମୋବାଇଲ୍ ଡାଟା ସଞ୍ଚୟ କରିବାରେ ସାହାଯ୍ୟ କରେ ହ୍ୱାଟସଆପ୍, ତୁରନ୍ତ ପରିବର୍ତ୍ତନ କରନ୍ତୁ ଏହି ୩ଟି ସେଟିଂ…

ଆପଣ ନିଶ୍ଚୟ ହ୍ୱାଟସଆପ୍ ବ୍ୟବହାର କରୁଥିବେ, କିନ୍ତୁ ଆପଣ କ’ଣ ଜାଣନ୍ତି କି ହ୍ୱାଟସଆପ୍‌ରେ କେବଳ ଗୋଟିଏ ନୁହେଁ ବରଂ ଅନେକ ଉପଯୋଗୀ ଫିଚର ଲୁଚି ରହିଛି? ଆଜି, ଆମେ ଆପଣଙ୍କୁ ଏପରି କିଛି ଉପଯୋଗୀ ଫିଚର୍ସ ବିଷୟରେ କହିବାକୁ ଯାଉଛୁ ଯାହା ହ୍ୱାଟସଆପ ବ୍ୟବହାର କରିବା ସମୟରେ ଆପଣଙ୍କର 'ମୂଲ୍ୟବାନ…

ହୋଲିରେ ଛୁଟି ନେଇପାରିବେନି ସରକାରୀ ଅଧିକାରୀ

ଭଦ୍ରକ: ଆଇନ ଶୃଙ୍ଖଳା ତଥା କୌଣସି ଅପ୍ରିତିକର ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଦୋଳ ଏବଂ ହୋଲି ପର୍ବ ପାଇଁ ଅଧିକାରୀଙ୍କ ଛୁଟି ବାତିଲ କରିଛି। ଜିଲ୍ଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଏହି ପର୍ବରେ ମୁଖ୍ୟାଳୟରେ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ…