Latest Odisha News

BREAKING NEWS

Browsing Category

ଫିଚର

The Wolf Supermoon: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଦୃଶ୍ୟମାନ ହେବ ବର୍ଷର ପ୍ରଥମ ଉଲ୍‌ଫ…

ଭୁବନେଶ୍ୱର: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷ ଦେଖାଦେବ ବର୍ଷର ପ୍ରଥମ ସୁପରମୁନ୍। ଜାନୁଆରୀ ୩ ତାରିଖରେ ବର୍ଷର ପ୍ରଥମ ପୂର୍ଣ୍ଣିମା ଦୃଶ୍ୟମାନ ହେବ। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ। ଏହା ଉଲ୍‌ଫ ମୁନ୍ ଭାବେ ମଧ୍ୟ…

ଏହି ଦେଶରେ ପାଳନ ହୁଏନି ନୂଆ ବର୍ଷ, ଜାନୁଆରୀ ୧ ସେଲିବ୍ରେସନ କଲେ ମିଳେ ଜେଲଦଣ୍ଡ

ନୂଆଦିଲ୍ଲୀ: ଆଜିଠାରୁ ନୂତନ ବର୍ଷ ଆରମ୍ଭ। ବିଶ୍ୱର ଅଧିକାଂଶ ସ୍ଥାନରେ, ଡିସେମ୍ବର ୩୧ ରାତିରେ ଜିରୋ ନାଇଟ ସେଲିବ୍ରେସନ କରିଛନ୍ତି। କିଛି ଦେଶ ଆତସବାଜି, କାଉଣ୍ଟଡାଉନ୍ ଏବଂ ଉତ୍ସବ ସହିତ ନୂତନ ବର୍ଷ ଆରମ୍ଭ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦୁନିଆରେ ଏପରି କିଛି ଦେଶ ଅଛି…

ବିଶ୍ୱର ଏହି ସହରକୁ ‘ପାପ’ର ନଗରୀ କୁହାଯାଉଥିଲା, ଲୋକଙ୍କୁ ମିଳୁନଥିଲା କୌଣସି ‘ଦଣ୍ଡ’..

ନୂଆଦିଲ୍ଲୀ: ଆଜି ଯେତେବେଳେ "ପାପର ସହର" ଶବ୍ଦଟି ମନକୁ ଆସେ, ସର୍ବପ୍ରଥମେର ଲାସ୍ ଭେଗାସ୍ ନାମଟି ମନେ ପଡ଼େ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଲାସ୍ ଭେଗାସ୍ ପୂର୍ବରୁ ଶହ ଶହ ବର୍ଷ ପୂର୍ବେ, ବିଶ୍ୱରେ ଆଉ ଏକ ସହର ଥିଲା ଯାହାକୁ ଆହୁରି କୁଖ୍ୟାତ ବୋଲି ବିବେଚନା କରାଯାଉଥିଲା। ସେହି ସହର…

ନୋ ପିୟୁସିସି, ନୋ ଫୁଏଲ ନୀତି; ପୁଣି ବଢିଲା ଅବଧି

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) ବିନା ନୋ ଫୁଏଲ' ନୀତି ଲାଗୁ କରିବା ପାଇଁ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଧବାର ଦିନ ସୂଚନା ଦେଇଛନ୍ତି। ତେବେ ଗାଡ଼ି ଚାଳକ ମାନଙ୍କୁ ଅଯଥା ଚାପ ବିନା ଆବଶ୍ୟକ…

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ସ୍ପଷ୍ଟୀକରଣ ରଖିଲା ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡରରେ ଏକ ତ୍ରୁଟି ଦେଖାଯିବା ପରେ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ମନ୍ଦିର ପ୍ରଶାସନ। ତ୍ରୁଟି ସମ୍ପର୍କରେ ଚିନ୍ତା ପ୍ରକାଶ କରି ମନ୍ଦିର ସେବାୟତ…

ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି 

ଭୁବନେଶ୍ୱର: ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସ ମହାରାଜଙ୍କ ଦରବାରରେ ହାତୀରେ ବସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ। ଏହି ଅବସରରେ ବରଗଡ଼ର ଉନ୍ନତି ପାଇଁ ପ୍ରାୟ ୧୩୬୨…

ଜାନୁଆରୀ ୨ଯାଏଁ କଲବଲ କରିବ ଘନ କୁହୁଡି…

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟର ଅନେକ ଅଂଶରେ ଘନ କୁହୁଡ଼ି ଆଚ୍ଛାଦିତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି। ଆଇଏମଡି ଅନୁଯାୟୀ, ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ…

ହୋମଗାର୍ଡ ଚାକିରି ପାଇଁ ଲାଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରାର୍ଥୀ…

ଝାରସୁଗୁଡା: ଝାରସୁଗୁଡାରେ ଅନୁଷ୍ଠିତ ହୋଇଥିବା ୧୦୨ଟି ହୋମଗାର୍ଡ ପଦବୀ ପାଇଁ ୪,୦୦୦ରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବା ପାଇଁ ଆସିଥିଲେ। ହୋମଗାର୍ଡ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ହୋଇଥିଲେ ମଧ୍ୟ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ର ସମେତ ଅନେକ ଉଚ୍ଚଶିକ୍ଷିତ…

ଆହୁରି ସପ୍ତାହେ କଲବଲ କରିବ ଜାଡ

ଭୁବନେଶ୍ବର: ଓଡ଼ିଶାରେ ଘନ କୁହୁଡ଼ି ସହିତ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ଯାହା ଫଳରେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଜିଲ୍ଲାଗୁଡ଼ିକରେ ତାପମାତ୍ରା ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆହୁରି ସପ୍ତାହେ କଲବଲ କରିବ ଜାଡ। ଘନ କୁହୁଡି ଓ ସୁଲୁସୁଲିଆ ଦକ୍ଷିଣା ପବନ…

କୋଭିଡ-୧୯ ମହାମାରୀ ପରେ ଦେଶରେ ବଡ ସଙ୍କଟ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଏବଂ ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ନେଉଛି। ଏହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ପରେ ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ହେଉଛି ବାୟୁ ପ୍ରଦୂଷଣ। ବ୍ରିଟେନରେ ରହୁଥିବା ଜଣେ…