Latest Odisha News

BREAKING NEWS

Browsing Category

ଫିଚର

ଆଣ୍ଟି କରୋନା ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବ ଇରାନ

ତେହରାନ୍‌: ଦିନକୁ ଦିନ କରୋନା ଭାଇରସ୍ ବ୍ୟାପୁଥିବା ବେଳେ ଏବେ ଅନେକ ଦେଶ କରୋନା ଟିକା ବାହାର କରିବାରେ ଲାଗିଛନ୍ତି । ଏଭଳି ସମୟରେ ଇରାନ ମେଡିକାଲ୍ ସାଇନଟିଷ୍ଟ ଖୁବ୍ ଶୀଘ୍ର ଆଣ୍ଟି କରୋନାଭାଇରସ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ଆଇଆରଏନଏ ନ୍ୟୁଜ୍…

ଆଜରେଙ୍କାକୁ ହରାଇ ୟୁଏସ ଓପନ ଟାଇଟଲ ହାସଲ କଲେ ନାଓମି ଓସାକା

ନ୍ୟୁୟର୍କ:ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟ ମହିଳା ସିଙ୍ଗଲ୍ସ ଫାଇନାଲରେ ଜାପାନର ନାଓମି ଓସାକା ବେଲାରୁଷର ଭିକ୍ଟୋରିଆ ଆଜରେଙ୍କାଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି । ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ଓସାକା ୧-୬, ୬-୩, ୬-୩ ସେଟରେ ବିଜୟ ହାସଲ କରିଥିଲେ । ପ୍ରଥମ ସେଟରେ…

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୨୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧,…

ଓଡିଶାରେ ୧.୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୯୧୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଦେଶରେ ୪୭ ଲକ୍ଷ ଟପିଲା କରୋନା ମାମଲା; ଆଜି ଚିହ୍ନଟ ହେଲେ ୯୪ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର…

କୋଭିଡ ପଜିଟିଭ ଚିହ୍ନଟ ହେଲେ ବିଜେଡିର ଆଉ ଜଣେ ବିଧାୟକ

ଫୁଲବାଣୀ: କୋଭିଡ ପଜିଟିଭ ଚିହ୍ନଟ ହେଲେ ବାଲିଗୁଡା ବିଧାୟକ ଚକ୍ରମଣି କଅଁର । ଏହି ବିଧାୟକଙ୍କୁ ମିଶାଇ ରାଜ୍ୟରେ କୋଭିଡ ପଜିଟିଭ ବିଧାୟକଙ୍କ ସଂଖ୍ୟା ୨୬ ରେ ପହଞ୍ଚିଛି । ଗଣମାଧ୍ୟମକୁ ସୂଚନା ଦେଇ ଚକ୍ରମଣି କହିଛନ୍ତି ଯେ, ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ପରେ ବାଲିଗୁଡାର…

ଅମିତ ଶାହା ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପୁଣି ଅସୁସ୍ଥ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି ହୋଇଛନ୍ତି ଶାହା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

ଅଜଣା ଟ୍ରକ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ ଆହତ

ଛତ୍ରପୁର: ଗଂଜାମ ଛତ୍ରପୁରରେ ଶନିବାର ଟ୍ରକ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଶିଳ୍ପାଞ୍ଚଳର ହରିଶଙ୍କର ପଣ୍ଡାଙ୍କ ଏକମାତ୍ର ପୁଅ ହରିଶଙ୍କର, ତାର…

ଜାଣନ୍ତୁ,କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୩-୦୯-୨୦୨୦ ରବିବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୩ ରିଖ ରବିବାର ସିଂହ ୨୯ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୦ଟା ୩୯ମିନିଟ୍ ପର୍ଯ୍ୟନ୍ତ…

ପୁଣି ଥରେ ବାପା ହେଲେ ତଥାଗତ ସତପଥୀ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଧରିତ୍ରୀ ଖବର କାଗଜର ମୁଖ୍ୟ ସମ୍ପାଦକ ତଥାଗତ ସତପଥୀ ଆଜି ପୁଣି ଥରେ ବାପା ହୋଇଛନ୍ତି । ଆଜି ଅପରାହ୍ନ ୪ଟା ୪୨ ମିନିଟରେ ତାଙ୍କର ଏକ ଝିଅ ଜନ୍ମ ହୋଇଛି । ଏ ନେଇ ନିଜେ ତଥାଗତ ଟ୍ୱିଟ୍ କରିଛନ୍ତି । ଏଥିରେ ଝିଅର ନାଁ ଆଭ୍ୟା ନନ୍ଦିନୀ ସତପଥୀ ବୋଲି ଲେଖିଛନ୍ତି…