Latest Odisha News

BREAKING NEWS

Browsing Category

ଫିଚର

ଜନ୍ମଦିନରେ ବଡ଼ ଘୋଷଣା: କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି କରଣ ଜୋହର

ମୁମ୍ବାଇ: ଆଜି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ପ୍ରଶଂସଙ୍କ ପାଇଁ ଖୁସି ଖବର। ଏହି ଖାସ୍‌ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମକୁ ନେଇ ବଡ଼ ଘୋଷଣା କରାଯାଇଛି, ଯାହାକି ଅନେକଙ୍କୁ ଚକିତ କରିଛି। କରଣ ଜୋହରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତା…

ବିରୋଧୀଙ୍କ ହଙ୍ଗାମା, ସର୍ବଦଳୀୟ ବୈଠକ ପରେ ବି ଗୃହ ଅଚଳ: ଅପରାହ୍ନ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱୀତିୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ  । ସ୍ୱାଭାବିକ ଭାବେ ଚାଲି ପାରିଲାନି ଗୃହ । ୨ ଥର ଗୃହ ମୁଲତବି ରଖିବା ପରେ ବି ଅଚଳାବସ୍ଥା ଦେଖା ଦେଇଥିଲା। ଶେଷରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ପରେ ସ୍ୱାଭିବିକ ହୋଇ…

୨୬ ବର୍ଷୀୟ ଭାରତୀୟ ମହିଳାଙ୍କ ପାଟିରେ ୩୮ଟି ଦାନ୍ତ; ହାତେଇଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟାଇଟଲ୍

ନୂଆଦିଲ୍ଲୀ: ସାଧାରଣତଃ ଜଣେ ବ୍ୟକ୍ତିଙ୍କର ପାଟିରେ ୩୨ଟି ଦାନ୍ତ ଥାଏ। କିନ୍ତୁ ଆପଣ କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ୩୨ ନୁହେଁ ଜଣେ ମହିଳାଙ୍କର ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସାଧାରଣ ଦାନ୍ତ…

ହୁତୁହୁତୁ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍

ପାରାଦୀପ: ହୁତୁହୁତୁ ହୋଇ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍ । ହଜାର ହଜାର ଚୋରା ତେଲ ଗଚ୍ଛିତ ରହୁଥିଲା ଏହି କଣ୍ଟେନରରେ । ହଠାତ ଗତକାଲି ବିଳମ୍ବିତ ରାତିରେ ଜଳି ଯାଇଛି ଏହି ତେଲ ବୋଝେଇ କଣ୍ଟେନର । ତା ସହିତ ଦୁଇଟି ୧୨ ଚକିଆ ଟ୍ରକ ମଧ୍ୟ ଜଳି ଯାଇଛି । ପାରାଦୀପ ଅଞ୍ଚଳରେ ବେଧଡକ…

ବିଦ୍ୟାଳୟରେ ପିଲା ପଢିବେ ରାମାୟଣ, ମହାଭାରତ!

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ର ଏକ ଉଚ୍ଚ ସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଶିକ୍ଷା ଦେବାକୁ ପରାମର୍ଶ ଦେଇଛି। ଏହା ମଧ୍ୟ ପ୍ରସ୍ତାବ ଦିଆଯାଇଛି ଯେ ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର…

ଦୁର୍ଘଟଣା ନେଲା ୩ ଜୀବନ : ୨ଜଣଙ୍କୁ ଚାପିଦେଲା କାର,ମହିଳାଙ୍କ ଉପରେ ଚଢିଗଲା ବସ୍

ବ୍ରହ୍ମପୁର:ସକାଳୁ ସକାଳୁ ଦୁର୍ଘଟଣା । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ଜୀବନ ଗଲା । ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ଉପରେ କାର ଚଢି ଯାଇଥିବାବେଳେ ଭଦ୍ରକ ବନ୍ତ ଛକରେ ଜଣେ ମହିଳାଙ୍କୁ ଦଳି ଦେଇଛି ବସ୍ । ବ୍ରହ୍ମପୁର ସାନଖେମୁଣ୍ଡି-ପାଟପୁର ଥାନା ପୋଡାମାରି ବସଷ୍ଟାଣ୍ଡ ନିକଟରେ…

ରାହୁଲଙ୍କ ‘ପନୌତି’ ମନ୍ତବ୍ୟ ଏବଂ ୟଙ୍ଗ ଇଣ୍ଡିଆର ସମ୍ପତ୍ତି ଜବତକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ: ଭାରତ କ୍ରିକେଟ ବିଶ୍ବକପ ହାରିବା ପଛରେ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ପରୋକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଏକ ଜନସଭାରେ ମୋଦୀଙ୍କୁ 'ପନୌତି' କହି ସମାଲୋଚନା କରିବା ପରେ ଏହାକୁ ନେଇ ବିଜେପି ମଧ୍ୟ କଡା ଜବାବ ଦେଇଛି। ହେଲେ ଏହାପରେ ପରେ ପ୍ରବର୍ତ୍ତନ…

ବଢିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡ଼ୁଆ, ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି

କଟକ: ବିରୋଧୀ ଦଳ ନେତା ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ ବଢିଛି। ଥାନା ଅଧିକାରୀଙ୍କୁ ଆକ୍ରମଣ ଏବଂ ତହସିଲଦାରଙ୍କୁ ଧମକ ଦେବା ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯେଉଁଥିରୁ ଗୋଟିଏ ମାମଲାକୁ ଖାରଜ କରିଦେଇଥିବା ବେଳେ ଅନ୍ୟଟିରେ…

ସମ୍ବଲପୁରରେ ରାଷ୍ଟ୍ରପତି: ଆଜି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବେଙ୍ଗାଲୁର ଫେରିବେ

ସମ୍ବଲପୁର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ସେଠାରେ ରାତ୍ରିପଯାପନ କରିଥିଲେ । ରାଷ୍ଟ୍ରପତିଙ୍କ ସହ ଏହି ଗସ୍ତବେଳେ ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବରଦାସ ଓ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…