Latest Odisha News

BREAKING NEWS

Browsing Category

ଫିଚର

ପୁଣି ରାଜଧାନୀରେ ରକ୍ତର ଛିଟା : ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବିଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି ।  ମୃତ ମହିଳା ଜଣକ ହେଉଛନ୍ତି ସସ୍ମିତା ବେହେରା । ସୂଚନା ମୂତାବକ ସସ୍ମିତା ଗୋଠପାଟଣାରେ ଏକ ଜଳଖିଆ ଦୋକାନ କରିଥିଲେ । ସେ ନିଜ ପରିବାର ସହ…

ବାବା କେଦାରନାଥଙ୍କ ଶରଣରେ ଦୁଇ ଭାଇ ରାହୁଲ-ବରୁଣ

ନୂଆଦିଲ୍ଲୀ: ପ୍ରଭୁ ମହାଦେବଙ୍କ ଶରଣରେ ଦୁଇ ଭାଇ । ବାବା କେଦାରନାଥଙ୍କ ଦର୍ଶନ କଲେ ବରୁଣ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ସେଠାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ବି କରିଛନ୍ତି । ଅବଶ୍ୟ ଏହି ଦର୍ଶନ ସମୟରେ ଦୁଇ ଭାଇଙ୍କର ଦେଖା ସାକ୍ଷାତ ହୋଇ ନାହିଁ । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ…

ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ପାଇଁ ବଡ କ୍ଷତି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୋର ୩.୨୫ ମିନିଟରେ ତାଙ୍କର ପରଲୋକ ହୋଇ ଯାଇଛି  । ତାଙ୍କର ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ମହେଶ୍ୱର ମହାନ୍ତିଙ୍କ…

ଛତିଶଗଡରେ ନିର୍ବାଚନୀ ହିଂସା: ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଯବାନ ଗୁରୁତର

ନୂଆଦିଲ୍ଳୀ: ଛତିଶଗଡରେ ଆଜି ଅର୍ଥାତ ନଭେମ୍ବର ୭ତାରିଖ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ନକ୍ସଲଙ୍କ ଆଇଡି ବ୍ଲାଷ୍ଟରେ ସୁରକ୍ଷାକର୍ମୀ ଆହତ ।  ସକାଳ ୭ଟାରୁ ଛତିଶଗଡରେ ଆରମ୍ଭ ହୋଇଛି ମତଦାନ । ନକ୍ସଲ ପ୍ରଭାବିତ ବସ୍ତର ଏବଂ  ରାଜନାନ୍ଦଗାଁ ଅଞ୍ଚଳରେ ବି ମତଦାନ କରାଯାଉଛି ।…

ଆଜି ଛତିଶଗଡ଼ର ୨୦ ଏବଂ ମିଜୋରାମରେ ୪୦ ଆସନରେ ମତଦାନ: ୬୦ ହଜାର ସୁରକ୍ଷା କର୍ମୀ ମୁତୟନ

ନୂଆଦିଲ୍ଲୀ:ଆଜି ଛତିଶଗଡ ଏବଂ ମିଜୋରାମରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ଛତିଶଗଡରେ ୨୦ଟି ଆସନରେ ଭୋଟ ଗ୍ରହଣ କରାଯିବ । ଅନ୍ୟପକ୍ଷେ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ୪୦ଟି ଆସନରେ ମତଦାନ କରାଯିବ । ଅନେକ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି ମତଦାନ ହେଉଛି । ତେଣୁ ଏସବୁ ଅଞ୍ଚଳରେ ୬୦ ହଜାର…

ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି

ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି । ଗତକାଲି ରାତି ୩ଟା୨୫ରେ ତାଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଛ । ସେ ଗତ  ୩୧ ତାରିଖରୁ ଅସୁସ୍ଥ ଥିଲେ ।ତାଙ୍କୁ ଏଠାରେ  ଚିକିତ୍ସା ପାଇଁ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଘନିଆକୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଅଭିଯୁକ୍ତ ଘନିଆକୁ ଖୋଜୁଛି ପୋଲିସ। ରାଜଧାନୀ ସ୍ଥିତ ଏୟାରଫିଲ୍ଡ ଥାନା ଅଧୀନରେ ଥିବା କେଳାସାହି ବସ୍ତିରେ ସୋମବାର ସଂଧ୍ୟାରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବା ସୂଚନା ରହିଛି। ମିଳିଥିବା…

‘ଗୋଟିଏ ଦଳ ଏତେ ତଳକୁ ଖସିଯିବ ବୋଲି ଭାବି ପାରୁନି’

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ଦଳର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍ ସୋମବାର କ୍ରିକେଟ୍ ବିଶ୍ବକପ୍ ମ୍ୟାଚରେ ବିବାଦୀୟ 'ଟାଇମ୍ ଆଉଟ୍'ର ଶିକାର ହେବା ପରେ ବାଂଲାଦେଶ ଅଧିନାୟକ ସାକିବ୍ ଅଲ୍ ହାସନ୍ ଓ ତାଙ୍କ ଦଳ ଉପରେ ବର୍ଷିଛନ୍ତି। ଓ୍ବିକେଟ୍ ପତନର ଦୁଇ ମିନିଟ୍ ମଧ୍ୟରେ ବଲ୍ ସାମ୍ନା…

ଆଞ୍ଜେଲୋ ମାଥ୍ୟୁସଙ୍କ ଆଉଟ: ନିଷ୍ପତ୍ତି ଠିକ୍ କି ଭୁଲ୍ ଜାଣିନି କହିଲେ ବାଂଲା ଅଧିନାୟକ

ନୂଆଦିଲ୍ଲୀ: ବାଂଲାଦେଶ ଅଧିନାୟକ ସକିବ୍ ଅଲ୍ ହାସନ୍ ତାଙ୍କ ବିବାଦୀୟ ଅପିଲ୍କୁ ସମର୍ଥନ କରିଛନ୍ତି, ଯେଉଁଥିପାଇଁ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ୍ ସୋମବାର କ୍ରିକେଟ୍ ବିଶ୍ବକପ୍ ମ୍ୟାଚରେ 'ଟାଇମ୍ ଆଉଟ୍' ହୋଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ମାଥ୍ୟୁସ୍ ପ୍ରଥମ ଖେଳାଳି ଭାବେ ଏଭଳି…