Latest Odisha News

BREAKING NEWS

Browsing Category

ଫିଚର

ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ତତ୍ତ୍ୱବିଦ ଡ଼. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ । ମଙ୍ଗଳବାର  ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।…

ଅଭିନେତ୍ରୀ ରଶ୍ମିକାଙ୍କ ଡିପ୍ ଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକକୁ ଚିହ୍ନଟ କଲା ପୋଲିସ!

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଡିପ୍ ଫେକ୍ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ବିହାରର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପଚରାଉଚରା କରିଛି। ପୁଲିସ ବିଶ୍ୱାସ କରୁଛି ଯେ ଯୁବକ ଜଣକ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ…

ଅଙ୍ଗନବାଡି କର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଙ୍ଗନବାଡୀ କର୍ମୀଙ୍କୁ ଚେତାବନୀ ଦେଇଛି। ବୁଧବାର ଭୁବନେଶ୍ୱରରେ ଏକ ବିକ୍ଷୋଭ ସମାବେଶ ଆରମ୍ଭ କରିବା ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସରକାର। ଜରୁରୀ ସେବାରେ କୌଣସି ପ୍ରକାର ବାଧା ଉପୁଜିଲେ କଠୋର…

ଫାଇଭ୍-ଟି ପରେ ଏବେ ଫାଇଭ-ସି ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ୫ଟି ପରେ ଏବେ ୫ସି ପରିକଳ୍ପନାକୁ ଆସନ୍ତାବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଅଧିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରିବା ଏହି ଯୋଜନାର ଲକ୍ଷ୍ୟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏସ୍. ଅଶ୍ୱଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି…

ଐଶ୍ଚର୍ଯ୍ୟାଙ୍କ ପ୍ରତି ବିବାଦୀୟ ବୟାନ ଦେବା ପରେ କ୍ଷମା ମାଗିଲେ ରଜାକ

କରାଚୀ: ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଭାରତର ଲୋକପ୍ରିୟ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କ ପ୍ରତି ଅଭଦ୍ର ଟିପ୍ପଣୀ ଦେବା ପାକିସ୍ତାନ କ୍ରିକେଟର ଅବଦୁଲ ରଜାକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିଜ ଦେଶରେ ମଧ୍ୟ ସମାଲୋଚିତ ହେବା ପରେ ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ସେ…

ପୋକ ଖାଇଗଲେ ଫସଲ; ଦୁଃଖରେ କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

ବଲାଙ୍ଗିର :ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା । ଫସଲ ନଷ୍ଟ ହେବା ଦେଖି କୀଟନାଶକ ପିଇଦେଲେ ଚାଷୀ । ମିଳିଥିବା ସୂଚନା ଅନୁସାରେ,ପୁଇଁତଳା ବ୍ଲକ ବୁବେଲ ଗାଁରେ ଘଟିଛି ଏହି ଦୁଃଖଦାୟକ ଘଟଣା । ମୃତ ଚାଷୀଙ୍କ ନାଁ ରମେଶ ବିଶୋଇ ଓ ତାଙ୍କ ବୟସ ୫୦ ବର୍ଷ । ଗ୍ରାମବାସୀଙ୍କ କହିବା ଅନୁଯାୟୀ,  ରମେଶ…

ବିବାହ ପରେ ପରକୀୟା ପ୍ରୀତି ଅପରାଧ ହେଉ, କେନ୍ଦ୍ରକୁ ଗୃହମନ୍ତ୍ରାଳୟ ସଂସଦୀୟ କମିଟିର ପ୍ରସ୍ତାବ

ନୂଆଦିଲ୍ଲୀ: ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ବଜାୟ ରଖିବା ଆବଶ୍ୟକ। ତେଣୁ ପରକୀୟା ପ୍ରତିକୁ ଅପରାଧ ବୋଲି ବିବେଚନା ହେଉ। କେନ୍ଦ୍ର ସରକାରଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛି କେନ୍ଦ୍ର ଗୃହ ସଂସଦୀୟ କମିଟି। ଏହାର ଅର୍ଥ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୪୯୭କୁ ବଜାୟ ରଖିବାକୁ…

ଇଞ୍ଜାମାମ କହିଲେ ହରଭଜନ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ

ଚଣ୍ଡୀଗଡ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକଙ୍କ ଏକ ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଭାରତର ଅଫ ସ୍ପିନର ହରଭଜନ ସିଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ।…

ସାଇକେଲ ଆରୋହୀଙ୍କୁ ପିଟିଲା କାର: ୨ ମୃତ

ସୁନ୍ଦରଗଡ: ସକାଳୁ ସକାଳୁ ଦୁର୍ଘଟଣା । ଚାଲିଗଲା ଦୁଇ ଜୀବନ । ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ଅନ୍ତର୍ଗତ ଝାରମୁଣ୍ଡା ଗାଁରେ ଖେଳି ଯାଇଛି ଶୋକର ଲହରୀ । ଝାରମୁଣ୍ଡା ଗାଁର ୨ ଜଣ ବ୍ୟକ୍ତି ସକାଳୁ ସକାଳୁ ସାଇକେଲରେ ଶୌଚ ହେବାକୁ ଯାଉଥିଲେ । ସେମାନେ ରାସ୍ତା ପାର ହେଉଥିବା ସମୟରେ…

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲା ପାଇଁ ଧୀମା ପିଚ

ମୁମ୍ବାଇ: ଚଳିତ ବିଶ୍ୱକପରେ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ରିପୋର୍ଟ ମୁତାବକ ବିସିସିଆଇ ଧୀମା ଟ୍ରାକ ତିଆରି କରିବା ପାଇଁ ପିଚ କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦେଇଛି । ବଲ ଅଧିକ ଟର୍ଣ୍ଣ କରିବା ପରିବର୍ତେ ଧୀମା ରହିବ । ସେଥିପାଇଁ ପିଚରୁ ଘାସ କାଟି…