Latest Odisha News

BREAKING NEWS

Browsing Category

ଫିଚର

ଭୁଲବଶତଃ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଇଛି କି ? କିପରି ଫେରସ୍ତ ପାଇବେ ଆପଣଙ୍କ ଟଙ୍କା; ଜାଣନ୍ତୁ

ନୂଆଦିଲ୍ଲୀ: ଅନଲାଇନରେ ଟଙ୍କା କାରବାର ସୁବିଧା ଯେତିକି ଭଲ ସେତିକି ବିପଦ ମଧ୍ୟ। କାରଣ ବେଳେ ବେଳେ ଯଦି ସଠିକ୍ ଆକାଉଣ୍ଟକୁ ଟଙ୍କା ନଯାଏ ତେବେ ନିଜକୁ ହିଁ କ୍ଷତି ସହିବାକୁ ପଡେ। ଅନେକ ଥର ଭୁଲରେ ହେଉ କିମ୍ବା ଶୀଘ୍ର ଦେୟ କରିବା ବେଳେ ଟଙ୍କା ଭୁଲ କିମ୍ବା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର…

ରଚୀନଙ୍କ ନାମ ସହ ସଚିନ-ଡ୍ରାଭିଡଙ୍କ କିଛି ସମ୍ପର୍କ ନାହିଁ, ଏହା ଏକ ସଂଯୋଗ

ମୁମ୍ବାଇ: ନ୍ୟୁଜିଲାଣ୍ଡର ଉଦୀୟମାନ ତାରକା ରଚୀନ ରବୀନ୍ଦ୍ର ଏବେ ଚଳିତ ବିଶ୍ୱକପ କ୍ରିକେଟରେ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି । ପ୍ରଥମେ ନାମ ଏବଂ ପରେ ପ୍ରଦର୍ଶନ ମାଧ୍ୟମରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମଙ୍ଗଳବାର ରଚୀନଙ୍କ ବାପା ରବି କ୍ରିଷ୍ଣାମୂର୍ତି ଏକ ବଡ ଭ୍ରମ ଦୂର କରିଛନ୍ତି…

ଦୁଇ ଭାଇଙ୍କ ଉପରେ ଚଢିଗଲା ଲୁହାବୋଝେଇ ଟ୍ରକ : ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ୫୩ନଂ ଜାତୀୟ ରାଜପଥରେ ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଯଦୁପୁର ଗୋଡା ନିକଟରେ ବାଇକରେ ଯାଉଥିବାବେଳେ ଦୁଇ ଭାଇଙ୍କ ଉପରେ ଟ୍ରକ ଚଢିଯାଇଛି  । ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଥିବାବେଳେ ବଡ ଭାଇ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଆଜି…

ରାହୁଲଙ୍କୁ ଥଟ୍ଟା କଲେ ଅଖିଳେଶ; କହିଲେ, ଏବେ ଏକ୍ସ-ରେ ନୁହେଁ ଏମଆରଆଇ, ସିଟି ସ୍କାନ ଦରକାର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ତୁତୁ..ମେମେ । ପଦାରେ ପଡିଛି ଇଣ୍ଡିଆ ମେଣ୍ଟର ଫାଟ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଉତ୍ତରପ୍ରଦେଶ  ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କଂଗ୍ରେସ ପକ୍ଷରୁ ହେଉଥିବା ଜାତୀୟ ଗଣନା…

ଅଟଲୀଙ୍କ ଆଗାମୀ ଫିଲ୍ମରେ ଏକତ୍ର ଅଭିନୟ କରିବେ ଶାହାରୁଖ, ବିଜୟ

ମୁମ୍ବାଇ: ଯବାନ ଫିଲ୍ମର ସଫଳତା ପରେ ନିର୍ଦ୍ଦେଶକ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଥଲପତି ବିଜୟ ଓ ଶାହାରୁଖ ଖାଁଙ୍କୁ ଏକତ୍ର ଅଭିନୟ କରିବେ । ଅଟଲୀ ତାଙ୍କ ଜନ୍ମ ଦିନରେ ଏହି ଘୋଷଣା କରିଛନ୍ତି । ଉଭୟ ସୁପରଷ୍ଟାର ଏଥିନେଇ ରାଜି…

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ପତ୍ନୀ: ଅନାଥ ହୋଇଗଲେ ଦୁଇ ନାବାଳିକା

ଖୋର୍ଦ୍ଧା: ଦୀପାବଳିର ବାଣ,ଆଲୁଅ ସାରା ଦେଶକୁ ଆଲୋକିତ କରୁଥିଲା । ହେଲେ ଏଠି  ଲିଭି ଯାଇଥିଲା ଦୁଇ ଦୁଇଟି ଜୀବନ ଦୀପ । ହାତ ଧରାଧରି ହୋଇ ଚାଲି ଯାଇଥିଲେ ସ୍ୱାମୀ-ସ୍ତ୍ରୀ । ଏକାଠି ଜିଇଁବା..ଏକାଠି ମରିବାର ପ୍ରତିଶ୍ରୁତି ରଖି ସାଥୀ ହୋଇ ଚାଲିଗଲେ । ହେଲେ ଅନାଥ ହୋଇଗଲେ ଦୁଇ ଝିଅ । ଏ…

ନିୟନ୍ତ୍ରଣ ହରାଇ ଟ୍ରକରେ ପିଟି ହେଲା କାର୍, ଚାଲିଗଲା ୬ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀ ଡେରାଡୁନ୍ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏଥିରେ ୬ଜଣଙ୍କର ଜୀବନ ଚାଲିଯାଇଛି । ସୂଚନା ମୂତାବକ ଆଜି ୬ ଜଣ ବ୍ୟକ୍ତି ଏକ କାର୍ ରେ ଦିଲ୍ଲୀରୁ ହରିଦ୍ବାର ଯାଉଥିଲେ । ହଠାତ୍ ଛପାର…

ସଚିନଙ୍କ ସହ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଉପଭୋଗ କରିପାରନ୍ତି ମହାନ ଫୁଟବଲର ବେକହାମ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପଭୋଗ କରିବେ । ରିପୋର୍ଟ ମୁତାବକ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ…

ସେମିଫାଇନାଲ ପୂର୍ବରୁ ପିଚ ଅନୁଧ୍ୟାନ କଲେ କୋଚ ଡ୍ରାଭିଡ

ମୁମ୍ବାଇ: ବିଶ୍ୱକପ ଦିନିକିଆ କ୍ରିକେଟରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ ସେମିରୁ ବିଦାୟ ନେଇଥିଲେ । ଏହାର ମଧୂର ପ୍ରତିଶୋଧ ଲକ୍ଷ୍ୟରେ ଭାରତ ରହିବ । ମୁମ୍ବାଇରେ ପଂହଚିବା ପରେ କୋଚ ରାହୁଲ ଡ୍ରାଭିଡ,…

୫ଦିନ ହେବ ନିଖୋଜ ଥିଲେ , ଆଜି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ

କଟକ : ଦୀର୍ଘ ୫ଦିନ ହେବ ନିଖୋଜ ଥିଲେ  । ଆଉ ଆଜି ଛାତ୍ରଙ୍କର ମୃତଦେହ ମିଳିଲା  । ଏମିତି କିଛି ଘଟଣା ଘଟିଛି କଟକରେ । ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମିଳିଛି ମୃତଦେହ  । ମୃତ ଛାତ୍ର ଜଣକ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା ବୋଲି ଜଣାପଡିଛି । ସୂଚନା…