Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟିଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି…

ଗିଲଙ୍କୁ ଭେଟିବାକୁ ସାରା ଯାଇଥିଲେ କି !

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଓ ଶୁଭମନ ଗିଲଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ସାରାଙ୍କୁ ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ଘରେ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁସାରେ ସାରା ସେଠାକୁ…

ରାହୁଲଙ୍କ ‘ମେଡ ଇନ୍‌ ଚାଇନା’ ବୟାନକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ: କହିଲେ, କେଉଁ ଦୁନିଆରେ ରହିଛ ମୁର୍ଖଙ୍କ…

ଭୋପାଳ: ନଭେମ୍ବର ୧୭ ତାରିଖରେ ହେବ ମଧ୍ୟପ୍ରଦେଶର ୨୩୦ ଆସନ ପାଇଁ ହେବ ମତଦାନ । ବିଜେପି-କଂଗ୍ରେସର ଅନ୍ତିମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ । ଦୁଇ ଜାତୀୟ ଦଳ ନିଜର ସବୁ ଦମ ଲଗାଇ ଦେଇଛନ୍ତି ଜନତାଙ୍କ ସମର୍ଥନ ହାସଲ କରିବା ପାଇଁ । ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ…

ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରାକ ଆଲୋଚନା ଅନୁଷ୍ଠିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବା ପରିପ୍ରେକ୍ଷୀରେ, ଆଗାମୀ ଦିନକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ସଂସ୍କୃତି ଭବନ…

୨.୫ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ ଜ୍ୟାକସନଙ୍କ ପେପସି ବିଜ୍ଞାପନ ଜ୍ୟାକେଟ୍

ନୂଆଦିଲ୍ଲୀ :  ପ୍ରଖ୍ୟାତ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ ପିନ୍ଧୁଥିବା ଜ୍ୟାକେଟ୍ କୁ ୨.୫ କୋଟି ଟଙ୍କାରେ ନିଲାମ କରାଯାଇଛି  । ପ୍ରାୟ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍‌ସି’ର ଏକ ବିଜ୍ଞାପନରେ ଏହି କଳା ଧଳା ଜ୍ୟାକେଟ୍ ପିନ୍ଧିଥିଲେ ଜ୍ୟାକ୍‌ସନ୍‌  । ଏହି ଜ୍ୟାକେଟ୍ କିଣିବାକୁ…

ସାବଧାନ ! ଭୋଟ ଦେବା ପୂର୍ବରୁ ବୁଥ୍‌ରେ ହେବ ଆଲକହଲ ଟେଷ୍ଟ

ହାଇଦ୍ରାବାଦ: ୩୦ ନଭେମ୍ବରରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ସମଗ୍ର ରାଜ୍ୟରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରଦାର ଚାଲିଛି। ଏହି ଅବଧି ମଧ୍ୟରେ, ସାଧାରଣତଃ ରାଜନୈତିକ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅନେକ ପ୍ରକାରର ପ୍ରତିଶୃତି ଦିଅନ୍ତି ଏବଂ…

ଶୀତ ପାଇଁ ୬ ମାସ ବନ୍ଦ ରହିବ ଗଙ୍ଗୋତ୍ରୀ ଧାମ : ଆଜି ଦର୍ଶନ କଲେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ୬ ମାସ ପର୍ଯ୍ୟନ୍ତ ବନ୍ଦ ହେଲା  ବିଶ୍ୱ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମ ।  ଶୀତ ଋତୁ ପାଇଁ  ଆଜି ସକାଳ ୧୧ଟା ୪୫ ମିନିଟ୍‌ରେ ଗଙ୍ଗୋତ୍ରୀ ଧାମର ଦ୍ୱାରକୁ ବନ୍ଦ କରାଯାଇଛି ।  ଏହି ସମୟରେ ପୂରା ଧାମ ମା’ ଗଙ୍ଗାଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ବ…

ଏଣିକି ହ୍ୱାଟସ୍ ଆପ୍ କଲ୍ ହେବ ଅଧିକ ସୁରକ୍ଷିତ, ବଜାୟ ରହିବ ଆପଣଙ୍କ ଗୋପନୀୟତା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟସ୍ ଆପରେ ଯୋଡି ହେଲା ନୂତନ ଫିଚର। ଉପଭୋକ୍ତାଙ୍କ ଗୋପନୀୟତା ବଢାଇବାକୁ ହ୍ୱାଟସ୍ ଆପ୍ ଦ୍ୱାରା ଏକ ନୂତନ ବୈଶିଷ୍ଟ୍ୟ 'ପ୍ରୋଟେକ୍ସ ଆଇପି ଆଡ୍ରେସ ଇନ୍ କଲ' ଯୋଗ କରାଯାଇଛି। ଏହି ବୈଶିଷ୍ଟ୍ୟ ସାହାଯ୍ୟରେ ଆପଣ ବର୍ତ୍ତମାନ ଆପଣଙ୍କର ଆଇପି ଆଡ୍ରସ…

ଦିଲ୍ଲୀ ମୁଖ୍ୟ ସଚିବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ପୁଅର କମ୍ପାନୀକୁ ଦେଇଥିଲେ ୮୫୦ କୋଟିର ଫାଇଦା

ନୂଆଦିଲ୍ଲୀ: ତେଜିଲା ଦିଲ୍ଲୀ ସରକାରରେ ଥିବା ମୁଖ୍ୟ ସଚିବ ନରେଶକୁମାରଙ୍କ ପୁଅ ସହ ଜଡିତ ଦୁ୍ର୍ନୀତି ମାମଲା । କେଜରିୱାଲ ସରକାରରେ ଥିବା ଭିଜିଲାନ୍ସ ମନ୍ତ୍ରୀ ଆତିଶ ସିଂହ ପ୍ରାଥମିକ ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬୫୦ ପୃଷ୍ଠାର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ…

୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ : ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଲେ ବିଧାନସଭା ସଚିବ

ଭୁବନେଶ୍ବର : ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ୨୦ ତାରିଖରେ ନାମାଙ୍କନ ଦାଖଲ ହେବ  । ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ସଚିବ  । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ପଦବୀ ଖାଲି…