Latest Odisha News

BREAKING NEWS

Browsing Category

ଫିଚର

ଏଣିକି ସାଧାରଣ ଲୋକଙ୍କ ସହ ଆଉ ହେବନି ଅନଲାଇନ୍ ଠକେଇ, ଟ୍ରାଇ କରିଛି ଏପରି ପ୍ରସ୍ତୁତି

ନୂଆଦିଲ୍ଲୀ: ଆଜି ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ଼ ଟେନସନ୍ ହେଉଛି ଅନଲାଇନ୍ ଠକେଇ ବା ସାଇବର କ୍ରାଇମ। ଆମର ସୁବିଧା ପାଇଁ, ପେମେଣ୍ଟ ଠାରୁ ଆରମ୍ଭ କରି ଟ୍ରେନ୍ ଟିକେଟ୍ ବୁକିଂ ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍‌ରେ କରୁ। ଏହି ଅନଲାଇନ ସିଷ୍ଟମ ଯେତେ ସୁବିଧା ସେତେ ବିପଦ ମଧ୍ୟ। କାରଣ ଏହି…

କେଶ ପାଇଁ ବରଦାନ ଲବଙ୍ଗ ପାଣି, ଜାଣନ୍ତୁ କିପରି କରିବେ ବ୍ୟବହାର

ପ୍ରାୟ ସମସ୍ତେ ସୁନ୍ଦର, ଘନ ଏବଂ ମଜବୁତ କେଶ ଚାହାଁନ୍ତି। କିନ୍ତୁ ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ରାସାୟନିକ ଉତ୍ପାଦ ଏବଂ ଚାପ ଆମ କେଶ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। କେଶ ଝଡ଼ିବା, ଡ୍ୟାଣ୍ଡ୍ରାଫ୍, ଇନଫେକ୍ସନ ଏବଂ କେଶ ଅଗ ଫାଟିବା ଭଳି ସମସ୍ୟା ସାଧାରଣ ହୋଇଗଲାଣି।…

BSNL ଆଣିଲା ବଢିଆ ଅଫର୍: ପ୍ରତିଦିନ ୫ ଟଙ୍କାରେ ମିଳୁଛି ଅନଲିମିଟେଡ୍ ଡାଟା

ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ଦ୍ରୁତ ଗତିରେ ଏହାର ୪ଜି (4G) ନେଟୱାର୍କ ବିସ୍ତାର କରୁଛି ଏବଂ ଖୁବ୍‌ଶୀଘ୍ର ୫ଜି (5G) ସେବାର ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ସରକାରୀ ଟେଲିକମ୍ କମ୍ପାନୀ ଚଳିତ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ସାରା ଦେଶରେ ୧ ଲକ୍ଷ ନୂତନ 4G ମୋବାଇଲ୍…

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ସବୁ ଡ୍ରିଙ୍କସ୍

ସ୍ବାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲ୍ କେତେ ଉପକାରୀ ତାହା ପ୍ରାୟ ସମସ୍ତଙ୍କୁ ଜଣା। କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ ସନ୍ତୁଳିତ ରହିବା ଉଚିତ୍। କାରଣ ଉଚ୍ଚ କୋଲେଷ୍ଟ୍ରଲ୍ ଏବଂ ନିମ୍ନ କୋଲେଷ୍ଟ୍ରଲ୍ ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଭଲ କୋଲେଷ୍ଟ୍ରଲ ସହିତ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ…

ଟ୍ରମ୍ପ ଶାସନର ପ୍ରଭାବ: ଗୁଗୁଲ୍ ମ୍ୟାପ୍ ଓ ଗୁଗୁଲ୍ କ୍ୟାଲେଣ୍ଡରରେ ହେବ ଏହି ବଡ଼ ପରିବର୍ତ୍ତନ

ଗୁଗୁଲ୍ ହେଉ କିମ୍ବା ଅନ୍ୟ କୌଣସି ଆପ୍, ଉନ୍ନତ ଉପଭୋକ୍ତା ଅଭିଜ୍ଞତା ପାଇଁ ସମୟ ସମୟରେ ଆପ୍‌ରେ ପରିବର୍ତ୍ତନ ଘଟିଥାଏ। ଗୁଗୁଲ୍ ମୋବାଇଲ୍ କ୍ୟାଲେଣ୍ଡରରେ ଛୁଟିଦିନ ଏବଂ ଇଭେଣ୍ଟ ସହିତ ବ୍ଲାକ ହିଷ୍ଟ୍ରି ମନ୍ଥ୍ (କଳା ଇତିହାସ ମାସ) ଏବଂ ୱିମେନ୍ସ ହଷ୍ଟ୍ରି ମନ୍ଥ୍ (ମହିଳା ଇତିହାସ ମାସ) ଉଲ୍ଲେଖ…

ଇନଷ୍ଟାଗ୍ରାମ ଆରମ୍ଭ କଲା ଟିନ୍ ଆକାଉଣ୍ଟସ୍, ଅଭିଭାବକଙ୍କ ହାତରେ ରହିବ ନିୟନ୍ତ୍ରଣ

ଅନେକ ସମୟରେ ଘରେ ଫୋନ୍ ରଖିବା ପରେ, ବାପାମାଆ ନିଜ କାମରେ ବ୍ୟସ୍ତ ହୋଇଯାଆନ୍ତି ଏବଂ ପିଲାମାନେ ସୁଯୋଗ ପାଇବା ମାତ୍ରେ ଫୋନ୍ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି। ଇନଷ୍ଟାଗ୍ରାମରେ ରିଲ୍ସର କ୍ରେଜ୍ ଏତେ ବୃଦ୍ଧି ପାଉଛି ଯେ ପିଲାଙ୍କଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ରିଲ୍ସ ପାଇଁ…

ଟ୍ରାଇର ବଡ଼ ନିଷ୍ପତ୍ତି, ବଦଳିଯିବ ସାରା ଦେଶର ଲ୍ୟାଣ୍ଡଲାଇନ୍ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଦୁଇ ଦଶନ୍ଧି ପୁରୁଣା ଜାତୀୟ ନମ୍ବରିଂ ସିଷ୍ଟମକୁ ପରିବର୍ତ୍ତନ କରିବାକୁ ସୁପାରିଶ କରିଛି। ଏହି ସୁପାରିଶ କାର୍ଯ୍ୟକାରୀ ହେବା ପରେ, ସାରା ଦେଶରେ ଲ୍ୟାଣ୍ଡଲାଇନ୍ ନମ୍ବର ପରିବର୍ତ୍ତନ ହେବ। ନିୟାମକଙ୍କ ଏହି ସୁପାରିଶ ଲାଗୁ ହେବା ପରେ ସାରା…

ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି? ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ। ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ ନ ଖାଇଲେ ବା ଖାଲିପେଟରେ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବ୍ରେକ୍‌ଫାଷ୍ଟ୍ ବା ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏଥିପାଇଁ…

ନିଦ ହଜାଇଲାଣି ସୁନା ଦର: ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

ଭୁବନେଶ୍ୱର: ବାହାଘର ବଜାରରେ ଦାଉ ସାଧୁଛି ବର୍ଦ୍ଧିତ ସୁନା ଦର। ଯାହା ଏବେ ସାଧାରଣ ଲୋକଙ୍କ ବିବାହ ଚିନ୍ତାକୁ ବଢାଇ ଦେଇଛି। ପୁଣି ଆକାଶଛୁଆଁ ହୋଇଛି ସୁନା ଦର। ଏବେ ସୁନା କିଣିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର ଏକ କାରଣ ପାଲଟିଛ । ଗତ କିଛି ଦିନ ମଧ୍ୟରେ ଦର ପ୍ରାୟ ହଜାର ହଜାର ଟଙ୍କା…

ମହାକାଶ ଅପେକ୍ଷା ସମୁଦ୍ର କାହିଁକି ଏତେ ରହସ୍ୟମୟ? ଜାଣନ୍ତୁ ଗଭୀରତାକୁ ନେଇ କଣ କୁହନ୍ତି ବିଶେଷଜ୍ଞ

ବୈଜ୍ଞାନିକମାନେ ମହାକାଶ କ୍ଷେତ୍ରରେ ନିରନ୍ତର ପ୍ରଗତି କରୁଛନ୍ତି। କେବଳ ଏତିକି ନୁହେଁ, ବୈଜ୍ଞାନିକମାନେ ମହାକାଶ ଗ୍ରହଗୁଡ଼ିକରେ କଲୋନୀ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ବୈଜ୍ଞାନିକମାନେ ସମୁଦ୍ର ତଳେ ଅନୁସନ୍ଧାନ କରିବାରେ ବିଫଳ ହେଉଛନ୍ତି। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ…