Latest Odisha News

BREAKING NEWS

Browsing Category

ଫିଚର

ଥରିଲା ଇଣ୍ଡୋନେସିଆ : ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂକମ୍ପ ଝଟକା, କେହି ମୃତାହତ ହୋଇନଥିବା ସୂଚନା

ଜାକର୍ତା: ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି  । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୧ ରେକର୍ଡ ହୋଇଛି  । ଭୂକମ୍ପ ଅନୁଭୂତ ହେବା ମାତ୍ରେ ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ । ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି…

ପିଆଜ ହେଉଛି ଓୗଷଧିୟ ଗୁଣର ଖଣି: କେବଳ ରୋଷେଇରେ ନୁହେଁ , ଏଥିରେ ରହିଛି ଅନେକ ସ୍ବାସ୍ଥ୍ୟଗତ ଫାଇଦା

ନୂଆଦିଲ୍ଲୀ : ସାଧାରଣତଃ ପିଆଜ ହେଉଛି ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ  । ଯାହାକି ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ରହିଥାଏ  । ବର୍ତ୍ତମାନ ପିଆଜ ଦର ଆକାଶ ଛୁଆଁ ହୋଇବା ସତ୍ତ୍ବେ ବି ଲୋକ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି  । କାରଣ ଆପଣ ଯେକୌଣସି ବି ତରକାରୀ ପ୍ରସ୍ତୁତ କରନ୍ତୁ ,…

କେନ୍ଦୁଝର ମଣ୍ଡୁଆ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ମୃତ ,ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଣ୍ଡୁଆ ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ।  ଏକ ବୁଲେଟ୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ଘଟଗାଁର  ଜେ୍ୟାତିରଞ୍ଜନ…

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର

ପୁରୀ: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି। ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି ଅଧିକ ଚିକିତ୍ସା ପାଇଁ । ଗତକାଲି…

ବାହାର ରାଜ୍ୟକୁ ଚାଲାଣ ବେଳେ ୨୪ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ

ବଲାଙ୍ଗୀର: ବାହାର ରାଜ୍ୟକୁ ଚାଲାଣ ହେବା ବେଳେ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର। ତେଲଙ୍ଗାନାକୁ ଚାଲାଣ ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବା ବେଳେ ବାହେରେନ ସିଲେଟ ରାସ୍ତାରେ ପୋଲିସ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ଭିତରେ ୧୦ଜଣ ପୁରୁଷ, ୯ ମହିଳା ଓ ୫ ଶିଶୁ…

ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ପାରା ଆଥଲେଟଙ୍କ ସହ ସମୟ କାଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ଭାରତୀୟ ଆଥଲେଟ ୨୯ ସ୍ୱର୍ଣ୍ଣ ସମେତ ୧୧୧ ପଦକ ଜିତିଛନ୍ତି । ସ୍ୱଦେଶ ପ୍ରତ୍ୟାବର୍ତନ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ଆଥଲେଟମାନଙ୍କ ସହ ସମୟ କାଟିଥିଲେ । ମେଜର ଧ୍ୟାନଚାନ୍ଦ…

ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ, ଘରେ ପଶି ନାବାଳକକୁ ଛୁରାମାଡ଼

ଖୋର୍ଦ୍ଧା: ବଢିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ରାଜ ରାସ୍ତାରେ ହେଉ କିମ୍ବା ଘରେ ଭିତରେ ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଡକାୟତି, ଲୁଟ, ଆକ୍ରମଣ ଏବଂ ହତ୍ୟା କରିବା ଭଳି ଘଟଣା ଘଟଣାଇବାକୁ ପଛାଉନାହାଁନ୍ତି ଅପରାଧୀ। ଦିନକୁ ଦିନ ବଢିଚାଲିଛି ଅପରାଧ। ଏଭଳି ଏକ ଅପରାଧ ଘଟଣା…

ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବୃହତ ବିଜୟ

ପୁଣେ: ଚଳିତ ବିଶ୍ୱକପରେ କ୍ୱିଂଟନ ଡିକକ ଓ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ଦକ୍ଷିଣ ଆଫ୍ରିକାକୁ ୧୯୦ ରନରେ ଶୋଚନୀୟ ଭାବେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୩୫.୩ ଓଭରରେ ୧୬୭ ରନ…

ଇସ୍ରାଏଲ ସହ କୂଟନୀତି ସମ୍ପର୍କ ଚ୍ଛିନ୍ନ କଲା ବୋଲିଭିଆ

ତେଲ ଅଭୀବ: ଗାଜାରେ ପ୍ରବେଶ କରି ହମାସ ଆତଙ୍କବାଦୀଙ୍କୁ ମାରିବା ନେଇ ଇସ୍ରାଏଲ ଉପରେ ମୁସଲମାନ ଦେଶଗୁଡିକ କ୍ଷୁବ୍ଧ ହେବାରେ ଲାଗିଛନ୍ତି । ଏହା ମଧ୍ୟରେ ଲ୍ୟାଟିନ ଆମେରିକୀୟ ଦେଶ ବୋଲିଭିଆ ତାର କୂଟନୈତିକ ସମ୍ପର୍କ ଇସ୍ରାଏଲ ସହ ଚ୍ଛିନ୍ନ କରିଛି । ଗାଜାରେ ହେଉଥିବା ଇସ୍ରାଏଲ ଆକ୍ରମଣକୁ ଆମେ…

ସଡ଼କ ଦୁର୍ଘଟଣାର ତାଜା ରିପୋର୍ଟ ଅବାକ୍ କରିଦେବ ଆପଣଙ୍କୁ ! ସତର୍କରେ ଚଲାନ୍ତୁ ଗାଡ଼ି

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୨୨ ମସିହାରେ ଘଟିଥିବା ସଡ଼କ ଦୁର୍ଘଟଣାର ତଥ୍ୟ। ଏହି ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଭାରତରେ ୧୮-୬୦ ବର୍ଷ ବୟସର ଶ୍ରମିକମାନେ ସର୍ବାଧିକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତ ବର୍ଷ ସଡ଼କ ଦୁର୍ଘଟଣାରେ ସମୁଦାୟ ୧.୬ ଲକ୍ଷ ମୃତ୍ୟୁ ଘଟିଥିଲା ​​ଏବଂ ୪…