Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନରେ ଇଡି-ଏସିବି ଟକ୍କର: ଲାଞ୍ଚ ଅଭିଯୋଗରେ ଇଡି ଅଧିକାରୀଙ୍କୁ ଜେଲରେ ପୁରାଇଲା ଏସିବି

ଜୟପୁର:  ରାଜସ୍ଥାନରେ ବିଗତ ଦିନରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘଣେ ଇଡି ଚଢାଉ କରିଥିଲା । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଜେରା କରିଥିଲା । ଏବେ ରାଜସ୍ଥାନ ଏସିବି ଇଡିର ଜଣେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଗାଜା ଶରଣାର୍ଥୀ ଶିବିର ଉପରେ ଆକ୍ରମଣରେ ୧୯୫ ପାଲେଷ୍ଟାଇନୀଙ୍କ ମୃତ୍ୟୁ: ମୃତକ ମଧ୍ୟରେ ଅଛନ୍ତି ୨ ହମାସ କମାଣ୍ଡୋ

ନୂଆଦିଲ୍ଲୀ:ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୧୯୫ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଛି । ୧୨୦ ଜଣ ଏବେ ବି ଧ୍ୱସସ୍ତୁପ ତଳେ ନିଖୋଜ ଅଛନ୍ତି । ୭୭୭ ଜଣ ଆହତ ହୋଇଛନ୍ତି । ପାଲେଷ୍ଟାଇନ ପକ୍ଷରୁ ଧ୍ୱସସ୍ତୁପ ତଳୁ ଉଦ୍ଧାର କାର୍ଯ୍ୟ ଆାରମ୍ଭ ହୋଇଛି ।…

ଶରଣାର୍ଥୀଙ୍କୁ ଜୋର ଜବରଦସ୍ତ ଆଫଗାନିସ୍ତାନ ପଠାଇବା ନେଇ ପାକିସ୍ତାନ-ତାଲିବାନ ମୁହାଁ ମୁହିଁ

ଇସଲାମବାଦ: ପାକିସ୍ତାନ ଓ ତାଲିବାନ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି । ପାକିସ୍ତାନରେ ରହୁଥିବା ୧୭ ଲକ୍ଷ ଆଫଗାନ ଶରଣାର୍ଥୀଙ୍କୁ ଜୋର ଜବରଦସ୍ତ ପଠାଇବା ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଇତି ମଧ୍ୟରେ ୧୪୩, ୧୩୫ ଜଣଙ୍କୁ ପାକିସ୍ତାନ ସରକାର ଆଫଗାନିସ୍ତାନ ପଠାଇ ସାରିଛନ୍ତି । ଅନ୍ୟ…

ଟ୍ୟୁସନ୍ ଫି ପାଇଁ ତଣ୍ଟି କାଟି ନାବାଳକକୁ ହତ୍ୟା : ଡିସିପି

ଖୋର୍ଦ୍ଧା : ଜଟଣୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣା  । ଟିଉସନ୍ ଫି ପାଇଁ ନାବାଳକକୁ ହତ୍ୟା କରାଯାଇଛି । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ଭୁବନେଶ୍ବର ଡିସିପି ପ୍ରତୀକ ସିଂ  । ମୃତ ବାଳକ ଶୁଭମ୍ ସ୍ବରୂପ ପାଲଟାସିଂ ର ବାପା ଏବଂ ମାଆ ଟ୍ୟୁସନ୍ କରନ୍ତି । ହତ୍ୟା କରିଥିବା ଯୁକ୍ତ…

ଭାରତ-ଶ୍ରୀଲଙ୍କା ମ୍ୟାଚରେ ଏହି ରେକର୍ଡ ଉପରେ ରହିବ ନଜର

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ହେବାକୁ ଥିବା ଭାରତ-ଶ୍ରୀଲଙ୍କା ମ୍ୟାଚରେ ଏହି ରେକର୍ଡ ଉପରେ ନଜର ରହିବ । ଓଭରାଲ ଭାରତ ପଲା ଭାରୀ ଥିବା ବେଳେ ବିଶ୍ୱକପରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ନାକେଦମ କରିଛି । ଜବରଦସ୍ତ ଫର୍ମରେ ଥିବା ବିରାଟ କୋହଲି ଏହି ମ୍ୟାଚରେ ଶତକ ହାସଲ କରି…

ଟଙ୍କା ବଦଳ ପାଇଁ ଆଜି ବି ଆରବିଆଇ ସାମ୍ନାରେ ଲାଗିଛି ଲମ୍ବା ଧାଡ଼ି

ଭୁବନେଶ୍ୱର: ଟଙ୍କା ବଦଳ ପାଇଁ ଆଜି ବି ଆରବିଆଇ ସାମ୍ନାରେ ଲାଗିଛି ଭିଡ । ଏକଦମ ଲମ୍ବା ଧାଡି । ସକାଳୁ ସକାଳୁ ଏହି ଧାଡି ଲାଗିଥିବା ଦେଖିବାକୁ ମିଳିଛି । ଗତକାଲି ଇଓଡବ୍ଲ୍ୟୁ ଏବଂ ଇଡି ଖୋଳତାଡ କରିବା ପରେ ବି କିଛି ଫରକ ପଡିନି । ହେଲେ ଏ ଯାଏ ଧରାପଡୁନି ଏ ଟଙ୍କା କିଏ ଦେଉଛି  ।…

୫୮ ବର୍ଷରେ କିଙ୍ଗଖାନ୍ : ଅଧରାତିରେ ଛାତ ଉପରକୁ ଆସି ଫ୍ୟାନ୍ସଙ୍କୁ ଜଣାଇଲେ ଅଭିବାଦନ

ମୁମ୍ବାଇ : ଆଜି ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଥାପିଛନ୍ତି  ବାଦଶାହ । ୧୯୬୫ ମସିହା ଆଜିର ଦିନରେ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ । ଜୀବନରେ ଅନେକ ସଂଘର୍ଷର ପାହାଡ ଅତିକ୍ରମ କରି ସେ ଆଜି ସଫଳତାର ଶୀର୍ଘରେ…

ଆଜି ଇଡିରେ ହାଜର ହେବେନି ମୁଖ୍ୟମନ୍ତ୍ରୀ କେଜରିୱାଲ; ମଧ୍ୟପ୍ରଦେଶରେ କରିବେ ରୋଡ ଶୋ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି । ମିଳିଥିବା ସୂଚନା ଅନୁସାରେ କେଜ୍ରିୱାଲ ଆଜି କିଛି ସମୟ ମଧ୍ୟରେ ମଧ୍ୟପ୍ରଦେଶ ସିଙ୍ଗରୋଲୀ ଗସ୍ତରେ ବାହାରିବେ । ସେଠାରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଭାଗ…

ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍ : ଘର ସମେତ ମୋଟ୍ ୯ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ : ଆଉ ଜଣେ ଦିଲ୍ଲୀ ମନ୍ତ୍ରୀଙ୍କ ଘରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍ କରିଛି । ଆନନ୍ଦଙ୍କ ଘର ସମେତ ମୋଟ୍ ୯ଟି ସ୍ଥାନରେ ଚଢାଉ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିରେ ହାଜର…

ଇଡିରେ ହାଜର ପୂର୍ବରୁ ‘ନୋଟିସ୍’ ରାଜନୈତିକ ପ୍ରଣୋଦିତ କହିଲେ ଅରବିନ୍ଦ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ଇଡିରେ ହାଜର ହେବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ତାଙ୍କୁ ଇଡି ଦ୍ୱାରା ହୋଇଥିବା ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଆଜି ଏହି ମାମଲାରେ  ତାଙ୍କୁ ପଚରାଉଚରା କରାଯିବା ସହ ତାଙ୍କର ବୟାନ ରେକର୍ଡ…