Latest Odisha News
Browsing Category

ଫିଚର

ପ୍ରତି ଗାଁରେ ମୋବାଇଲ ଟାଓ୍ବାର ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ନେଟଓ୍ବର୍କ କଭରେଜ ସଫଳତା ହାସଲ କରିବା ପାଇଁ ସମସ୍ତ ଗାଁରେ ମୋବାଇଲ୍ ଟାଓ୍ୱର ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗକୁ ୨୦୨୪ ମାର୍ଚ୍ଚ ସୁଦ୍ଧା ସମୟସୀମା ଧାର୍ଯ୍ଯ କରିଛନ୍ତି। ବୁଧବାର ପିଏମ୍-ପ୍ରଗତି ବୈଠକରେ ମୋଦି ମୋବାଇଲ୍…

ବିଜେପିର ୨୦୨୪ ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ରାମ ମନ୍ଦିର ପ୍ରତିଷ୍ଠା!

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବିଜେପିର ୨୦୨୪ ଲୋକସଭା ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ନିଜ ନିଜ ଭାଷଣରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାମ ମନ୍ଦିରର ନିର୍ମାଣ ସୋମନାଥ ମନ୍ଦିରର…

ଇଣ୍ଡିଆକୁ ଭାରତ ବୋଲି ଲେଖିବା ପ୍ରସଙ୍ଗରେ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇନି: ଏନସିଇଆରଟି

ନୂଆଦିଲ୍ଲୀ: ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ନୂଆ ପାଠ୍ୟପୁସ୍ତକରେ 'ଇଣ୍ଡିଆ' ବଦଳରେ 'ଭାରତ' ବ୍ୟବହାର କରିବାକୁ ସୁପାରିସ କରିଛି। କମିଟି ସ୍କୁଲ ପାଠ୍ୟକ୍ରମରେ ହିନ୍ଦୁ ଯୋଦ୍ଧାଙ୍କ…

ଶିଶୁ ଯୌନ ଶୋଷଣ ବିଷୟବସ୍ତୁ ହଟାଇବାରେ ବିଫଳ ହେଲେ ସୋଶିଆଲ ମିଡିଆ କମ୍ପାନୀ ନିଜର ପ୍ରତିରକ୍ଷା ହରାଇପାରନ୍ତି

ନୂଆଦିଲ୍ଲୀ: ଭାରତ ସରକାର ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ଶିଶୁ ଯୌନ ଶୋଷଣ ସାମଗ୍ରୀ, ଭୁଲ୍ ସୂଚନା ଏବଂ ଧାର୍ମିକ ଉତ୍ତେଜନା ଭଳି କ୍ଷତିକାରକ ବିଷୟବସ୍ତୁକୁ ହଟାଇବାରେ ବିଫଳ ହୁଅନ୍ତି, ତେବେ ସେମାନେ ଆଇଟି ଆକ୍ଟରେ ନିଜର…

ପୂର୍ବତନ ଆଇଏଏସ୍ ଅଫିସର ପାଣ୍ଡିଆନଙ୍କୁ ରାଜନୈତିକ ନେତା ଭାବେ ଗ୍ରହଣ କରିବେ ତ ଲୋକେ?

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ଭି. କେ. ପାଣ୍ଡିଆନ 2024ରେ ରାଜନୀତିରେ ପ୍ରବେଶ କରି ନିର୍ବାଚନ ଲଢ଼ିବା ନେଇ ବିଜେଡି ନେତାମାନେ କଳ୍ପନାଜଳ୍ପନା କରୁଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ତାଙ୍କୁ ଗ୍ରହଣ କରିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ପାଣ୍ଡିଆନଙ୍କୁ…

ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ହିଂସା, ଦୁଇ ଆହତ

ଭୁବନେଶ୍ୱର: ବୁଧବାର ରାତିରେ ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରସୁଲଗଡ଼ ପୂଜା ମଣ୍ଡପର ମେଢ଼କୁ ଏକ ଭବ୍ୟ ଶୋଭାଯାତ୍ରାରେ ନିଆଯିବା ବେଳେ ଏହି ଅଘଟଣ ଘଟିଛି। କିଛି ଦୁର୍ବୃତ୍ତ ପୂଜା କମିଟି ସଦସ୍ୟ ଓ ଉତ୍ସବରେ ଭାଗ…

ଜାନୁଆରୀ ୫ରେ ଓଡ଼ିଶା ଭୋଟରଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖରେ ଓଡ଼ିଶାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସିଇଓଙ୍କ ଦ୍ୱାରା ଡକାଯାଇଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକରେ ଏହି ତଥ୍ୟ…

ରାଜ୍ୟ ସରକାରଙ୍କ କ୍ରୀଡ଼ା ବିକାଶ ପଦକ୍ଷେପକୁ ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ…

ଛାତ୍ରଙ୍କ ମାଡ଼ରେ ଚାଲିଗଲା ଅଧ୍ୟାପକଙ୍କ ଜୀବନ, ଦୀର୍ଘ ୮ ମାସ ଧରି ଚାଲିଥିଲା ଚିକିତ୍ସା

ଝାରସୁଗୁଡ଼ା: ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଦୀର୍ଘ ଆଠ ମାସ ଧରି ତାଙ୍କର ବୁର୍ଲାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ ଅଧ୍ୟାପକ। ଫେବୃଆରୀ ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଛାତ୍ରଙ୍କ ମାଡ଼ରେ…

ଇସ୍ରାଏଲ୍‌ର ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା, ଇସଲାମ ଆତଙ୍କବାଦ ବିରୋଧରେ ଲଢେଇକୁ କଲେ ସମର୍ଥନ

ମୁମ୍ୱାଇ: ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟିଲେ ବଲିଉଡ଼ କ୍ଵିନ୍‌ କଙ୍ଗନା ରଣାୱତ୍‌। ମଙ୍ଗଳବାର ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ କାର୍ଯ୍ୟାଳୟରେ ନାଓର ଗିଲୋନଙ୍କ ସହ କଙ୍ଗନାଙ୍କ ବୈଠକ ହୋଇଥିଲା। ଦଶହରା ଅବସରରେ କଙ୍ଗନା ରାବଣପୋଡି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ। ଏହା ପରେ…