Latest Odisha News

BREAKING NEWS

Browsing Category

ଫିଚର

ଅବସର ଘୋଷଣା କଲେ ଇଂଲଣ୍ଡ ପେସର ଡେଭିଡ ୱିଲୀ

ଲଣ୍ଡନ: ଇଂଲଣ୍ଡ ପେସ ବୋଲର ଡେଭିଡ ୱିଲୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପ ୨୦୨୩ରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ନିଷ୍ପତି ନେଇଛନ୍ତି । ମୁଁ କେବେ ବି ଅବସର କଥା ଚିନ୍ତା କରି ନ ଥିଲି । ଇଂଲଣ୍ଡ ପକ୍ଷରୁ ଖେଳିବା ସର୍ବଦା ମୋ ପାଇଁ ସ୍ୱପ୍ନ ଥିଲା…

୨୦ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । ୨ ହଜାର ଟଙ୍କା ବଦଳାଇବେ । ହେଲେ ୨ ଦିନ ପରେ ବି ମୂଲିଆଙ୍କ ପାଖରୁ ଟଙ୍କାର ଭଣ୍ଡାର…

ଗଞ୍ଜେଇ ଚାଷ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଲା ଏହି ସଂଗଠନ !

ଅମରାବତୀ: ଏକ ସ୍ବେଚ୍ଛାସେବୀ ସଂଗଠନ ବିଶାଖାପାଟନମରେ ଗଞ୍ଜେଇ ଚାଷ କରିବା ପାଇଁ ଅନୁମତି ମାଗିଛି। ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଚିଠି ଲେଖାଯାଇଛି। ସଂଗଠନ ଜନ ଜାଗରଣ ସମିତି ଦ୍ୱାରା ଏହି ଜନ ନିଷେଧ ଚାଷ ପାଇଁ ଅନୁମତି ମାଗିବା ପ୍ରସଙ୍ଗ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

୫ଜି ଆସିବା ପରେ ମଧ୍ୟ ବଢିବନି ମୋବାଇଲ ବିଲ୍, ଶୁଳ୍କ ବୃଦ୍ଧି କରିବନି ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମଧ୍ୟ ହେବନି ଜିଓର ରିଚାର୍ଜ ପ୍ଲାନ। ପ୍ରତିବର୍ଷ ଡିସେମ୍ବର ପୂର୍ବରୁ ରିଚାର୍ଜ ଯୋଜନାଗୁଡିକ ମହଙ୍ଗା ହେବା ବିଷୟରେ ଆଲୋଚନା ଆରମ୍ଭ ହୁଏ। କିନ୍ତୁ ଏବେ ଖବର ଆସିଛି ୫ଜି ଆସିବା ପରେ ମଧ୍ୟ ଜିଓ ବଢାଇବନି ମୋବାଇଲ ବିଲ୍। ଦେଶର ଦୁଇଟି…

ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦ, ଝାରସୁଗୁଡାରେ ଅନୁଭବ ଏବଂ ଅରିନ୍ଦମଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା: ଥମୁନି କଳାକାର କଳି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ଝାରସୁଗୁଡାରେ ଆଜି ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ନିକଟରେ ସମ୍ବଲପୁରର ପ୍ରେକ୍ଷାଳୟରୁ…

ଦାୟିତ୍ୱ ନେବାପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ପୁରୀ: ଦାୟିତ୍ବ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଗତକାଲି (ମଙ୍ଗଳବାର) ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ତେବେ ରାଜ୍ୟପାଳ…

ସୁଶାନ୍ତ ସିଂହଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଙ୍କିତା, ଖୋଲିଲେ ବ୍ରେକଅପର ରାଜ

ମୁମ୍ବାଇ: ୭ ବର୍ଷର ସମ୍ପର୍କ  । ଖୁବ ସୁନ୍ଦର ଥିଲା । ବୁଝାମଣା ବି ଭଲ ଥିଲା । କ’ଣ ହେଲା କେଜାଣି ତାଙ୍କ ଆଖିରେ ଆଉ ସେ ଭଲ ପାଇବା ଦେଖିବାକୁ ପାଇଲିନି । ଆଉ ତା ପରେ ବ୍ରେକ ଅପ । ଏବେ ବି ଜାଣେନି ସୁଶାନ୍ତ ମୋ ଠାରୁ କାହିଁକି ଦୂରେଇ ଗଲେ । ମରିଗଲେ, ହେଲେ ଦୂରେଇବାର କାରଣ ଥରେ ବି…

ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ । ଜିଲ୍ଲାରେ ଲକ୍ଷ୍ଣୀ…

ସାରା ଦେଶରେ ବିଜୁଳି ବ୍ୟବହାରରେ ପାଞ୍ଚ ରାଜ୍ଯ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତର ମୋଟ ବାର୍ଷିକ ବିଜୁଳି ବ୍ୟବହାର ଆର୍ଥିକ ବର୍ଷ ୨୦୨୨ରେ ୧,୩୦୦ ବିଲିୟନ kwh ଅତିକ୍ରମ କରିଛି, ଯାହା ଦୀର୍ଘ ୧୦ ବର୍ଷରେ ଅର୍ଥାତ ୨୦୧୨ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୭୦% ବୃଦ୍ଧି। ଶିଳ୍ପ ଓ ଘରୋଇ କ୍ଷେତ୍ର ଏହି ଅଭିବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡିଛି।…