Latest Odisha News

BREAKING NEWS

Browsing Category

ଫିଚର

ନୀରବି ଯାଇଛି କୋଳାହଳ, ଚାରିଆଡ ଖାଁ..ଖାଁ…ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ଆଜି ସବୁଆଡ ଲାଗୁଛି ଖାଁ..ଖାଁ..ଶୂନଶାନ । ଯେମିତି ବନ୍ଧୁବାନ୍ଧବରେ ପରିପୂର୍ଣ୍ଣ ଗହଳି ଘର ହଠାତ ନୀରବି ଯାଇଛି । ପୂଜା ମଣ୍ଡପ ଶୂନ୍ୟ ପଡିଛି । ମା’ ଅଛନ୍ତି ହେଲେ ଭିଡ ନାହିଁ  । ଠାଏ ଠାଏ ଖୋଲା ହେବାକୁ ଲାଗିଲାଣି ତୋରଣ । ଆଜି ମେଲାଣି ନେବା ମା’ । ସେଥିପାଇଁ ବୋଧହୁଏ…

ନିଜ୍ଜର ହତ୍ୟା ମାମଲାରେ ଟ୍ରୁଡୋଙ୍କୁ ଝଟକା:ଭାରତ ସପକ୍ଷରେ ଛିଡା ହେଲେ କାନାଡା ବିରୋଧୀ ଦଳ ନେତା

ନୂଆଦିଲ୍ଲୀ:ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ-କାନାଡା ସମ୍ପର୍କରେ ତିକ୍ତତା ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ  ଟ୍ରୁଡୋଙ୍କୁ ଲାଗିଛି ବଡ ଝଟକା । କାନାଡାର କନଜରଭେଟିଭ ପାର୍ଟିର ମୁଖ୍ୟ ତଥା ବିରୋଧୀ ଦଳ ନେତା ପିୟରେ ପୋଇଲିବ୍ରେ କହିଛନ୍ତି, ୮ ବର୍ଷ…

ମହମ୍ମୁଦାଲ୍ଲା ଏକାକୀ ଲଢ଼ିଲେ: ଦକ୍ଷିଣ ଆଫ୍ରିକା ନିକଟରୁ ବାଂଲାଦେଶର ଶୋଚନୀୟ ପରାଜୟ

ୱାଙ୍ଖେଡ: ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ୧୪୯ ରନରେ ଶୋଚନୀୟ ଭାବେ ବାଂଲାଦେଶକୁ ପରାସ୍ତ କରିଛି । କ୍ୱିଂଟନ ଡିକକ ଓ ହେନରୀ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରମାନେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲେ । ୩୮୩ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ…

ବାତ୍ୟା ହାମୁନ୍ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବୁଧବାର ବାଂଲାଦେଶ ଉପକୂଳ ଅତିକ୍ରମ କରିବ

ନୂଆଦିଲ୍ଲୀ: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ 'ହାମୁନ୍' ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି…

ଭୋଟର ତାଲିକା ସଂଶୋଧନ ପାଇଁ ୫୩ ଓଏଏସ୍ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ଓଡ଼ିଶା ସରକାର ଭୋଟର ତାଲିକାର ସଂଶୋଧନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୫୩ ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ଏକ ସରକାରୀ ବିଜ୍ଞପ୍ତିରେ ଏହି ବଦଳି ସମ୍ପର୍କରେ ଘୋଷଣା କରାଯାଇଛି।…

ଖେଳାଳିଙ୍କ ସହ ଚୁକ୍ତି କଲା ଇସିବି, ଷ୍ଟୋକ୍ସ ବର୍ଷେ ପାଇଁ ଅନୁବନ୍ଧ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ବୋର୍ଡ ମଙ୍ଗଳବାର ଖେଳାଳିମାନଙ୍କ ସହ ନୂତନ ଚୁକ୍ତି ମିଆଦର ଘୋଷଣା କରିଛି । ତେବେ ଏଥିରେ ଟେଷ୍ଟ ଟିମ ଅଧିନାୟମ ବେନ ଷ୍ଟୋକ୍ସଙ୍କୁ ବର୍ଷେ ପାଇଁ ଚୁକ୍ତିବଦ୍ଧ କରାଯାଇଛି । ସେହିପରି ୪୧ ବର୍ଷୀୟ ପେସ ବୋଲର ଜେମ୍ସ ଆଣ୍ଡରସନଙ୍କୁ ମଧ୍ୟ ଗୋଟିଏ ବର୍ଷ ପାଇଁ ଚୁକ୍ତି…

ଏସିଆନ ପାରା ଗେମ୍ସ: ଦ୍ୱିତୀୟ ଦିବସରେ ଭାରତକୁ ୧୮ ପଦକ

ହାଙ୍ଗଝୋଉ: ପାରା ଏସିଆନ ଗେମ୍ସର ଦ୍ୱିତୀୟ ଦିବସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ କରି ୪ ସ୍ୱର୍ଣ୍ଣ ସମେତ ୧୮ ପଦକ ଜିତିଛନ୍ତି । ପ୍ରଥମ ଦିବସରେ ଭାରତ ୧୭ ପଦକ ହାସଲ କରିଥିଲେ । ପ୍ରାଚୀ କାନୋଇ କେଏଲ୨ ଇଭେଂଟରେ ସ୍ୱର୍ଣ୍ଣ ଜିତିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଟି୨୦ ୪୦୦…

ବିଜୟା ଦଶମୀରେ ଅସ୍ତ୍ର ପୂଜା ଭାରତ ଆଧିପତ୍ୟ ପାଇଁ ନୁହେଁ ବରଂ ସୁରକ୍ଷା ପାଇଁ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତରେ କୌଣସି ଭୂମି ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ନୁହେଁ ବରଂ ନିଜ ଭୂମିର ସୁରକ୍ଷା ପାଇଁ ଅସ୍ତ୍ର ପୂଜା କରାଯାଏ। ବିଜୟା ଦଶମୀରେ ଶସ୍ତ୍ର ପୂଜାର ପରମ୍ପରା ରହିଛି। ଭାରତ ମାଟିରେ କୌଣସି…

ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଲେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଖେଳାଳିମାନେ

ନୂଆଦିଲ୍ଲୀ: ଭାରତରେ ଏବେ ଦିନିକିଆ ବିଶ୍ୱକପ କ୍ରିକେଟ ଚାଲିଛି । ମଙ୍ଗଳବାର ନ୍ୟୁଜିଲାଣ୍ଡ ଟିମର ନିୟମିତ ଅଧିନାୟକ କେନ ୱିଲିୟମସନଙ୍କ ସମେତ ଅନ୍ୟ ଖେଳାଳିମାନେ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି । ଖେଳାଳିମାନେ ମୈକ୍ଲେଇଗଜର ମୂଖ୍ୟ ବୌଦ୍ଧ ମନ୍ଦିର ଯିବା ସହ ତିବ୍ଦତୀୟ ଧର୍ମଗୁରୁ ଦଲାଇ…

କେବଳ ଏସି ପାଇଁ ଭାରତର ବିଜୁଳି ଚାହିଦା ଆଫ୍ରିକାର ମୋଟ୍ ବ୍ୟବହାରକୁ ଅତିକ୍ରମ କରିବ!

ନୂଆଦିଲ୍ଲୀ: ଏୟାର କଣ୍ଡିସନର  ବା ଏସି ପାଇଁ ଭାରତର ବିଦ୍ୟୁତ୍ ଚାହିଦା ୨୦୫୦ ସୁଦ୍ଧା ୯ ଗୁଣ ବୃଦ୍ଧି ପାଇବ, ଯାହାକି ଆଜି ଆଫ୍ରିକାର ମୋଟ ବିଦ୍ୟୁତ୍ ବ୍ୟବହାରଠାରୁ ଅଧିକ। ଭାରତର ଜନସଂଖ୍ୟା ବୃଦ୍ଧି, ସହରୀକରଣ, ଆୟ ବୃଦ୍ଧି ଭଳି ଅନେକ କାରଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଇଣ୍ଟରନ୍ୟାସନାଲ…