Latest Odisha News

BREAKING NEWS

Browsing Category

ଫିଚର

ସାନିଟାଇଜ ହେଲା ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ପୁରା ରାଜଧାନୀକୁ ଜୀବାଣୁ ମୁକ୍ତ କରିବା ପାଇଁ କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱର ବାପୁଜୀ ନଗରର ଅଂଚଳକୁ ସାନିଟାଇଜ କରାଯାଇଛି ।ରାଜମହଲ ଛକରୁ ଶିଶୁଭବନ ଛକ ମଧ୍ୟରେ ଥିବା ସମସ୍ତ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ରୂପାନୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଗୁଜରାଟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାମହାରୀ କରୋନା ସମୟରେ ଗୁଜରାଟରେ ଅନେକ ଓଡ଼ିଅ ଫସି ରହିଛି । ସେଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

କୋଭିଡ୍‌-୧୯; ବେଙ୍ଗାଲୁରୁରେ ଜବତ ୧୨ ହଜାର ନକଲି N95 ମାସ୍କ !

ବେଙ୍ଗାଲୁରୁ: ମଙ୍ଗଳବାର ଏକ ଗୋଦାମରୁ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଂଚ(CCB) ଚଢାଉ କରି ୧୨ ହଜାର ନକଲି ମାସ୍କ ଜବତ କରିଛି । Karnataka: Bengaluru Central Crime Branch (CCB) has seized 12,000 fake N95 masks; further investigation underway…

କରୋନା ସହାୟତା; ୪ବର୍ଷର ସଞ୍ଚିତ ଅର୍ଥ ପ୍ରଦାନ କଲେ କୁନି ଝିଅ

ବ୍ରହ୍ମପୁର: କରୋନାଭାଇରସର ମୁକାବିଲା ଲାଗି ଅନେକ ବ୍ୟକ୍ତି ଅଳ୍ପବହୁତ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଓଡିଶାର ଏହି କୁନି ଝିଅର ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି । ଏପରିକି ତାଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି । କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢେଇ ଲାଗି ମୁଖ୍ୟମନ୍ତ୍ରୀ ନବୀନ…

୧୬ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ନୋଏଡା କମ୍ପାନୀ ହେଲା ସିଲ, ମାମଲା ରୁଜୁ

ନୋଏଡା: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଏବେ କଡା ପଦକ୍ଷେପ ନେଉଛନ୍ତି । ନୋଏଡା ସ୍ଥିତ ସିଜଫାୟାର କମ୍ପାନୀକୁ ନୋଏଡା ଜିଲ୍ଲା ପ୍ରଶାସନ ସିଲ କରିଦେଇଛନ୍ତି । ଏହି କମ୍ପାନୀ ସେକ୍ଟର ୧୩୫ରେ ଅଛି । ସିଜଫାୟାର କମ୍ପାନୀ ସହିତ ଜଡିତ ୧୬ ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ…

ଦିଲ୍ଲୀ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ସାମିଲ ୨୪ ଜଣଙ୍କ କରୋନା ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ଧାର୍ମିକ ସମାବେଶରେ ସାମିଲ ହୋଇଥିବା ୨୪ ଜଣଙ୍କ କରୋନାଭାଇରସ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । 24 people who were present at the Markaz building,…

କୋଭିଡ-୧୯ ଲକଡାଉନ; କଟକରେ ଔଷଧର ହୋମ ଡେଲିଭରି ଆରମ୍ଭ

କଟକ: କୋଭିଡ-୧୯ର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବା ବେଳେ କଟକ ମ୍ୟୁନସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ଔଷଧ ଗୁଡିକର ହୋମ୍ ଡେଲିଭରି ସେବା ଆରମ୍ଭ କରାଯାଉଛି । ନିମ୍ନରେ ମେଡିସିନ୍ ଷ୍ଟୋର ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି, ଜାଣନ୍ତୁ...…

କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହେଲେ ବ୍ରିଟେନ ପ୍ରିନ୍ସ ଚାର୍ଲସ

ଲଣ୍ଡନ: ନିକଟ ଅତୀତରେ ୭୧ ବର୍ଷୀୟ ବ୍ରିଟେନ ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ସେ ଏବେ (କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ…

କରୋନା ଲକଡାଉନ: ୨ ସପ୍ତାହ ପାଇଁ ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ

ଭୁୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଘୋଷଣା ହୋଇଥିବା ଳକଡାଉନ ଫଳରେ ସହରାଞ୍ଚଳରେ ଥିବା ବୁଲା କୁକୁରମାନେ ଖାଇବାକୁ ପାଉ ନାହାଁନ୍ତି । ସେଥିପାଇଁ ଓଡିଶା ସରକାର କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି । ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ନଗର ଉନ୍ନୟନ ବିଭାଗକୁ…

ଗାଡି ଚାଳକଙ୍କୁ ଆଶ୍ୱସ୍ତି; ଜୁନ୍ ୩୦ ଯାଏଁ ବଢିଲା ଗାଡି ଡକ୍ୟୁମେଣ୍ଟ ବୈଧତା

ଭୁବନେଶ୍ୱର: ଦେଶରେ ଲକଡାଉନ ଯୋଗୁଁ ଡକ୍ୟୁମେଣ୍ଟ ନବୀକରଣ ସମ୍ଭବ ହେଉନଥିବାରୁ ଗାଡି ପରମିଟ୍ ଅବଧିକୁ ବଢାଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରଣାଳୟ । ଯାହାଫଳରେ ଫେବୃଆରୀ ୧ରୁ ସରୁଥିବା ଗାଡି ଡକ୍ୟୁମେଣ୍ଟ ଗୁଡିକୁ ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ବୈଧତା ପ୍ରାପ୍ତ ହେବ ।…