Latest Odisha News

BREAKING NEWS

Browsing Category

ଫିଚର

ବିଜେପି ସରକାର ୪୦% କମିସନ ନେଉଥିବା ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା କର୍ଣ୍ଣାଟକର ଠିକାଦାରଙ୍କ ଘରୁ ୪୦ କୋଟି ଜବତ!

ବେଙ୍ଗାଲୁରୁ: କର୍ଣ୍ଣାଟକର ଅନେକ ଠିକାଦାରଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗ ପକ୍ଷରୁ ଗତକାଲି ଗୁରୁବାର ଠାରୁ ଚଢ଼ାଉ ଓ ଜବତ ଅଭିଯାନ ଜାରି ରହିଛି। ଏହି ଚଢ଼ାଉକୁ ନେଇ କର୍ଣ୍ଣାଟର ରାଜନୀତିରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏହି ରେଡ୍ ବାବଦରେ ଆଇଟି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି…

ହାଇଭୋଲଟେଜ ମୁକାବିଲାରେ ବିରାଟ ନା ବାବର କିଏ କରିବେ କମାଲ? ଅହମଦାବାଦରେ ଅନୁଷ୍କା

ଅହମଦାବାଦ: ଭାରତ-ପାକିସ୍ତାନର ବିରାଟ କୋହଲି ଓ ବାବର ଆଜମ ବିଶ୍ୱର ଦୁଇ ଶ୍ରେଷ୍ଠ ବ୍ୟାଟର। ଆଜି ହେବାକୁ ଥିବା  ବିଶ୍ୱକପ ମୁକାବିଲାରେ ତାଙ୍କର ପ୍ରଦର୍ଶନ ଉପରେ ସାରା ବିଶ୍ବର ନଜର ରହିଛି। ଉଭୟ ଖେଳାଳି ଭଲ ଫର୍ମରେ ଅଛନ୍ତି, ଏବଂ ଉଭୟ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ସକ୍ଷମ। ୨୦୧୯ ଦିନିକିଆ…

ମୋର୍ଗାନଙ୍କ ମତରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଗେମ୍ ଚେଞ୍ଜର ବୁମ୍ ବୁମ୍ ବୁମ୍ରା

ଅହମଦାବାଦ: ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଅନ ମୋର୍ଗାନଙ୍କ ମତରେ ଚଳିତ ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲାରେ ଯଶପ୍ରୀତ ବୁମ୍ରା ହିଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବେ। ବୁମ୍ରା ଚଳିତ ଟୁର୍ଣ୍ଣାମେଣ୍ଟରେ ୧୩.୭୧ ହାରରେ ଛଅଟି ଓ୍ୱିକେଟ୍ ନେଇ ଚମତ୍କାର ଫର୍ମରେ ଅଛନ୍ତି। ପେସ୍ ବୋଲରଙ୍କ…

ପରିଣତ ବୟସରେ ଦୁଇ କୁଷ୍ଠରୋଗୀଙ୍କୁ ଜୀବନ ଜୀଇଁବାର ରାହା ଦେଖାଇଲା ପ୍ରେମ

ସୋର: ବାଲେଶ୍ୱରରେ ଥିବା  କୁଷ୍ଠରୋଗୀ ଆଶ୍ରୟସ୍ଥଳୀରେ ଏକ ବିରଳ ଓ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଆଶ୍ରୟସ୍ଥଳୀରେ ଦୁଇ ଜଣ ଅନ୍ତେବାସୀ ଦାସ ମାରାଣ୍ଡି (୬୩) ଓ ପଦ୍ମାବତୀ ଦାସ (୬୫) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକଙ୍କ…

ଅପରେସନ୍ ଅଜୟ: ଦ୍ବିତୀୟ ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ

ନୂଆଦିଲ୍ଲୀ : ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେ ସ୍ବଦେଶ ଫେରିଲେ ଭାରତୀୟ । ଦୁଇ ଶିଶୁଙ୍କ ସମେତ ୨୩୫ ଭାରତୀୟ ନାଗରିକଙ୍କୁ ନେଇ ଏହି ସ୍ବତନ୍ତ୍ର ବିମାନ ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି  ।  ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡିଥିଲା  । ବୈଦେଶିକ…

କାହିଁକି ଭାରତ-ପାକିସ୍ତାନ ମ୍ୟାଚକୁ ଅନେକଙ୍କ ଅପେକ୍ଷା ଥାଏ?

ଭୁବନେଶ୍ୱର: ଶନିବାର ଅପରାହ୍ନରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପୂର୍ବରୁ ସୀମାର ଉଭୟ ପାର୍ଶ୍ୱରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି। ଯଦିଓ ଦୁଇ ଦେଶ ମଧ୍ୟରେ ଶତ୍ରୁତା ଚରମସୀମାରେ ପହଁଚିଛି ଏବଂ ଅନ୍ତର୍ଜାତୀୟ ମଞ୍ଚରେ ପରସ୍ପରକୁ ବିରୋଧ କରିବାଠୁ…

ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ପ୍ରଥମ ମୋବାଇଲ ଟାୱାର : ବିଏସଏନଏଲ ସହ ମିଶି ନିର୍ମାଣ କଲା ଭାରତ

ନୂଆଦିଲ୍ଲୀ :  ଦେଶ ସ୍ବାଧୀନତାର ୭୬ ବର୍ଷ ପରେ  ସିଆଚେନ୍ ଗ୍ଲାସିଅରରେ ପ୍ରଥମ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି ।  ଯାହାକି ୧୫, ୫୦୦ ଫୁଟରୁ ଅଧିକ ଉଚ୍ଚରେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ଅଟେ  । ବିଏସଏନଏଲ ସହଯୋଗିତାରେ ଭାରତୀୟ ସେନା ପ୍ରଥମ ଥର ଏହି ମୋବାଇଲ ଟାୱାର ସ୍ଥାପନ କରିଛି…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣିଥରେ ଖୋଲିଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ

ବାରିପଦା: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଜାତୀୟ ଉଦ୍ୟାନ ମୌସୁମୀ ଋତୁ ପାଇଁ ପ୍ରାୟ ୫ ମାସ ବନ୍ଦ ରହିବା ପରେ ଆଜିଠୁ ପର୍ଯ୍ଯଟକଙ୍କ ପାଇଁ ପୁଣି ଖୋଲିଛି। ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ପାର୍କ ଭିତରକୁ ପ୍ରବେଶ କରିପାରିବେ। ଯଶିପୁର ପାର୍ଶ୍ୱରୁ କଳିଆଣି…

ଆଜି ପବିତ୍ର ମହାଳୟା: ପୁରୀରେ ପ୍ରବଳ ଗହଳି, ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ :ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ହେଉଛି ଶେଷ ଦିନ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି  । ଆଜି ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି  ।…

ନ୍ୟୁଜିଲାଣ୍ଡର କ୍ରମାଗତ ତୃତୀୟ ବିଜୟ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ନ୍ୟୁଜିଲାଣ୍ଡ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏହା କିୱି ଟିମର କ୍ରମାଗତ ତୃତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯ ୱିକେଟ ବିନିମୟରେ ୨୪୫ ରନ କରିଥିଲା । ମୁସ୍ତାଫିକର ରହେମାନ ୬୬, ମହମ୍ମୁଦାଲ୍ଲା ୪୧ ଓ ଶକୀବ ଉଲ ହାସନ…