Latest Odisha News

BREAKING NEWS

Browsing Category

ଫିଚର

ଦଳୀୟ ସଂଗଠନକୁ ମଜବୁତ କରିବାକୁ ୨୦୨୪ରେ ପୁରୀରୁ ପ୍ରାର୍ଥୀ ହେବେ କି ନବୀନ ଏବଂ ମୋଦୀ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ସେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ, ଏଥର ମଧ୍ୟ ସେ ସେପରି କରିପାରନ୍ତି ବୋଲି କେତେକ ରାଜନୈତିକ ବିଶ୍ଳେଷକ…

ବସ୍ତାର ବିଧାୟକ ପ୍ରାର୍ଥୀ ଭାବେ ରବି ଜେନାଙ୍କ ପତ୍ନୀଙ୍କ ଏଂଟ୍ରି, ନିତ୍ୟାନନ୍ଦ ଆଉଟ୍!

ବାଲେଶ୍ୱର: ପର୍ଯ୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଆଗାମୀ ନିର୍ବାଚନରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରି ବାଲେଶ୍ୱର ଜିଲ୍ଲାର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବା ଜଣାପଡିଛି। ଦଳର ଜନସମ୍ପର୍କ…

ଚିଟଫଣ୍ଡ କମ୍ପାନୀ କେଡବ୍ଲୁଆଇଏଲର ଉଦଳା ଶାଖା ପରିଚାଳକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ବାଲେଶ୍ୱର: ଜମାକାରୀଙ୍କୁ ଠକିଥିବା ଅଭିଯୋଗରେ ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ କୋଲକାତା ଓ୍ବାଇର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଉଦଳା ଶାଖା ପରିଚାଳକ ସଂଗ୍ରାମ କେଶରୀ ପାତ୍ରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ତାଙ୍କୁ ୬୧ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।…

ରୋଗୀ ମୃତ୍ୟୁକୁ ନେଇ ଡାକ୍ତର ଓ ନର୍ସ ଆକ୍ରମଣର ଶିକାର, ଗିରଫ ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: କଟକ-ପୁରୀ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର, ନର୍ସ ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଡ୍ୟୁଟିରେ ଥିବା ଡାକ୍ତର। ହସ୍ପିଟାଲ ସୂତ୍ରରୁ…

ଖୋର୍ଦ୍ଧା ଜିଲ୍ଲାରେ ୨୬ଟି ବହୁମୁଖୀ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ବାତ୍ୟା ସମୟରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଖୋର୍ଦ୍ଧା ଜିଲ୍ଲାରେ ୨୬ଟି ବହୁମୁଖୀ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କୋଠାଗୁଡ଼ିକ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାସହରା ହୋଇପଡ଼ିଥିବା ଲୋକଙ୍କ ପାଇଁ ବାତ୍ୟା…

ସହରାଞ୍ଚଳରେ ଶୀଘ୍ର ସେବା ଯୋଗାଇ ଦେବାକୁ ଓଏଏସ ଓ ଓଆରଏସ କ୍ୟାଡର ଅତିରକ୍ତ ପଦବୀ ସୃଷ୍ଟି

ଭୁବନେଶ୍ୱର: ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) କ୍ୟାଡରରେ ଅତିରିକ୍ତ ପଦବି ସୃଷ୍ଟି କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହରାଂଚଳରେ ଲୋକଙ୍କୁ…

ଭାରତର ୯ ଖେଳାଳିଙ୍କ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ରହିଛି ଖେଳିବା ଅଭିଜ୍ଞତା

ଅହମ୍ମଦାବାଦ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ପାକିସ୍ତାନ ବିପକ୍ଷରେ ଭାରତ ଏ ପର୍ଯ୍ୟନ୍ତ ବିଶ୍ୱକପରେ ଅପରାଜେୟ ରହିଛି । ୨୦୧୫ ଓ ୨୦୧୯ ବିଶ୍ୱକପ ପରି ଭାରତ ଏଥର ମଧ୍ୟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ…

ମଦ ପିଇ ସ୍କୁଲ ଆସୁଥିଲେ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନିଶାସକ୍ତ ଅବସ୍ଥାରେ ସ୍କୁଲ ଯାଉଥିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲାର ବୁରବିନାଜୁସ୍ଥିତ ସରକାରୀ ୟୁପି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଅଶ୍ୱିନୀ କୁମାର ନାୟକ ୪ ମାସ ତଳେ ଟିକାବାଲି ବ୍ଲକ୍ ଅନ୍ତର୍ଗତ…

ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ, ଧରାପିଡିଲେ ଡଲା ଗ୍ୟାଙ୍ଗର ୨ ଶୁଟର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ। ଧରାପିଡିଲେ ଡଲା ଗ୍ୟାଙ୍ଗର ଦୁଇ ଶୁଟର। ସୂଚନା ଅନୁସାରେ ରାଜଧାନୀରେ ବୁଧବାର ରାତିରେ ଏନ୍‌କାଉଣ୍ଟର ବେଳେ ପୋଲିସ ଉପରକୁ ଗ୍ରେନେଡ୍‌ ମାଡ଼ ଉଦ୍ୟମ ହୋଇଥିଲା। ତେବେ ଏହି ଘଟଣାରେ କାନାଡାର ଗ୍ୟାଙ୍ଗ୍‌ଷ୍ଟର ଆର୍ଶ ଡଲା…

ଦକ୍ଷିଣ ଆଫ୍ରିକା ନିକଟରୁ ଅଷ୍ଟ୍ରେଲିଆର ଶୋଚନୀୟ ପରାଜୟ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଦକ୍ଷିଣ ଆଫ୍ରିକା ୧୩୪ ରନରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଦକ୍ଷିଣ ୨ଟି ମ୍ୟାଚରେ ବିଜୟୀ ହୋଇଛି । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପରାଜିତ ହୋଇଥିଲା । ଦକ୍ଷିଣ…