Latest Odisha News

BREAKING NEWS

Browsing Category

ଫିଚର

ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା, 5T ଚେୟାରମ୍ୟାନ ହେଲେ ପାଣ୍ଡିଆନ୍

ଭୁବନେଶ୍ଵର: ସ୍ଵେଚ୍ଛାକୃତ ଅବସର ନେଲା ପରେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । 5T ଅଧକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବେ ଭିକେ ପାଣ୍ଡିଆନ । କ୍ୟାବିନେଟ ମନ୍ତ୍ରୀ ଭାବରେ 5T ଓ ନବୀନ ଓଡିଶାର ଚେୟାରମ୍ୟାନ ହେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ସିଧାସଳଖ କାମ କରିବେ…

ତାଇବାନରେ ସକାଳୁ ସକାଳୁ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୬

ତାଇପେ: ତାଇୱାନ ରାଜଧାନୀ ତାଇପେରେ ମଙ୍ଗଳବାର ସକାଳୁ ସକାଳୁ ଅନୁଭୂତ ହୋଇ ଯାଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି । ଏଥିସହିତ ନେପାଳରେ ମଧ୍ୟ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନିଉଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ, ଭୂକମ୍ପ ପ୍ରଭାବରେ ତାଇପେର…

ପାଲନପୁରରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ଦୁଇ ମୃତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାନ୍ଧୀନଗର: ଗୁଜୁରାଟର ପାଲନପୁରରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି। ବ୍ରିଜର ଭଙ୍ଗା ଅଂଶ ସିଧାସଳଖ ଟ୍ରାକ୍ଟର ଏବଂ ରିକ୍ସା ଉପରେ ପଡିଛି। ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବ୍ରିଜର ଭଙ୍ଗା ଅଂଶ ତଳେ ଜଣେ ବ୍ୟକ୍ତି ପୋତି ହୋଇଥିବାର ନଜର ଆସିଥିବା ବେଳେ ଉକ୍ତ ଘଟଣାରେ…

ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ଚେହେରାଙ୍କ ଅବସର

ଭୁବନେଶ୍ୱର: ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ଅବସର ଗ୍ରହଣ। 20 ଦିନ ବ୍ୟବଧାନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନ ଅବସର ଗ୍ରହଣ କରିଛନ୍ତି। ଜଣେ ସଚିବଙ୍କୁ ପ୍ରଶ୍ନ କରି ଚର୍ଚ୍ଚାକୁ ଆସି ନିଜ ଦ୍ବାରା ପ୍ରତିଷ୍ଠା ହୋଇଥିବା ଦୈନିକ ଖବରକାଗଜ ସମ୍ବାଦରୁ ଅବସର ଗ୍ରହଣ…

ବିଶ୍ୱକପ କ୍ରିକେଟ: ଦିନିକିଆରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ହରାଇଲା ଆଫଗାନିସ୍ତାନ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ସୋମବାର ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ୮ ୱିକେଟରେ ଐତିହାସିକ ବିଜୟ ହାସଲ କରିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଆଫଗାନିସ୍ତାନ ଖେଳାଳି ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ । ୨୮୩ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୯ ଓଭରରେ ୨ ୱିକେଟ ହରାଇ ହାସଲ…

ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍, ଦମ୍ପତିଙ୍କ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଲିଭ-ଇନ୍ ସମ୍ପର୍କକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଲିଭ୍-ଇନ୍ ରିଲେସନସିପ୍ ଉପରେ ମନ୍ତବ୍ୟ ଦେଇ ହାଇକୋର୍ଟ ଏହାକୁ ଟାଇମ ପାସ୍ କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟ ନିଶ୍ଚିତ ଭାବରେ ଲିଭ-ଇନ୍ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି, କିନ୍ତୁ…

ଡକାୟତି ଯୋଜନା ବେଳେ ମଞ୍ଚେଶ୍ଵର ପୋଲିସର ଚଢଉ, ୭ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ଦୁର୍ଗାପୂଜା ମଣ୍ଡପରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା ଏକାକୀ ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ଚାଲିଥିଲା ଯୋଜନା। ଯୋଜନା ସମ୍ପର୍କରେ ମଞ୍ଚେଶ୍ଵର ପୋଲିସ ସୂଚନା ପାଇବା ପରେ ପୋଲିସ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି।…

5ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭେ.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ସୋମବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭି.କେ ପାଣ୍ଡିଆନ ଗତ କିଛି ମାସ ଧରି ସାରା…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ବିଜୟଧାରାକୁ ଫେରିଲା ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ସୋମବାର ୭ ୱିକେଟରେ ବିହାରକୁ ହରାଇ ଓଡିଶା ପୁନର୍ବାର ବିଜୟଧାରାକୁ ଫେରିଛି । ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ଦେବବ୍ରତ ପ୍ରଧାନଙ୍କ ଚମତ୍କାର ବୋଲିଂ ଯୋଗୁ ବିହାର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୮ ରନ କରିବାକୁ ସକ୍ଷମ…

ବଙ୍ଗୋପସାଗରରେ ଭୟଙ୍କର ହେବାରେ ଲାଗିଛି ହାମୁନ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଆଇଏମଡି କହିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗଭୀର ଅବପାତ…