Latest Odisha News

BREAKING NEWS

Browsing Category

ଫିଚର

ପୋଷାକ କଟକଣା; ଏହି ସବୁ ଡ୍ରେସରେ ଗଲେ ଶ୍ରୀମନ୍ଦିରକୁ ମିଳିବ ପ୍ରବେଶ ଅନୁମତି

ପୁରୀ: "ଶାଳୀନତାପୂର୍ଣ୍ଣ ପୋଷାକ" କ'ଣ ? ଗତ କିଛି ଦିନ ହେବ ଶାଳୀନତାପୂର୍ଣ୍ଣ ପୋଷାକ ଉପରେ ବେଶ୍ ଚର୍ଚ୍ଚା ଚାଲିଥିଲା। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ କେଉଁ ପୋଷାକ ପିନ୍ଧିବେ ସେନେଇ ଆଲୋଚନା ଜୋର ଧରିଥିଲା। ତେବେ ଆଜି ଏହି ଦୂର ହେଲା ଦ୍ୱନ୍ଦ। କାରଣ ଭକ୍ତଙ୍କ ଲାଗି ସ୍ଥିର ହୋଇଛି ଡ୍ରେସ…

ହମାସ କବଳରେ ପଡିବା ବଦଳରେ ଝିଅର ମୃତ୍ୟୁ ଖବର ଶୁଣି ଖୁସୀ ହେଲେ ଇସ୍ରାଏଲର ଜଣେ ହତଭାଗା ବାପା

ନୂଆଦିଲ୍ଲୀ: ବାପା ମାଆ ନିଜ ସନ୍ତାନକୁ ଜୀବନଠାରୁ ବଳି ଭଲ ପାଇଥାନ୍ତି । କେବେ ଆପଣ ଚିନ୍ତା କରିଛନ୍ତି କି ଜଣେ ବାପା ତାର ୮ ବର୍ଷୀୟ ଝିଅର ମୃତ୍ୟୁ ଖବର ଶୁଣି ଖୁସି ହେବ । ନାଁ.... । ଏହି ଘଟଣା ଇସ୍ରାଏଲରେ ଘଟିଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ପ୍ରବେଶ କରି ରଚିଥିଲେ ନାରକୀୟ…

ଗୁଗୁଲରେ ଭୁଲରେ ବି କରନ୍ତୁ ନାହିଁ ଏଭଳି ସର୍ଚ୍ଚ, ଯାଇପାରନ୍ତି ଜେଲ !

ନୂଆଦିଲ୍ଲୀ: ଆଜିକାଲି ମନରେ ଯେକୌଣସି ପ୍ରଶ୍ନ ଆସେ ଆମେ ତୁରନ୍ତ ଗୁଗୁଲକୁ ଯାଇ ସର୍ଚ୍ଚ କରିଥାଉ। ଯେକେୌଣସି ଛୋଟ-ବଡ଼ ବିଷୟ ଜାଣିବାକୁ ହେଲେ ଗୁଗୁଲର ସାହାଯ୍ୟ ନେଇଥାଉ। କିନ୍ତୁ ସବୁବେଳେ ଗୁଗୁଲର ସାହ୍ଯାଯ୍ୟ ନେବା କେତେ ଦୂର ଠିକ୍, କେବେ ଆପଣ ଚିନ୍ତା କରିଛନ୍ତି ? ଏପରି ପ୍ରତ୍ୟେକ ପ୍ରଶ୍ନ…

ସେନାରେ ଚାକିରି ପାଇଁ ଏନସିସି ସହାୟକ ହେବ କି? ପାକିସ୍ତାନ ସହ ଯୁଦ୍ଧରେ ବଡ଼ ଭୂମିକା ଗ୍ରହଣ କରିଥିଲେ

ନୂଆଦିଲ୍ଲୀ: ସ୍କୁଲରେ ପାଠ ପଢ଼ିବା ବେଳେ ସେନାର ବର୍ଦ୍ଦି ପିନ୍ଧିବାର ସ୍ବପ୍ନ ପୂରଣ କରିଥାଏ ଏନସିସି ତଥା “ନ୍ୟାସନାଲ କ୍ୟାଡେଟ୍ କର୍ପସ୍” । ଦେଶରେ ଯବାନଙ୍କୁ ଦେଖିଲେ ସାଇ ପଡ଼ିଶା ଯେମିତି ଚାହିଁ ରୁହନ୍ତି ସମାନ ନଜର ପଡ଼ିଥାଏ ଯେତେବେଳେ ଗାଁର ପିଲା ଏନସିସି ଡ୍ରେସ ପିନ୍ଧିଥିଲେ। କୁହାଯାଏ…

କିଏ ମାରୁଛି ବିଦେଶରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀଙ୍କୁ

ନୂଆଦିଲ୍ଲୀ: ବିଦେଶରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଜଣଙ୍କ ପରେ ଜଣେ ସଫା ହେବାରେ ଲାଗିଛନ୍ତି । ଏମାନଙ୍କୁ ମାରୁଛି କିଏ ? ପଠାନକୋଟ ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଶହୀଦ ଲତିଫ ଓ ହରିଶ ହସୀମଙ୍କୁ ପାକିସ୍ତାନର ସିଆଲକୋଟରେ ଗୁଳି କରି ହତ୍ୟା କରା ଯାଇଛି । ଜୈଶ…

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡିଲେ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ

ପାରାଦୀପ: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ରେଡ୍। ସିବିଆଇ ହାତରେ ଧରା ପଡିଲେ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ପୋର୍ଟର ହେଲଥ ଅଫିସର ଡାକ୍ତର ଆର ଏନ ପାଣିଗ୍ରାହୀଙ୍କ ନିକଟରୁ ଟଙ୍କା ଜବତ ହୋଇଛି। କଲିକତାର ଏମିଏନସପି ସିପିଂ…

ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ, ବିଜେପି ବିଧାୟକ ଦେଲେ ସୂଚନା

ପୁରୀ: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଏହି ସମୟରେ କେଉଁ ଦଳ କେଉଁ ଆସନରୁ ଲଢିବେ ସେନେଇ ଚାଲିଛି ଜୋରଦାର ଆଲୋଚନା। ତେବେ ପୁରୀରୁ ଲୋକସଭା ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଏଭଳି ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଲୋକସଭା ନିର୍ବାଚନରେ ପୁରୀରୁ ମୋଦି…

ୱାର୍ଲ୍ଡ ଆଥଲେଟ ଅଫ ଦି ଇୟର ପାଇଁ ମନୋନୀତ ହେଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ୱାର୍ଲ୍ଡ ଆଥଲେଟ ଅଫ ଦି ଇୟର ପୁରସ୍କାର ୨୦୨୩ ପାଇଁ ମନୋନୀତ ହୋଇଛନ୍ତି । ନୀରଜ ଚଳିତ ବର୍ଷ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଓ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ଚୟନ କରାଯାଇଛି । ପୁରସ୍କାର ପାଇଁ ଏ…

‘ଏମପିରେ ନିର୍ବାଚନ କଟକଣା’, ହେଲିକ୍ୟାପ୍ଟର ଉଡାଇଲେ ୨ ଲକ୍ଷ,ମିଠା ଖୁଆଇଲେ ୪୯୫!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି। ହାତରେ ସମୟ ଅଳ୍ପ ଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଭିନ୍ନ ଭିନ୍ନ ରଣନୀତି ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ମଧ୍ୟ ସ୍ଵଛ…

‘ମହାରାଷ୍ଟ୍ର ରାଜନୀତି’, ଉଦ୍ଧବଙ୍କୁ ବୁଡାଇଦେବେ ସିନ୍ଦେ!

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ଚଳଚଂଚଳ ହୋଇଉଠିଛି। ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ନିଜର ଶକ୍ତି ବୃଦ୍ଧିରେ ଲାଗି ପଡିଛନ୍ତି। ମୁମ୍ବାଇର ୪୦ ଜଣ ପୂର୍ବତନ କର୍ପୋରେଟର ସିନ୍ଦେଙ୍କ ଶିବସେନା…