Latest Odisha News

BREAKING NEWS

Browsing Category

ଫିଚର

ମା’ଙ୍କ ସଚ୍ଚା ଭକ୍ତ: ହାତରୁ ଟଙ୍କା ଦେଇ ବନ୍ଧକ ଥିବା ଗହଣା ମୁକୁଳାଇଲେ ମୁସଲମାନ ଯୁବକ

କଟକ: ଭକ୍ତି ପାଇଁ କ’ଣ ବା ଲୋଡା ?  କେବଳ ଭାବ ଟିକିଏ, ତ୍ୟାଗ ଟିକିଏ । ଧର୍ମ, ସଂପ୍ରଦାୟର ପରିଚୟ କିମ୍ବା ବିଧିବିଧାନ କ’ଣ କେବେ ଭକ୍ତିର ମାପିକାଠି ହୋଇପାରେ ? ବିଲକୁଲ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ   ଏଠି ଆପଣଙ୍କୁ ଦେବୁ । ଆଉ କେଉଁଠି ନୁହେଁ, ଭାଇଚାରାର ସହର କଟକରେ ଏଭଳିକିଛି…

ଟି୨୦: ଯୁବରାଜ ସିଂଙ୍କ ରେକର୍ଡ ଭଙ୍ଗ କଲେ ଆଶୁତୋଷ

ରାଂଚୀ: ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଶୁତୋଷ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ରେଲୱେ ପକ୍ଷରୁ ଖେଳୁଥିବା ଆଶୁତୋଷ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରେ ଅର୍ଦ୍ଧଶତକ ହାସଲ…

ଆମେରିକା, ଇସ୍ରାଏଲକୁ ଚେତାଇଲା ଇରାନ

ଜେରୁଜେଲମ: ଇସ୍ରାଏଲ ଆକ୍ରମଣରେ ହମାସ ଆତଙ୍କବାଦୀ ଧିରେ ଧିରେ ଦୁର୍ବଳ ହେଉଛନ୍ତି । ଫଳରେ ପାଲେଷ୍ଟାଇନ ତଥା ହମାସ ସମର୍ଥକ ବ୍ୟତୀବ୍ୟସ୍ତ ହେବା ଆରମ୍ଭ ହୋଇଛି । ଗାଜା ଉପରେ ଇସ୍ରାଏଲ ଘନ ଘନ ମିସାଇଲ ମାଡ କରିବା ସହ ଲେବାନନର ହିଜବୁଲ୍ଲାଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଛି । ଆମେରିକା…

ଭାଇଙ୍କ ଦଶାହ କର୍ମକୁ ଆସି ସଲିଳ ସମାଧି ନେଲେ ୨ ଯୁବକ

ଜଗତସିଂହପୁର:ଭାଇଙ୍କ ଦଶାହ କାମରେ ଯୋଗ ଦେବାକୁ ଆସିଥିଲେ । ହେଲେ ଦଶାହ ତୁଠାରୁ ଆଉ ଫେରିଲେନି । ସବୁଦିନ ପାଇଁ ଚାଲିଗଲେ । ସେଇ ଦଶ ତୁଠରେ ପଡିଗଲା କାନ୍ଦ ବୋବାଳି । ଶୁଦ୍ଧି ହେବାକୁ ଆସି ଦେବୀ ନଦୀରେ ଜୀବନ ହାରିଲେ ଦୁଇ ଭାଇ । ଏମିତି ଦୁଃଖଦ ଘଟଣା ଘଟିଛି   ଜଗତସିଂହପୁର ଜିଲ୍ଲା…

ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ, ଏକେ-୪୭ ଜବତ

ରାୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପୋଲିସକୁ ବଡ ସଫଳତା। ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି। ନିହତ ମାଓବାଦୀ ଜଣଙ୍କ ମଦେଡ ଏରିଆ କମିଟି ସେକ୍ରେଟାରୀ ନାଗେଶ ପଦମ ବୋଲି ଜଣାପିଛି। ନାଗେଶକୁ ଧରିବା ପାଇଁ ସରକାର ତା ମୁଣ୍ଡ ଉପରେ ପୂର୍ବରୁ ୮ ଲକ୍ଷ ଟଙ୍କାର…

ଦିଲ୍ଲୀ ବିଜ୍ଞାନ ଭବନରେ ୬୯ତମ ଫିଲ୍ମ ଆଓ୍ବାର୍ଡ: ଅଲ୍ଲୁ ଅର୍ଜୁନ୍ , ଆଲିଆ ଭଟ୍ଟ, ଏବଂ କ୍ରୀତି ସନ୍ନୋନଙ୍କୁ ମିଳିଲା…

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି ।  ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।  କ୍ରୀତି ସନ୍ନୋନ ଏବଂ ଅଭିନେତ୍ରୀ…

ହକ୍ ପାଇଁ ଆଦିବାସୀ ମହାମେଳୀ, ୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ ସଂଘ

ସୁବର୍ଣ୍ଣପୁର: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଆଦିବାସୀ। ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସୋନପୁର ସହରରେ ଏକ ବିଶାଳ ଆଦୀବାସୀ ମହାମେଳୀ ଆନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରୟାଲ ପଡିଆଠାରୁ ହଜାର ହଜାର ସଂଖ୍ୟକ ଆଦୀବାସୀ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ନୃତ୍ୟ ଗିତରେ ଏକ ବିଶାଳ…

ରାଘବ ଚାଢାଙ୍କୁ ଆଶ୍ୱସ୍ତି, ସାଂସଦଙ୍କୁ ଖାଲି କରିବାକୁ ପଡିବନି ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ରାଘବ ଚାଢାଙ୍କୁ ଆଶ୍ୱସ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ରାଘବ ଚାଢାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଦାଲତ କହିଛନ୍ତି ଯେ ରାଘବ ଚଢାଙ୍କୁ ବର୍ତ୍ତମାନର ଟାଇପ୍ ଟାଇପ -୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ। ରାଜ୍ୟସଭା…

ଗଗନୟାନ ମିଶନ ସମୀକ୍ଷା ବୈଠକ କଲେ ମୋଦି, ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଭାରତର ଗଗନୟାନ ମିଶନର ଅଗ୍ରଗତି ସମ୍ବନ୍ଧୀୟ ଆକଳନ କରିଛନ୍ତି। ଏହାସହ ଭାରତର ମହାକାଶ ଅନୁସନ୍ଧାନ ପ୍ରୟାସର ଭବିଷ୍ୟତକୁ ବର୍ଣ୍ଣନା…