Latest Odisha News

BREAKING NEWS

Browsing Category

ଫିଚର

ଭାରତ ବିରୋଧୀ ବିବାଦୀୟ ଟୁଇଟ ନେଇ ବିଶ୍ୱକପରୁ ବିଦା ହେଲେ ପାକିସ୍ତାନ ଆଙ୍କର ଜୈନବ ଆବାସ

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜିତ ହେଉଛି । ଏଥିପାଇଁ ପାକିସ୍ତାନର ଟିମ ବ୍ୟତୀତ ବିଶେଷଜ୍ଞ, ପ୍ରଶଂସକ ଓ ଆଙ୍କର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଏହା ମଧ୍ୟରେ ଏକ ବିବାଦୀୟ ଖବର ସମ୍ମୁଖକୁ ଆସିଛି । ପାକିସ୍ତାନର ଲୋକପ୍ରିୟ ଆଙ୍କର ଜୈନବ ଆବାସଙ୍କୁ ବିଶ୍ୱକପ…

ଖୋ ଖୋ ସିରିଜ: ଆନ୍ଧ୍ର ବିପକ୍ଷରେ ଓଡିଶା ୨-୦ରେ ଅଗ୍ରଣୀ

ପୁରୀ: ତାଳବଣିଆସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପ୍ରସ୍ତୁତିମୂଳକ ଅଭ୍ୟାସ ସିରିଜ ଆୟୋଜିତ ହେଉଛି । ସୋମବାର ଅନୁଷ୍ଠିତ ୨ଟି ଯାକ ମୁକାବିଲାରେ ଓଡିଶା ବିଜୟ ହାସଲ କରିଛି । ଓଭରାଲ ୬ଟି ମ୍ୟାଚ ଖେଳାଯିବ । ଓଡିଶା ଦଳର ନେତୃତ୍ୱ ଦେବେଳ ନାଥ ନେଇଥିବା ବେଳେ…

କୁଇ ଓ ଦେଶିଆ ଭାଷା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁଇ ଓ ଦେଶିଆ ଭାଷା ଉପରେ ତିନିଦିନିଆ ପରିବର୍ତ୍ତନଶୀଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ। କୋରାପୁଟ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସଶକ୍ତ କରିବା ଏବଂ କୁଇ ଓ ଦେଶିଆ…

ଗୁଣପୁର ସଦର ମହକୁମଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଗୁଣପୁର: ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପଖଣ୍ଡ ସଦର ମହକୁମା ସ୍ଥିତ ଉପଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ବିଶ୍ୱର ସବୁଠାରୁ ନିଷ୍ଠୁର ମହିଳା ହେଉଛନ୍ତି କିମ ଜୋଙ୍ଗଙ୍କ ଭଉଣୀ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ନିଷ୍ଠୁର ମହିଳା କିଏ ଜାଣନ୍ତି ? ବିଶ୍ୱର ସବୁଠାରୁ ଖତରନାକ ମହିଳା ହେଉଛନ୍ତି ଉତ୍ତର କୋରିଆର ଶାସକ କିମ ଉନ ଜୋଙ୍ଗଙ୍କ ସାନ ଭଉଣୀ କିମ ୟୋ ଜୋଙ୍ଗ । ଏକଥା ଆମେ କହୁନୁ । ଏକଥା କହୁଛି ‘ଦ ସିଷ୍ଟର’ ପୁସ୍ତକ । ନିକଟରେ ଏହି ପୁସ୍ତକ ସାମ୍ନାକୁ ଆସିଛି ।ଏହି…

ସୁଲତାନ ଜୋହର କପ ହକି: ଭାରତୀୟ ଟିମରେ ୩ ଓଡିଆ

ଭୁବନେଶ୍ୱର: ମାଲେସିଆରେ ହେବାକୁ ଥିବା ସୁଲତାନ ଜୋହର କପ ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମରେ ଓଡିଶାର ୩ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛିି । ଏହି ୩ଜଣ ହେଲେ ଅମନଦୀପ ଲାକ୍ରା, ସୁନୀଲ ଜୋଜୋ ଓ ସୁନୀତ ଲାକ୍ରା । ଉତମ ସିଂ ଦଳର ନେତୃତ୍ୱ ନେବେ । ଜୋହର ବାହରୁରେ ଏହି ଜୁନିୟର…

ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ସେ ଆଦର୍ଶ ବିଦ୍ୟାଳୟର ଦଶମ…

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ଶୁଭମନ ଗିଲ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଭାରତୀୟ ଟିମର ମନୋବଳ ଉଚ୍ଚରେ ରହିଛି । ତେବେ ଦଳର ଯୁବ ଖେଳାଳି ଶୁଭମନ ଗିଲ ଏହି ମ୍ୟାଚରେ ଖେଳିବେ ନାହିଁ । ଏପରିକି ସେ ଟିମ…

୧୦ମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବର୍ଷକୁ ୨ଥର ପରୀକ୍ଷା ଦେବା ବାଧ୍ୟତାମୂଳକ ନୁହେଁ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ବିଷୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଣିକି ବର୍ଷକୁ ଦୁଇ ଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବସିବାକୁ ବାଧ୍ୟତାମୂଳକ ନୁହେଁ ବୋଲି…