Latest Odisha News

BREAKING NEWS

Browsing Category

ଫିଚର

ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ସୋର: ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ଥାନା କୁଳିଗାଁ ବଂଶୀଧର ବିଦ୍ୟାପୀଠର ଛାତ୍ର ମୃତ୍ୟୁର ଶିକାର ହୋଇଛି। ଗତକାଲି ଦଶମ ଶ୍ରେଣୀର ୨ ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। ଏହି ୨ ଜଣଙ୍କ ମଧ୍ୟରୁ…

ଭାରତୀୟ ବୋଲିଂ ଆଗରେ ଅଷ୍ଟ୍ରେଲିଆ ଧରାଶାୟୀ

ଚେନ୍ନାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାରୀ ଭାରତ ତାର ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୦୦ ରନର ଟାର୍ଗେଟ ରଖିଛି । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୧୯୯ ରନ…

ଅପହରଣର ଦୁଇ ଦିନ ପରେ ଉଦ୍ଧାର ହେଲା ଦୀପୁ ପାତ୍ରଙ୍କ ମର ଶରୀର

ବ୍ରହ୍ମପୁର: ଦୁଇ ଦିନ ଧରି ଅପହରଣର ଶିକାର ହେବା ପରେ ଦୀପୁ ପାତ୍ରଙ୍କ ମର ଶରୀର ଉଦ୍ଧାର ହୋଇଛି । କବିସୂର୍ଯ୍ୟନଗର ଥାନା ଅଧିନ କେ. ଖରିଡା ଗ୍ରାମର ଦୀପୁ ପାତ୍ରଙ୍କ ମର ଶରୀର କୋଦଳା ଥାନା ସାତନାଳ ପୋଖରୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ କୋଦଳା ପୁଲିସ ପହଂଚି ତଦନ୍ତ ଜାରି ରଖିଛି।…

ପୁଣିଥରେ ଆନ୍ଦୋଳନକୁ ଅହ୍ଲାଇବେ ଜିଲ୍ଲାସ୍ତରୀୟ ଅମଲା, ରାଜ୍ୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶ କ୍ରମେ ବୈଠକ

କୋରାପୁଟ: ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ସଭାପତି ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ କୋରାପୁଟ ଦକ୍ଷତା ବିକାଶ କେନ୍ଦ୍ର ସଭାଗୃହ କୋରାପୁଟଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଦାଶଙ୍କ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବିଭାଗରେ…

ଓଡିଶା ହକି ଷ୍ଟାର ଦୀପଗ୍ରେସଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦଳର ସଦସ୍ୟ ଓଡିଶାର ଷ୍ଟାର ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସଙ୍କ ପାଇଁ ୫୦ ଲକ୍ଷ ଟଙ୍କାର…

ଯୁବକଙ୍କ ଅପହରଣ ଅଭିଯୋଗ ପରେ ବି ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ଅପହୃତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଖୋଜିବା ପାଇଁ କିଛି କରୁ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୁରଟରେ କାମ କରୁଥିବା ଦୀପୁ ପାତ୍ର କିଛି ଦିନ ତଳେ ଘରକୁ ଫେରିଥିଲେ। ଗତ ଶୁକ୍ରବାର ଦିନ ସେ ତାଙ୍କ ବନ୍ଧୁଙ୍କ ସହ ଏକ ପୁରୁଣା…

ପୋଲିସ ଗାଡିରେ ଯିବା ବେଳେ ବିଚାରଧୀନ କିଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼: ରଘୁନାଥପାଲି ଥାନା ପୁଲିସ ଅନ୍ୟ ୧୨ ଜଣଙ୍କ ସହ ବରଗଡ଼ରୁ ରାଉରକେଲା ନେଉଥିବା ବେଳେ ରବିବାର ବରଗଡ-ସମ୍ବଲପୁର ରାସ୍ତାର ଗୋଶାଳା ନିକଟରେ ଜଣେ ବିଚାରାଧୀନ କଏଦୀ ଅନିର୍ବାଣ କରଜିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। କରଜିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ…

ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁରୀରେ ପୁନର୍ବାର ସ୍କ୍ରିନିଂ ହେବ ଫିଲ୍ମ ‘ପୁଷ୍କରା’

ପୁରୀ: ଓଡ଼ିଆ ଫିଲ୍ମ ଦେଖିବାକୁ ସମସ୍ତଙ୍କର ଇଚ୍ଛା ରହିଥିବା ବେଳେ ଏହାକୁ ନଜରରେ ରଖି ଯୁବ ସିନେ ଅଭିନେତା ପୁରୀର ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁନର୍ବାର ପୁରୀରେ ପୁଷ୍କରା ଚଳଚ୍ଚିତ୍ର ସ୍କ୍ରିନିଂ କରାଯିବ। ପୁରୀରେ ସିନେମା ହଲ ନଥିବା ବେଳେ ଭୁବନେଶ୍ୱର ଯିବା ବ୍ୟୟ ବହୁଳ ହୋଇଥାଏ।…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସ୍ଥିର ହେଲା କଂଗ୍ରେସର ୧୦୩ ପ୍ରାର୍ଥୀଙ୍କ ନାମ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଅପେକ୍ଷା ବର୍ତ୍ତମାନ ଶେଷ ହୋଇଛି। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଲେଣି। ଏହି…

ଆମେରିକାରେ ଉଦ୍‌ଘାଟନ ହେବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର, ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ମନ୍ଦିର

ନୂଆଦିଲ୍ଲୀ: ଆମେରିକାରେ ଆଜି ଉଦ୍‌ଘାଟନ ହେବାକୁ ଯାଉଛି ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର। ଏହି ମନ୍ଦିର ଭାରତ ବାହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ। ଆମେରିକାର ନ୍ୟୁ ଜର୍ସିରେ ଆଜି ଅର୍ଥାତ୍ ଅକ୍ଚବୋର ୮ ରେ ଉଦ୍‌ଘାଟନ ହେବାକୁ ଯାଉଛି ବିଶ୍ୱର ଦ୍ୱିତୀୟ…