Latest Odisha News

BREAKING NEWS

Browsing Category

ଫିଚର

ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ଅର୍ଜେଣ୍ଟ ମିଟିଂ ଡାକିଲେ ଇସଲାମିକ ଦେଶ ସମୂହ

ନୂଆଦିଲ୍ଲୀ: ଇସଲାମିକ ଦେଶର ପ୍ରମୁଖ ରାଷ୍ଟ ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ତୁରନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଇସଲାମିକ ସହଯୋଗ ସଂଗଠନ(OIC) ଯୁଦ୍ଧରେ ସୈନ୍ୟବଳ ଏବଂ ଗାଜାରେ ଅସହାୟ ନାଗରିକଙ୍କ ପାଇଁ ବିପଦକୁ ନେଇ ଇସଲାମିକ ଦେଶ ସମୂହ ଚର୍ଚ୍ଚା କରିବେ । ଇସଲାମିକ ସମିଟର…

ଏସିଆନ ପାରା ଗେମ୍ସ: ଭାରତୀୟ ଦଳରେ ୭ ଓଡିଆ

ଭୁବନେଶ୍ୱର: ହାଙ୍ଗଝୋଉ ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଭାରତ ୧୦୦ରୁ ଊର୍ଦ୍ଧ୍ୱ ପଦକ ହାସଲ କରିଛି । ଏହା ଦ୍ୱାରା ଦେଶରେ କ୍ରୀଡାର ବାତାବରଣ ସୃଷ୍ଟି ହୋଇଛି । ଇତି ମଧ୍ୟରେ ଏସିଆନ ପାରା ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୭ଜଣ ଓଡିଶା ଖେଳାଳିଙ୍କୁ ସ୍ଥାନ ମିଳିଛି ।…

ଭାରତର ଧମାକାଦାର ଜିତ୍: ପାକିସ୍ତାନ ବିରୋଧରେ ବିଜୟ ଧାରା ରହିଲା ଅବ୍ୟାହତ, ରୋହିତ ଝଡରେ ଉଡିଗଲା ବାବର ବ୍ରିଗେଡ

ନୂଆଦିଲ୍ଲୀ:ଆଇସିସି ୱାନ ଡେ ୱାର୍ଲଡ କପରେ ପାକିସ୍ତାନ ବିରୋଧରେ ଭାରତର ବିଜୟ ଧାରା ଆଜି ବି ଅବ୍ୟାହତ ରହିଛି । ୱାର୍ଲଡ କପ ୨୦୨୩ରେ ଭାରତୀୟ ଟିମ ୩୦.୩ ଓଭରରେ ୭ ୱିକେଟରେ ମ୍ୟାଚ ଜିତିଛି । ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତୀୟ ବୋଲର ଦେଖାଇଥିଲେ…

ଯୁଦ୍ଧ ସମୟରେ ଇରାନ ରାଷ୍ଟ୍ରଦୂତ ଦେଲେ ବଡ ବୟାନ: ହିଜବୁଲ୍ଲା ନାମ ନେଇ ଇସ୍ରାଏଲକୁ ଧମକାଇଲେ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ସାରା ବିଶ୍ୱ ଏବେ ଦୁଇ ଭାଗରେ ବିଭକ୍ତ ହୋଇଗଲାଣି । ଗୋଟିଏ ପଟେ ପଶ୍ଚିମ ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ଇସଲାମିକ ଦେଶ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି । ହେଲେ ଏସବୁ ଭିତରେ ଯେଉଁ ଦେଶ ସବୁଠାରୁ ଚର୍ଚ୍ଚାରେ ଅଛି ତାହା ହେଉଛି ଇରାନ ।…

ପୂଜା କଟକଣା: ମା’ଙ୍କ ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ, ଭସାଣିରେ ବାଜିବନି ଡିଜେ

ଭୁବନେଶ୍ବର: ଆସୁଛି ପାର୍ବଣ । ସବୁଠି ଚାଲିଛି ପ୍ରସ୍ତୁତି । ସଜେଇ ହେଲାଣି ପୂଜା ମଣ୍ଡପ । ପୂଜା କମିଟିଠାରୁ ଆରମ୍ଭ କରି ପୋଲିସ, ପ୍ରଶାସନ ସମସ୍ତେ ହେଲେଣି ତତ୍ପର । ଚଳିତବର୍ଷ ଭୁବନେଶ୍ବରରେ ପାଖାପାଖି ୧୯୦ ପୂଜାମଣ୍ଡପରେ ପୂଜା ପାଇବେ ମାଆ । ଏଥର  ପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ…

ବିଜେପି ବିରୋଧରେ ଲଢ଼ିବେ ଏକନାଥ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ସିନ୍ଦେ ପୁଣି ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନରେ ହେବାକୁ ଥିବା ବିଧାନସଭା…

ତେଲେଙ୍ଗାନାରେ ବସରେ ବୁଲି ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନା ନିର୍ବାଚନ ପାଇଁ ଲଢେଇ ଦିନକୁ ଦିନ ତୀଵ୍ର ହେଉଥିବା ବେଳେ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି କ୍ରମରେ ଦଳ ତେଲେଙ୍ଗାନାର ୧୧୯ ବିଧାନସଭା ସିଟ ମଧ୍ୟରୁ ୬୦ ଟି ସିଟ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିସାରିଥିବା କୁହାଯାଉଛି। ଏମପି ମୁରଲୀଧରନଙ୍କ…

ଗାଜାରୁ ଆସିଥିଲା ଛାତିଥରା ଦୃଶ୍ୟ…ଧ୍ୱଂସ ସ୍ତପ ଭିତରେ ମରି ଶୋଇଛି ମା’, ସ୍ତନ୍ୟପାନ କରି ଚାଲିଛି ମାସକର ଶିଶୁ

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧକ୍ଷେତ୍ରରୁ ଆସୁଛି ଭୟଙ୍କର ଦୃଶ୍ୟ । ଶୁଣିଲେ ଆଖି ଓଦା ହୋଇଯିବ ।  ଶ୍ୱାସରୁଦ୍ଧ ହୋଇଯିବ । ଯୁଦ୍ଧର ପରିଣତି କେତେ ଭୟଙ୍କର ହୋଇପାରେ ତାହା ଇସ୍ରାଏଲ-ପାଲେଷ୍ଟାଇନର ମାଟ ଆଉ ଆକାଶ ହିଁ କହିବ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଦୁଇ ଦେଶର…

ରହସ୍ୟମୟୀ ଗୁମ୍ପା: ଏଠାରେ ତପସ୍ୟା କରୁଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ…

ଡେରାଡୁନ୍ : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ସାହସ୍ରଧାରା ହେଉଛି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ  । ଯଦିଓ ଏଠାରେ ଅନେକ ଗୁମ୍ଫା ରହିଛି , କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ହେଉଛି ଦ୍ରୋଣ ଗୁମ୍ପା ।  ଏହାର ଇତିହାସ ମହାଭାରତ ସମୟ ସହିତ ଜଡିତ । ଏହି…

ଖୋର୍ଦ୍ଧାରେ ବେଆଇନ୍ ବାଣ ଗୋଦାମରେ ରେଡ୍ : ବିପୁଳ ପରିମାଣର ବାଣ ଜବତ, ଜଣେ ଗିରଫ

ଖୋର୍ଦ୍ଧା : ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ଆରମ୍ଭ ହେଲାଣି  । ଏହାରି ମଧ୍ୟରେ ଖୋର୍ଦ୍ଧାର ଏକ ବେଆଇନ ବାଣ ଗୋଦାମରେ ଚଢାଉ କରାଯାଇଛି । ବେଗୁନିଆ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାବାଡ ଗାଁରେ ଥିବା ଏକ…