Latest Odisha News

BREAKING NEWS

Browsing Category

ଫିଚର

ପୋଲିସ କରୁଥିଲା ଜବତ ବାଣ ଓ ମଦ ଚୋରାଚାଲାଣ ! ହୋମଗାର୍ଡ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନାରୁ ଚୋରା ଚାଲାଣ ବେଳେ ହୋମଗାର୍ଡ ଅଟକ  ।  ଜବତ ହୋଇଥିବା ବାଣ ଓ ମଦ ଏକ କାରରେ ଚୋରାଚାଲାଣ ହେଉଥିବାବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବେଗୁନିଆ ଥାନାରୁ ଚାଲାଣ ହେଉଥିବାବେଳେ ସେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତକାଲି…

ଅପରେସନ ଅଜୟ: ଯୁଦ୍ଧଭୂମୀରୁ ଫେରିଲେ ଆଉ ୧୯୭ ଜଣ ଭାରତୀୟ, ଦିଲ୍ଲୀରେ ପହଁଚି ଖୁସି ଜାହିର କଲେ ପ୍ରବାସୀ

ନୂଆଦିଲ୍ଲୀ: ଯୁଦ୍ଧଭୂମୀ ଇସ୍ରାଏଲରୁ ୧୯୭ ଜଣ ଭାରତୀୟ ନାଗରିକଙ୍କୁ ନେଇ ରବିବାର ସକାଳେ ତୃତୀୟ ଚାର୍ଟର ବିମାନ ଦିଲ୍ଲୀରେ ପହଞ୍ଚିଛି। ଇସ୍ରାଏଲରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଏହି ସ୍ୱତନ୍ତ୍ର ବିମାନ ଗୁଡିକ ଅପରେସନ ଅଜୟର ଏକ ଅଂଶବିଶେଷ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର…

ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ଅଛି କହିଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ରହିଛି ଏବଂ ଏ ନେଇ କେହି ଚିନ୍ତା କରିବା ଉଚିତ ନୁହେଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଶନିବାର କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଭଣ୍ଡାର ତାଲିକା ନେଇ ଦୁଇ ମାସ ମଧ୍ୟରେ…

ଗୁଣ୍ଡା ଲଗାଇ ମହିଳାଙ୍କୁ ଧମକାଉଥିବା ଅଭିଯୋଗ, ବଡ଼ ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି କରି ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଯିଏକି ନିଜକୁ ସମାନ ଦଳର ନେତ୍ରେୀ ବୋଲି କହିଛନ୍ତି। ଜ୍ୟୋତ୍ସ୍ନାରାଣୀ ନାୟକ ନାମକ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ୪ ଜଣ ବ୍ୟକ୍ତି ତାଙ୍କୁ…

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟର ସମନ୍କୁ ଏକ ସ୍ୱତନ୍ତ୍ର ମେସେଞ୍ଜର ଶନିବାର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ପ୍ରଦାନ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଭାବେ ପ୍ରତାପ ଜେନାଙ୍କ ବିରୋଧରେ…

ଶିଖରଚଣ୍ଡୀ ପାହାଡ଼ରେ ବେଆଇନ ଭାବେ ଜବରଦଖଲ ହୋଇଥିବା ଆଶ୍ରମର ଉଚ୍ଛେଦ କଲା ବିଡିଏ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ପାହାଡ଼ ଓ ଏହାର ପରିଧିକୁ ଏକ ପର୍ଯ୍ଯଟନସ୍ଥଳୀରେ ପରିଣତ କରିବା ଯୋଜନାର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଶନିବାର ଶିଖରଚଣ୍ଡୀଠାରେ ଥିବା ଏକ ସରକାରୀ ପ୍ଲଟ ଉପରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରିଛନ୍ତି। ବିଡିଏ…

ନିଜ ଦଳର ମହିଳାଙ୍କ ପ୍ରତି ବିଜେଡି ନେତାଙ୍କ ମାଇଣ୍ଡଫ୍ରେସକୁ ନେଇ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଲେ ଭଲ ହୁଅନ୍ତା -ବିଜେପି

ଭୁବନେଶ୍ୱର: ‘ବିଜେଡି ନେତ୍ରୀ ଜାଣି ରଖିବା ଦରକାର ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି। ଏହା ଓଡ଼ିଶାରେ ସାଢେ ଚାରି କୋଟି ଲୋକମାନେ ଜାଣିଛନ୍ତି । ଏଥିପାଇଁ ବିଜେଡିର ସାର୍ଟିଫିକେଟ୍ ଦେବା ଦରକାର ନାହିଁ ।…

୨୩ ଜାନୁଆରୀ ଜାତୀୟ ପତାକା ଦିବସ ଭାବେ ପାଳନ କରାଯାଉ: ନବୀନ ଜିନ୍ଦଲ

କଟକ: “ଅଧିକାଂଶ ଦେଶରେ ଜାତୀୟ ପତାକା ଏବଂ ଏହାର ମୂଲ୍ୟବୋଧ ପାଳନ କରିବାକୁ ଜାତୀୟ ପତାକା ଦିବସ ରହିଛି । ଭାରତରେ ମଧ୍ୟ ଜାତୀୟ ପତାକା ଦିବସ ପାଳନ କରିବା ଉଚିତ ଏବଂ ୨୩ ଜାନୁଆରୀ ହେଉଛି ଏହା ପାଇଁ ଏକ ଉପଯୁକ୍ତ ଦିନ ।  ତେଣୁ ଜାନୁଆରୀ ୨୩ ତାରିଖକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବାକୁ…

ରୋଗୀଙ୍କ ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପ୍ରମାଣିତ କରୁଛି

ଭୁବନେଶ୍ୱର: ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି ଏମସ । ଖାଲି ଓଡ଼ିଶା ନୁହେଁ, ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ପାରିଛି ଏମସ୍ ଭୁବନେଶ୍ୱର । ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ…

ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ଅର୍ଜେଣ୍ଟ ମିଟିଂ ଡାକିଲେ ଇସଲାମିକ ଦେଶ ସମୂହ

ନୂଆଦିଲ୍ଲୀ: ଇସଲାମିକ ଦେଶର ପ୍ରମୁଖ ରାଷ୍ଟ ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ତୁରନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଇସଲାମିକ ସହଯୋଗ ସଂଗଠନ(OIC) ଯୁଦ୍ଧରେ ସୈନ୍ୟବଳ ଏବଂ ଗାଜାରେ ଅସହାୟ ନାଗରିକଙ୍କ ପାଇଁ ବିପଦକୁ ନେଇ ଇସଲାମିକ ଦେଶ ସମୂହ ଚର୍ଚ୍ଚା କରିବେ । ଇସଲାମିକ ସମିଟର…