Latest Odisha News

BREAKING NEWS

Browsing Category

ଫିଚର

ଆର୍ଥିକ ସଙ୍କଟ ବେଳେ ସରକାରୀ ଜମିରେ ଚାଷ କରିବ ପାକିସ୍ତାନ ସେନା, ଯୋଜନାକୁ ନେଇ ଭିନ୍ନମତ

ନୂଆଦିଲ୍ଲୀ: ଶତ୍ରୁ ଦେଶ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସେନା ୧ ନିୟୁତ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଖାଦ୍ୟଶସ୍ୟ ଚାଷ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେତେକ ସେନାର ଦେଶକୁ ସାହାଯ୍ୟ କରିବା ପାଇଁ…

୮ ଦିନ ବିଳମ୍ବରେ ଦେଶରୁ ଫେରିବା ଆରମ୍ଭ କଲା ମୌସୁମୀ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୧୭ ତାରିଖର ସ୍ୱାଭାବିକ ତାରିଖଠାରୁ ୮ ଦିନ ବିଳମ୍ବରେ ଅର୍ଥାତ୍ ୨୦୨୩ ସେପ୍ଟେମ୍ବର ୨୫ ତାରିଖ ସୋମବାର ଦିନ ଭାରତରୁ ମୌସୁମୀ ଫେରିଯିବା ଆରମ୍ଭ କରିଛି। ଏହା ହେଉଛି ଲଗାତର ୧୩ତମ ବିଳମ୍ବିତ ମୌସୁମୀ…

ନିର୍ବାଚନ ପୂର୍ବରୁ ନିମ୍ନ ମଧ୍ୟବିତ୍ତ ପରିବାରର ଭୋଟ୍ ହାତେଇବାକୁ ମୋଦୀ ସରକାରର ମେଗା ପ୍ଲାନ୍!

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ କ୍ଷୁଦ୍ର ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସବସିଡି ଯୁକ୍ତ ଋଣ ପ୍ରଦାନ କରିବା ପାଇଁ ୬୦୦ ବିଲିୟନ୍ ଟଙ୍କା ଖର୍ଚ୍ଚ କରିବାକୁ ବିଚାର କରୁଛନ୍ତି। ଖବର ସରବରାହ ସଂସ୍ଥା ରୟଟର୍ସ ପକ୍ଷରୁ ଏହି ସୂଚନା ମିଳିଛି। ଏହି ଯୋଜନା ଦୁଇ ମାସ…

ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରିତାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ପୁଣି ଥରେ ରାଜନୈତିକ ବିବାଦ ଦେଖାଦେଇଛି। ଆଜି କଂଗ୍ରେସର ୨୧ ନେତ୍ରୀ ୨୧ ସହରରେ ଏହି ପ୍ରସଙ୍ଗରେ ପ୍ରେସମିଟ୍ କରି କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ…

ବିଜେପି ସହିତ ସମ୍ପର୍କ ଛିନ୍ନ କରି ଏନଡିଏରୁ ଓହରିଲା ଜୟଲଳିତାଙ୍କ ଦଳ ଏଆଇଏଡିଏମକେ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ଶାସକ ଦଳ ଏଆଇଏଡିଏମକେର ସୁପ୍ରିମୋ ଏ. କେ. ପଲାନିସ୍ୱାମୀ ବିଜେପି ସହ ମେଣ୍ଟ ଭାଙ୍ଗି ଏନଡିଏରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ସୋମବାର  ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମକର୍ତା ଓ ଜିଲ୍ଲା ସମ୍ପାଦକମାନଙ୍କ…

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶ, ପ୍ରତାପ ଜେନା କହିଲେ ମୋ ବିରୋଧରେ ଷଡଯନ୍ତ୍ର

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଜେନା। ସେ କହିଛନ୍ତି, ବିରୋଧୀ ରାଜନୀତି କରି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି। ମର୍ଡର ପରେ ହତ୍ୟାର କାରଣ ମିଡିଆ ଆଗରେ ଅଭିଯୁକ୍ତ କହିସାରିଛନ୍ତି।…

ଦିନିକିଆ ବିଶ୍ୱକପ କ୍ରିକେଟ: ପାକିସ୍ତାନ ଟିମକୁ ମିଳିଲା ଭିଜା

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ସୋମବାର ରାତିରେ ପାକିସ୍ତାନ ଟିମକୁ ଭିଜା ମିଳିଛି । ଫ୍ଲାଇଟର ୪୮ ଘଂଟା ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ଭାରତର ଭିଜା ମିଳିଛି । ଏଥିରେ ବିଳମ୍ବ ହେଉଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ଲିଖିତ ଭାବେ…

ଓଡ଼ିଶା ସମେତ ୫ ରାଜ୍ୟରେ ଇଏମଆରଏସ ପାଇଁ ‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’ର ୨ୟ ପର୍ଯ୍ୟାୟ ଆରମ୍ଭ

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଜାତୀୟ ଆଦିବାସୀ ଛାତ୍ର ସୋସାଇଟୀ (ଏନଇଏସଟିଏସ୍) ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଥିବା ୫୪ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ରେ 'ଆମାଜନ ଫ୍ୟୁଚର…

ଟ୍ରାଫିକ୍ ଆଇନ ଉଲ୍ଲଂଘନ: ତିନି ବର୍ଷରେ ଟ୍ବିନ୍ ସିଟିରୁ ୧୮୬ କୋଟିରୁ ଅଧିକ ଟଙ୍କା ଆଦାୟ

ଭୁବନେଶ୍ୱର: ରାଜ୍ୟ ସରକାର ଗତ ୩ ବର୍ଷ ମଧ୍ୟରେ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ୧୮୬ କୋଟିରୁ ଅଧିକ ଟଙ୍କା ଟ୍ରାଫିକ୍ ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କଠୁ ଫାଇନ୍ ଆଦାୟ କରିଛନ୍ତି। ସୋମବାର ଓଡ଼ିଶା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।…

ଏସିଆନ ଗେମ୍ସ: ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଫାଇନାଲରେ ପ୍ରଣତୀ

ଭୁବନେଶ୍ୱର: ଓଡିଶାର ଏଏମ/ଏନଏସ ଇଣ୍ଡିଆ ଏଚପିସି ଜିମ୍ନାଷ୍ଟ ପ୍ରଣତୀ ନାୟକ ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସର ଫାଇନାଲରେ ପ୍ରବେଶ କରିଛନ୍ତି । ଝାରଗ୍ରାମର ଏହି ୨୮ ବର୍ଷୀୟା ପ୍ରତିଭାବାନ ଜିମ୍ନାଷ୍ଟ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସର ଉଭୟ ଭଲ୍ଟ ଏବଂ ଅଲ ରାଉଣ୍ଡ ଫାଇନାଲକୁ ଉନ୍ନୀତ…