Latest Odisha News

BREAKING NEWS

Browsing Category

ଫିଚର

୨୦୨୪ ନିର୍ବାଚନ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : ଅନୁରାଗ ଠାକୁର

ଭୁବନେଶ୍ୱର: ଏଥର ଓଡ଼ିଶାରେ ଫୁଲ ଦମରେ ଲଢିବ ବିଜେପି । ଭଲ ଫଳ ମଧ୍ୟ କରିବ ।  ଦଳୀୟ କର୍ମକର୍ତ୍ତାଙ୍କ  ଦମରେ ଲଢିବ ବିଜେପି । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତିକି ଗୁରୁତ୍ୱ ଦେଉଛନ୍ତି ଏବଂ ଦେଇଛନ୍ତି ୭୫ ବର୍ଷ ମଧ୍ୟରେ କୌଣସି…

ସରକାରୀ ଡାକ୍ତରଖାନାରେ ଥମୁନି ମୃତ୍ୟୁ: ଗଲାଣି ୩୧ ଜୀବନ

ମୁମ୍ବାଇ: ମହାରାଷ୍ଟ୍ର ନାନ୍ଦେଡରେ ଶଙ୍କରରାଓ ଚହ୍ୱାଣ ସରକାରୀ ଡାକ୍ତରଖାନାରେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା କାହିଁକି କମୁନି ସେ ନେଇ ଡାକ୍ତର କିଛି ବି ସ୍ପଷ୍ଟ କହୁ ନାହାନ୍ତି । କୁହାଯାଉଛି, ଡାକ୍ତରଖାନାରେ ଔଷଧ ଯୋଗାଣ ହେଉ ନ ଥିବାରୁ…

ଅଭୁତ ଜନଜାତିଙ୍କ ଅଜବ ପରମ୍ପରା: ଶୁଣିଲେ ଟାଙ୍କୁରି ଉଠିବ ଲୋମ…

ନୂଆଦିଲ୍ଲୀ : ଦୁନିଆ ହୁଏତ ବହୁତ ଅଗ୍ରଗତି କରିଥାଇପାରେ ।  କିନ୍ତୁ ଆଜି ବି ଅନେକ ଜନଜାତି ଅଛନ୍ତି,  ଯେଉଁମାନେ ନିଜ ଜୀବନକୁ ପାରମ୍ପରିକ ଉପାୟରେ ବଞ୍ଚନ୍ତି ।  ସେମାନଙ୍କର ସଂସ୍କୃତି ଏତେ ଅଦ୍ଭୁତ ଏବଂ ଅନନ୍ୟ , ଯେ ବେଳେବେଳେ ଏହା ବିଶ୍ବାସ କରିବା କଷ୍ଟକର ହୋଇପଡେ  । ଏପରି ଏକ ଜନଜାତି…

ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଲଟକିଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

କଟକ: ବାଙ୍କୀ ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍ । ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବସଟି ଲଟକି ରହିଛି । ବସଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନା ମୂତାବକ କଟକ ଜିଲ୍ଲା ବାଙ୍କୀର…

ଥରିଲା ମେଘାଳୟ: ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ, କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ: ଥରିଲା ମେଘାଳୟ । ଗତକାଲି ସନ୍ଧ୍ୟା ପ୍ରାୟ ୬ ଟା ୧୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଛି  । ଉତ୍ତର ଗାରୋ ହିଲ୍ସ ଏହାର କେନ୍ଦ୍ରସ୍ଥଳ ରହିଛି । ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନି ।…

ଭୁବନେଶ୍ବର ଲୋକସେବା ଭବନରେ ଅଗ୍ନିକାଣ୍ଡ: ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ବର: ଭୁବନେଶ୍ବର ଲୋକସେବା ଭବନରେ ଅଗ୍ନିକାଣ୍ଡ । ରାଜଧାନୀ ଭୁବନେଶ୍ବରରେ ଥିବା ଲୋକସେବା ଭବନରେ ନିଆଁ ଲାଗିଯାଇଛି  ।  ଲୋକସବା ଭବନର ପ୍ରଥମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି  ।  ରାଜସ୍ବ ବିଭାଗ କାର୍ଯ୍ୟାଳୟରେ ନିଆଁ ଲାଗିଯାଇଛି  । ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା…

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ ଟାଇଫସ୍ ଆତଙ୍କ: ଆଜି ପୁଣି ୪ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୩୦୮କୁ ବୃଦ୍ଧି…

ବିହାର ପରେ ସାରା ଦେଶରେ ଜାତିଗତ ଜନଗଣନା ନେଇ ତେଜିଲା ବିତର୍କ

ପାଟଣା: ବିହାରରେ ଜାତି ସର୍ଭେ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ସାରା ଦେଶରେ ଜାତି ଗଣନା ପାଇଁ ଦାବି ଉଠିଛି। ଆଗାମୀ ବିଧାନସଭା ନିର୍ବାଚନ ଓ 2024 ଲୋକସଭା ନିର୍ବାଚନରେ ଜାତିଗତ ଜନଗଣନାକୁ ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ବିହାର ଜାତି ସର୍ଭେ ରିପୋର୍ଟକୁ…

ବିମାନର କ୍ରିଉ ସଦସ୍ୟ ସାଙ୍ଗରେ ନେଇପାରିବେନି ମଦ, ଫରଫ୍ୟୁମ ଏବଂ ମାଉଥ ଓ୍ବାଶ!

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏହାର ନିୟମରେ ସଂଶୋଧନ କରି ବିମାନ କର୍ମଚାରୀଙ୍କୁ ମଦ୍ୟପାନ ସହିତ ପରଫ୍ୟୁମ୍, ମାଉଥ୍ ଓ୍ୱାଶ, ଟୁଥ୍ ଜେଲ୍ ଆଦି ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ସବୁ ଜିନିଷକୁ ବ୍ୟବହାର କରି କ୍ରିଉ…

ମାନସିକ ଚାପ ଦୂର କରିବାକୁ ଡାକ୍ତରଙ୍କୁ ବିଦେଶ ପଠାଇବେ ସରକାର, ବଢ଼ିଲା ବିତର୍କ

ଭୁବନେଶ୍ୱର: ଓଡ଼ିଶା ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କୁ ବିଦେଶ ଗସ୍ତରେ ପଠାଇ ସେମାନଙ୍କ ଦକ୍ଷତା ବୃଦ୍ଧି ଓ ମାନସିକ ଚାପ ଦୂର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ଲୋକ ଏଭଳି ଯାତ୍ରାର…