Latest Odisha News

BREAKING NEWS

Browsing Category

ଫିଚର

ଦମ୍ପତ୍ତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର୍: ସ୍ତ୍ରୀ ମୃତ , ସ୍ବାମୀ ଗୁରୁତର

ବେଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍‌ ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ଧକ୍କା ଦେଇଛି  । ଫଳରେ ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି  । ଗତକାଲି ବିଳମ୍ବିତ ରାତିରେ ସେ ଉତ୍ତରହାଲ୍ଲିରୁ…

ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା; ରାଜସ୍ଥାନ ନିର୍ବାଚନ ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ

ଜୟପୁର: ରାଜସ୍ଥାନରେ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରିନାହାଁନ୍ତି। ଏହି ସମୟରେ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଖବର ରହିଛି। ରାଜସ୍ଥାନ ବିଧାନସଭା…

ଇରାନ ଆକାଶରେ ଫେକ୍ ଜିପିଏସ୍ ସିଗ୍ନାଲ ଆସୁଛି କହିଲେ ପାଇଲଟ, ଯାତ୍ରୀଙ୍କ ସୁରକ୍ଷା ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ନିକଟରେ ସାଧାରଣ ଯାତ୍ରୀଙ୍କ ବିମାନକୁ ଟାର୍ଗେଟ୍ କରି ଜିପିଏସ୍ ସିଗ୍ନାଲ ଜାଲିଆତି ଘଟଣା ଘଟିବା ଫଳରେ ବିମାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିପିଏସ୍ ସ୍ପୋଫିଂ (Spoofing) ଏକ ପ୍ରକାର ହସ୍ତକ୍ଷେପ ଯେଉଁଥିରେ ବିମାନକୁ ମିଥ୍ୟା ଜିପିଏସ୍ ସିଗନାଲ ପଠାଯାଇଥାଏ,…

ଏସସିବିରେ ବିଦ୍ୟୁତ ବିଭ୍ରାଟ, ରାତିରେ ରୋଗୀ ହନ୍ତସନ୍ତ

କଟକ: ଏସସିବି ମେଡିକାଲରେ ଶନିବାର ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି।ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି କର୍ମଚାରୀମାନେ ବକେୟା ଦରମା ଦାବିରେ ଆନ୍ଦୋଳନକୁ…

ଚାଷ କ୍ଷେତରେ ଜରୁରୀ ଅବତରଣ କଲା ବାୟୁସେନାର ଏଏଲଏଚ୍ ଧ୍ରୁବ ହେଲିକପ୍ଟର :୬ ଯବାନ ସୁରକ୍ଷିତ

ଭୋପାଳ: ଭାରତୀୟ ବାୟୁସେନାର ଏଏଲଏଚ୍ ଧ୍ରୁବ ହେଲିକପ୍ଟରର ଜରୁରୀ ଅବତରଣ । ବୈଷୟିକ ତ୍ରୁଟି ଯୋଗୁଁ ଭୋପାଳ ଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ କ୍ଷେତରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି  ।  ହେଲିକପ୍ଟରରେ ୬ ଜଣ ବାୟୁସେନା କର୍ମଚାରୀ ଥିଲେ । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ,…

ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ: ଶ୍ରମଦାନ ଅଭିଯାନରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଲୋକ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପୂର୍ବରୁ ଆଜି ଦେଶ ସାରା ସ୍ଚଚ୍ଛତା ହିଁ ସେବା ଅଭିଯାନ ଅନୁସାରେ ଶ୍ରମଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆଦେଶ କ୍ରମେ ଆଜି ସକାଳ ୧୦ରୁ ପ୍ରାୟ ଏକ ଘଣ୍ଟା ଧରି ଏହି ଅଭିଯାନ ଚାଲିଥିଲା । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି…

ସଂସଦରେ ବାଇଡେନ୍ ଆଣିଲେ ବିଲ୍, ଆମେରିକାରେ ଶଟଡାଉନ ନିଷ୍ପତ୍ତି ସ୍ଥଗିତ

ନ୍ୟୁୟର୍କ: ଆଜିଠାରୁ ଆମେରିକାରେ ଶଟଡାଉନ୍ ହେବାର ଆଶଙ୍କା ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଆଜିଠାରୁ ଏଠାରେ କୌଣସି କାମ ବନ୍ଦ ହେବ ନାହିଁ। ସରକାରୀ କାର୍ଯ୍ୟ ଜାରି ରହିବ। ଏଥିପାଇଁ ଆମେରିକାର ଲୋକସଭାରେ ଏକ ବିଲ୍ ପାରିତ ହୋଇଛି। ଲୋକସଭାରେ ଏହି ବିଲ୍ ଅନୁମୋଦନ ହୋଇଛି। ଏହାର ସପକ୍ଷରେ ୩୩୫…

ନିଯୁକ୍ତି ପ୍ରକ୍ରିୟାରେ ଓପିଏସସିର ଭେଦଭାବ ନୀତି, ବର୍ଷିଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ନିଯୁକ୍ତି ସମୟରେ ସରକାରୀ କର୍ମଚାରୀ ଓ ପୂର୍ବତନ ସେନା ଅଧିକାରୀଙ୍କ ଏନ୍ଓସି ଓ ଡିସଚାର୍ଜ ସାର୍ଟିଫିକେଟ୍ ଦାଖଲ ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଭିନ୍ନ ଭିନ୍ନ ନିୟମ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଓଡ଼ିଶା ସିଭିଲ ସର୍ଭିସ…

ରସୁଣଠୁ ବି ଅଧିକ ଉପଯୋଗୀ ଏହାର ଚୋପା: ଫିଙ୍ଗି ଦେଉଥିଲେ ସାଇତି ରଖନ୍ତୁ

ନୂଆଦିଲ୍ଲୀ: ପ୍ରତ୍ୟେକ ଘରେ ରୋଷେଇରେ ବ୍ୟବହୃତ ହୁଏ ରସୁଣ  । କିନ୍ତୁ ଏହି ରସୁଣରେ କେତେ ଔଷଧୀୟ ଉପାଦାନ ରହିଛି ଆପଣ ମାନେ ଜାଣିଛନ୍ତି କି ଆସନ୍ତୁ ଜାଣିବା  । ରସୁଣ ଖାଇବା ଦ୍ବାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ  ।  ଯଦିଓ ଏଥିରେ କମ୍  କ୍ୟାଲୋରୀ ଥାଏ  । କିନ୍ତୁ  ଏଥିରେ…

ଏମ୍ସ ଭୁବନେଶ୍ବରରେ ଶିଶୁ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ଏମ୍ସ ଏକମାତ୍ର ସରକାରୀ ହସ୍ପିଟାଲ ଯେଉଁଠି କର୍କଟ ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତେବେ ଆଶାଠାରୁ ଅଧିକ ବେଗରେ କ୍ୟାନସର ରୋଗୀ ଏହି ଅନୁଷ୍ଠାନକୁ ଆସୁଛନ୍ତି ଯାହା ଏବେ ଚିନ୍ତାଜନକ ଏବଂ କେବଳ ପ୍ରାପ୍ତ ବୟସ୍କ ନୁହେଁ ଛୋଟ ଛୁଆ ବି ଧୀରେ…