Latest Odisha News

BREAKING NEWS

Browsing Category

ଫିଚର

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୫୦ ପାର

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୮ମ ଦିନ ଭାରତର ପଦକ ସଂଖ୍ୟା ୫୦ ପାର କରିଛି । ରବିବାର ସୁଦ୍ଧା ଭାରତ ୧୩ ସ୍ୱର୍ଣ୍ଣ ସମେତ ୫୩ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛିି । ଶୁଟିଂର ମେନ୍ସ ଟ୍ରାପ, ୩୦୦୦ ମିଟର ଷ୍ଟେପଲ ଚେଜ ଓ ଶଟପୁଟରେ ଭାରତ ସ୍ୱର୍ଣ୍ଣ ଜିତିଛି । ପୃଥ୍ୱୀରାଜ ଟୋଣ୍ଡାଇମେନ,…

ଆମେରିକାରେ ବିବାହ କରି ନାଗରିକତା ପାଇବା ଲକ୍ଷ୍ୟରେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ଆମେରିକାରେ ରହିଯିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ଭାରତୀୟ ଏଜେନ୍ସିକୁ ମିଳିଥିବା ଇନପୁଟ ଅନୁସାରେ ଗୋଲ୍ଡି ଏବେ ଜଣେ ଆଫ୍ରିକୀୟ ଝିଅକୁ ବିବାହ କରି କାଲିଫୋର୍ଣ୍ଣିଆର…

ତୁର୍କୀ ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ: ୨ ମୃତ, ୨ ପୋଲିସ ଆହତ

ନୂଆଦିଲ୍ଲୀ: ରବିବାର ତୁର୍କୀରେ ରାଜଧାନୀରେ ବିସ୍ଫୋରଣ। ରାଜଧାନୀ ଅଙ୍କାରା ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ଅଙ୍କାରା ସହରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ…

ବିସର୍ଜନ ହୋଇଥିବା ଗଣେଶଙ୍କ ମୂର୍ତି ଧରି ଜୀବନ ବଂଚାଇଲା ବାଳକ

ସୁରଟ: ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଗଣେଶଙ୍କ ମୂର୍ତି ଯୋଗୁ ପାଣିରେ ଭାସି ଯାଉଥିବା ୧୪ ବର୍ଷୀୟ ଲଖନ ନିକଜୁ ବଂଚାଇ ପାରିଛି । ଏହାକୁ ଏକ ଚମତ୍କାର ଭାବେ ଆଖ୍ୟା କରାଯାଉଛି । ଲଖନ ଜେଜେ ମାଆ ସବିତାବେନ, ଭାଇ କରଣ ଓ ଭଉଣୀ ଅଂଜଳିଙ୍କ ସହ…

ମାତ୍ର ୧୪ ମିନିଟରେ ଚକାଚକ୍ ବନ୍ଦେ ଭାରତ ଏକ୍ସପ୍ରେସ: ଜାପାନ ବୁଲେଟ ଷ୍ଟାଇଲେରେ ଏକ୍ସପ୍ରେସର ସଫେଇ

ପୁରୀ: ଏବେ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୧୪ ମିନିଟ୍‌ରେ ପରିଷ୍କାର ହୋଇ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯିବ । ଏହାକୁ ‘୧୪ ମିନିଟ୍‌ ମିରାକଲ୍‌’ କୁହାଯାଉଛି । ଆଜିଠାରୁ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଏବଂ ଶିରିଡି ସମେତ ୨୯ଟି…

ରାଜ୍ୟରେ ଲଘୁଚାପ ବର୍ଷା; ଆଗାମୀ ୩ ଘଣ୍ଟା ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିବ। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଅର୍ଥାତ ଆଗାମୀ ୩ ଘଣ୍ଟା ମଧ୍ୟରେ କଟକ ଓ ଖୋର୍ଦ୍ଧା ସମେତ ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି,…

ମୋଦୀଙ୍କ ତେଲଙ୍ଗାନା ଗସ୍ତ ପୂର୍ବରୁ ବିଜେପି-ବିଆର୍‌ଏସ୍‌ ମଧ୍ୟରେ ପୋଷ୍ଟର ୱାର୍

ହାଇଦ୍ରାବାଦ: ଆସୁଛି ନିର୍ବାଚନା। ସଜବାଜ ହେଉଛନ୍ତି ସମସ୍ତ ଦଳର ନେତା। ନିଜ ଦଳର କ୍ଷମତା ପ୍ରଦର୍ଶନ କରିବା ଲାଗି କିଛି ନେତା କିଛି ରାଜ୍ୟ ଗସ୍ତ କରି ସମ୍ବୋଧିତ ମଧ୍ୟ କରୁଛନ୍ତି। ଏହାକୁ ବିରୋଧ ମଧ୍ୟ କରୁଛନ୍ତି ବିରୋଧୀ ନେତା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର…

ଲେମ୍ବୁ ବିକ୍ରି କରି ଚର୍ଚ୍ଚାରେ ଚାଷୀ: କେବଳ ୧୦ଟି ଲେମ୍ବୁ ଗଛରୁ ୩ ଲକ୍ଷ ଟଙ୍କା ଆୟ

ପାଟନା: ଲୋକମାନେ ଭାବନ୍ତି ଯେ ବିହାରର କୃଷକମାନେ କେବଳ ଧାନ, ଗହମ, ଡାଲି ଏବଂ ତେଲ ମଞ୍ଜି ପରି ପାରମ୍ପାରିକ ଫସଲ ଚାଷ କରନ୍ତି, କିନ୍ତୁ ତାହା ନୁହେଁ। ବିହାରର କୃଷକମାନେ ବର୍ତ୍ତମାନ ଉଦ୍ୟାନ କୃଷି ପ୍ରତି ମଧ୍ୟ ଆଗ୍ରହ ଦେଖାଉଛନ୍ତି। ଏହି କାରଣରୁ ଅନେକ ଚାଷୀଙ୍କ ଆୟ ବୃଦ୍ଧି ପାଇଛି।…

ଲଗାତାର ଏକ୍ସରୁ କମୁଛି ୟୁଜର୍ସଙ୍କ ସଂଖ୍ୟା, ଦୈନିକ ହ୍ରାସ ପାଉଛି ୩ କୋଟି ସକ୍ରିୟ ଉପଭୋକ୍ତା

ୱାଶିଂଟନ: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନେଇ ୟୁଜର୍ସ ନିରାଶ ହୋଇଥିବା ପରି ମନେ ହେଉଛି। ଦୈନିକ ସକ୍ରିୟ ଉପଭୋକ୍ତା ଏହି ପ୍ଲାଟଫର୍ମ କ୍ରମାଗତ ଭାବେ ହ୍ରାସ ପାଉଛି। ଏନେଇ ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଏଲନ ମସ୍କଙ୍କର ଏକ୍ସ…

ଆଇସିିିସି ଦିନିକିଆ ବିଶ୍ୱକପ ୨୦୨୩: ଅଫିସିଆଲ ମାସ୍କଟଙ୍କ ନାମ ଟୋଙ୍କ ଓ ବ୍ଲେଜ

ନୂଆଦିଲ୍ଲୀ: ଆଇସିସି ରବିବାର ଦିନିକିଆ ବିଶ୍ୱକପ ୨୦୨୩ର ଅଫିସିଆଲ ମାସ୍କଟଙ୍କ ନାମ ଘୋଷଣା କରିଛି । ମାସ୍କଟକୁ ମହିଳା ବୋଲର ଓ ପୁରୁଷ ବ୍ୟାଟ୍ସମ୍ୟାନ ଥୀମ ଉପରେ ପ୍ରସ୍ତୁତ କରାଯାଇଛି । ପୁରୁଷ ମାସ୍କଟର ନାମ ଟୋଙ୍କ ଓ ମହିଳାର ନାମ ବ୍ଲେଜ ରଖାଯାଇଛି । ଆଇସିସି ଅଫିସିଆଲ ୱେବସାଇଟ ଅନୁସାରେ…