Latest Odisha News

BREAKING NEWS

Browsing Category

ଫିଚର

ସଞ୍ଜୟ ସିଂହଙ୍କୁ କୋର୍ଟରେ ହାଜର କରାଇଲା ଇଡି; ୧୦ ଦିନ ରିମାଣ୍ଡ ମାଗିଲା

ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କୁ ଇଡି ଗୁରୁବାର ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରିଥିଲା । ସେଠାରେ ସଞ୍ଜୟ ସିଂହଙ୍କ ଓକିଲଙ୍କୁ ରିମାଣ୍ଡ କପି ଦିଆ ଯାଇଥିଲା । ଶୁଣାଣି ସମୟରେ ସଞ୍ଜୟ ସିଂହଙ୍କ ଓକିଲ ମୋହିତ ମାଥୁର କୋର୍ଟଙ୍କୁ…

ଖୁବ ଶୀଘ୍ର ଘୋଷଣା ହୋଇପାରେ ୫ ରାଜ୍ୟର ନିର୍ବାଚନ ତାରିଖ, ଆସନ୍ତାକାଲି ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଘୋଷଣା ହୋଇପାରେ ପାଞ୍ଚଟି ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ତାରିଖ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗଣତାନ୍ତ୍ରିକ ପ୍ରକ୍ରିୟାର ସୁଗମ ଆଚରଣ ପାଇଁ ରଣନୀତି ଚୂଡାନ୍ତ କରିବାକୁ ନିର୍ବାଚନ ଆୟୋଗ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ବୈଠକ ଡାକିଛନ୍ତି।…

ସହପାଠୀ ପ୍ରତ୍ୟୁଷାଙ୍କୁ ବିବାହ କରିବା ପାଇଁ ବିଜୟଶଙ୍କରଙ୍କ ଆବେଦନ; ସୋମାଲିକା କହିଲେ, ‘ଛାଡ଼ିବିନି’

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ତାଙ୍କର ପୂ୍ର୍ବ ପ୍ରେମିକା ତଥା ବାନ୍ଧବୀ ସୋମାଲିକା । ବିଜୟଶଙ୍କରଙ୍କ ବିବାହ କଥା ଶୁଣି ସୋମାଲିକା କହିଛନ୍ତି, ‘ବିଜୟଙ୍କୁ ମୁଁ…

ପାର୍ବଣରେ ସୁନା କିଣିବା ଲାଭ ନା କ୍ଷତି ! ପଢ଼ନ୍ତୁ…

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବା ପୂର୍ବରୁ ସୁନାର ଦର କେତେ ବୃଦ୍ଧି ପାଉଛି, କେଉଁ ମାସରେ ହ୍ରାସ ହେଉଛି ଏବଂ କେଉଁ ସମୟରେ କିଣିବା ଉଚିତ୍ ସେ ବିଷୟରେ ଆପଣ ଜାଣିବା ଆବଶ୍ୟକ। ଭାରତରେ ପ୍ରତ୍ୟେକଙ୍କ ଘରେ ସୁନା ପାଇଁ କିଛି ଟଙ୍କା ସଞ୍ଚୟ କରନ୍ତି…

ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

ଢେଙ୍କାନାଳ:ସବୁ ଅପେକ୍ଷାର ଅନ୍ତ ଘଟିଲା । ସବୁ ଆଶା.. ସ୍ୱପ୍ନ..ଆଖି ଲୁହରେ ଧୋଇଗଲା । ଶେଷରେ ଖବର ଆସିଲା ସିକ୍ମିମରେ ପ୍ରଳୟଙ୍କରୀ ବର୍ଷାରେ ନିଖୋଜ ହୋଇଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏ ନେଇ ସହିଦ ସରୋଜ ଦାସଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି । ପରିବାର ଲୋକେ ବି…

ବାଣ ଉପରେ ଚଢିଗଲା କାର: ଭୟଙ୍କର ବିସ୍ଫୋରଣରେ ଗାଡ଼ି ଛିନଛତ୍ର, ଡାକ୍ତର ଗୁରୁତର

କେନ୍ଦ୍ରାପଡା:ରାସ୍ତାରେ ଶୁଖୁଥିଲା ବାଣ । ଏହି ବାଣ ଉପରେ ଚଢିଗଲା କାର । ଭୟଙ୍କର ବିସ୍ଫୋରଣରେ ଛିନଛତ୍ର ହୋଇଗଲା କାର । ଭିତରେ ବସିଥିବା ଯୁବ ଡାକ୍ତରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି । ଏମିତି ଘଟଣା ଆଜି ଘଟିଛି କେନ୍ଦ୍ରାପଡା ଜିଲ୍ଲା ଭରତପୁର ଖଣ୍ଡିଆବନ୍ଧି ଗାଁରେ । ଗୁରୁତର…

ସ୍କ୍ରିପ୍ଟ ଭଲ ଲାଗିଲା ନାହିଁ ବୋଲି ‘ବର୍ଡ଼ର ୨’ ଅଫରକୁ ରିଜେକ୍ଟ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଫିଲ୍ମ ‘ବର୍ଡ଼ର ୨’ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଖବର ସାମ୍ନାକୁ ଆସିଛି। ସନ୍ନି ଦେଓଲଙ୍କ ‘ଗଦର ୨’ର ଚମତ୍କାର ପ୍ରଦର୍ଶନ ପରେ ନିର୍ମାତାମାନେ ‘ବର୍ଡ଼ର ୨’ଫିଲ୍ମ ଉପରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ କେବେଠାରୁ ନିର୍ମାଣ ହେବ ଏବଂ…

ବି.ଏସସି ଫିଜିକ୍ସରେ ଫେଲ୍ ହୋଇଥିଲେ ଅମିତାଭ, ସେୟାର କଲେ ନିଜର ଛାତ୍ର ଜୀବନ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି-୧୫’ର ନୂତନ ଏପିସୋଡ଼ ରୋଲଓଭର ପ୍ରତିଯୋଗୀ ଡ. ଆଶିଷଙ୍କଠାରୁ ଆରମ୍ଭ ହୋଇଛି। ବିଗ୍ ବି ତାଙ୍କୁ ଏକ ସହଜ ମେମୋରୀ ଟେକନିକ୍ ବା ସ୍ମୃତି କୌଶଳ ଦେଖିବାକୁ କହିଥିଲେ। ଏହି ସମୟରେ ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ବିଗ୍‌ ବି ଅମିତାଭ…

ଏଥର ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏ ଚାଲିବ ମେଲୋଡି

ଭୁବନେଶ୍ୱର: ଆସୁଛି ପୂଜା । ଏଥର ପୂଜାରେ ଜମିବ ରଙ୍ଗରଙ୍ଗ କାର୍ଯ୍ୟକ୍ରମ  ।  ରାଜଧାନୀରେ ରାତି ୧୨ଟା ଯାଏ ଚାଲିବ  ମେଲୋଡି । ମନ ଭରି ମଜା ଉଠାଇବେ ଦର୍ଶକ ।  ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । ଏଥର  ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି।…

ଶିଖର ଧାୱନ ଓ ଆୟଶାଙ୍କ ଛାଡପତ୍ରକୁ ମଂଜୁରୀ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଫ୍ୟାମିଲି କୋର୍ଟ କ୍ରିକେଟର ଶିଖର ଧାୱନ ଓ ଆୟଶା ମୂର୍ଖାଜୀଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଶିଖରଙ୍କ ପ୍ରତି ଆୟଶା ମାନସିକ କ୍ରୁରତା ବ୍ୟବହାର କରିଛନ୍ତି । ଧାୱନଙ୍କ ଅଭିଯୋଗକୁ ବିରୋଧ କରି ଆୟଶା କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କୋର୍ଟ କହିଛନ୍ତି…