Latest Odisha News

BREAKING NEWS

Browsing Category

ଫିଚର

୧୯୭୯ ଥିଲା ଭାରତ ପାଇଁ ନୈରାଶ୍ୟଜନକ ବିଶ୍ୱକପ

୧୯୭୫ରେ ଦିନିକିଆ ବିଶ୍ୱକପ କ୍ରିକେଟର ଲୋକପ୍ରିୟତା ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଏହାର ୪ ବର୍ଷ ପରେ ଆୟୋଜିତ ବିଶ୍ୱକପ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଥିଲା । ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ରୋକିବା ଭଳି ଟିମ ସମ୍ମୁଖକୁ ଆସିପାରି ନ ଥିଲେ । ଏହି ବିଶ୍ୱକପରେ ଭାରତର ପ୍ରଦର୍ଶନ…

୩୭୫ ବର୍ଷ ପରେ ଜିଲାଣ୍ଡିଆ ନାମକ ମହାଦ୍ୱୀପ ଥିବାର ମିଳିଲା ପ୍ରମାଣ

ନୂଆଦିଲ୍ଲୀ:  ଜିଓସାଂଇଟିଷ୍ଟ ବିଶ୍ୱର ୮ମ ମହାଦ୍ୱୀପ ଖୋଜି ବାହାର କରିଛନ୍ତି । ଏହାର ନାମ ଜିଲାଣ୍ଡିଆ ରଖାଯାଇଛି । ୩୭୫ ବର୍ଷ ତଳେ ଏ ନେଇ ତଥ୍ୟା ପ୍ରକାଶ ପାଇଥିଲେ ମଧ୍ୟ ପ୍ରମାଣିତ କରାଯାଇ ପାରି ନ ଥିଲା । ନିକଟରେ ଗବେଷକମାନେ ପ୍ରମାଣ କରିଛନ୍ତି ଏହି ଜିଲାଣ୍ଡିଆ ୫୦ ଲକ୍ଷ ସ୍କ୍ୱାୟର କିମି…

ପତ୍ନୀଙ୍କ ସହ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ

ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ ।   ବୁଧବାର  ବିଜେପିରେ ସାମିଲ ହୋଇଛନ୍ତି  କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ  । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରିଷ୍ଠ…

ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ: ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ୪ର୍ଥ ଦିନରେ ସ୍ୱାଭାବିକ ଚାଲିବା ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ଆସିଥିଲା ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ । ଏହାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ  ।  ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି  । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି  । ଆବଶ୍ୟକ ପଡିଲେ ଦୋଷୀଙ୍କ ବିରୋଧରେ ମଧ୍ୟ କଡା…

୩ ଟଙ୍କା ପାଇଁ ଗ୍ରାହକଙ୍କୁ ଅପମାନିତ କଲେ ଦୋକାନୀ, ଏବେ ଗଣିବେ ୨୫ ହଜାର

ସମ୍ବଲପୁର : ଟଙ୍କେ/ଦୁଇ ଟଙ୍କା ବା ୫ ଟଙ୍କା ପାଇଁ ଅନେକ ସମୟରେ ଦୋକାନୀ-ଗ୍ରାହକ ମୁହାଁମୁହିଁ ହେଉଥିବା ଘଟଣା ପ୍ରାୟ ସମସ୍ତଙ୍କ ନଜରକୁ ଆସିଥିବ । ହେଲେ ଏଇ ଝଗଡା ଯେ କେତେ ମହଙ୍ଗା ପଡିପାରେ ତାହାର ଏକ ଉଦାହାରଣ ଏବେ ଦେଖିବାକୁ ମିଳିଛି । ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ…

କ୍ରୀଡା ଉତ୍ସବକୁ ଯିବାବେଳେ ଘାଟିରେ ଓଲଟି ପଡିଲା ବସ: ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ

ନବରଙ୍ଗପୁର: ଘାଟିରେ ଓଲଟି ପଡିଲା ବସ । ପିଲାଙ୍କୁ ନେଇ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ଖେଳ ସାର । ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।  ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ । ମିଳିଥିବା ସୂଚନା…

ତିନି ଦିନ ପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା

ଭୁବନେଶ୍ୱର: ତିନି ଦିନପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ଉଭୟେ ବିରୋଧୀ ଓ ଶାସକ ନାରାବାଜି କାରଣରୁ ୩ ଦିନ ଧରି ଅଚଳ ରହିଥିଲା ଗୃହ । ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିବା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ଅଧିବେଶନର ୪ର୍ଥ ଦିନରେ…

ଇସ୍କନକୁ ‘ଧୋକାବାଜ ’ କହିଲେ ବିଜେପି ସାଂସଦ ମେନକା ଗାନ୍ଧୀ: ମନ୍ଦିର କର୍ତ୍ତୃପକ୍ଷ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ:ବିଜେପି ସାସଂଦ ମେନକା ଗାନ୍ଧୀ ଇଣ୍ଟରନାଶନାଲ ସୋସାଇଟି ଫଳ କୃଷ୍ଣା କନସସନେସ୍ (ଇସକନ) ଉପରେ ଜୋରଦାର ଚଢାଉ କରିଛନ୍ତି । ସେ ଇସ୍କାନକୁ ଦେଶର ସବୁଠାରୁ ବଡ ଧୋକ୍କାବାଜ ସଂଗଠନ ବୋଲି କହିଛନ୍ତି । ମେନକା ଗାନ୍ଧୀଙ୍କ ବୟାନର ରେକର୍ଡ ଭାଇରାଲ ହେବାରେ ଲାଗିଛି । ମେନକା ଅଭିଯୋଗ…