Latest Odisha News

BREAKING NEWS

Browsing Category

ଫିଚର

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ସୂର୍ଯ୍ୟକୁମାରଙ୍କୁ ମିଳିବ ୨ଟି ମ୍ୟାଚରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେବ । ଏହି ସିରିଜ ବିଶ୍ୱକପ ପୂର୍ବରୁ ଶେଷ ପ୍ରସ୍ତୁତି ମ୍ୟାଚ । ପ୍ରଥମ ୨ଟି ମ୍ୟାଚ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋଚ ରାହୁଲ ଡ୍ରାଭିଡ ଟିମ କମ୍ବିନେଶନ ପ୍ରସ୍ତୁତ କରିବା…

‘ଆଦିବାସୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନକୁ ଡକାଗଲାନି’

ଭୁବନେଶ୍ୱର: ସନାତନ ଧର୍ମ ଓ ହିନ୍ଦୀ ଭାଷାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ବିବାଦକୁ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସଙ୍ଗ ଉଠାଇ ସେ ପୁଣିଥରେ ସନାତନ ଧର୍ମକୁ ଟାର୍ଗେଟ କରିଛନ୍ତି। ନିଜର ଏକ ଦଳୀୟ…

ଛେଣ୍ଡିପଦାରେ ପୁଣିଥରେ ସୁଶାନ୍ତ !

ଭୁବନେଶ୍ୱର: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ଅନୁଗୁଳ…

ମେକ୍ସିକୋରେ ପ୍ରଦର୍ଶିତ ପରଗ୍ରହୀକୁ ନେଇ ସମ୍ମୁଖକୁ ଆସିଲା ଚାଂଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: କିଛି ଦିନ ତଳେ ମେକ୍ସିକୋ ସଂସଦରେ ୨ଟି ଏଲିୟନ୍ସଙ୍କ ଶବ ପ୍ରଦର୍ଶନ କରାଯାଇଥିଲା । ଏହା ୧୦୦୦ ବର୍ଷ ତଳର ଶବ ବୋଲି ସେ ସମୟରେ କୁହାଯାଇଥିଲା । ବୈଜ୍ଞାନିକମାନେ ଏହି ଶବକୁ ସାମ୍ନାକୁ ଆଣିବା ପରେ ରହସ୍ୟମୟ ପରଗ୍ରହୀଙ୍କ ସମ୍ପର୍କରେ ତଥ୍ୟ ସମ୍ମୁଖକୁ ଆସିବା ନେଇ ଆଶା ଉଜ୍ଜୀବୀତ…

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୬ଟି ଗେଟ୍

ସମ୍ବଲପୁର: ପୁଣି ଗେଟ୍ ଖୋଲିଲା ହୀରାକୁଦ୍। ଡ୍ୟାମ୍‌ର ବାମପଟେ ୪ଟି ଓ ଡାହାଣ ପଟେ ୨ଟି ଗେଟ୍ ଖୋଲାଯାଇଛି। ଏପରି ହୀରାକୁଦର ୬ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା। ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର…

ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ଫେଲ୍; ପର୍ଯ୍ୟଟକଙ୍କ ତୁଳନାରେ ଶୌଚାଳୟ ଓ ସ୍ନାନାଗାର କମ୍

ପୁରୀ: ଅତିଥି ଦେବୋ ଭବଃର ଉଡିଲା ଧଜିଆ। ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଅଣଦେଖା। ବିଶ୍ୱଐତିହ୍ୟ ନଗରୀ ପୁରୀରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ପୁରୀ ପ୍ରଶାସନ। ବିସ୍ତ୍ରୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିଛି ମାତ୍ର ଗୋଟିଏ ସୁଲଭ ଶୌଚାଳୟ।…

ପାର୍ବଣକୁ ନେଇ ଆକ୍ସନ ମୁଡରେ ପୁରୀ ପୋଲିସ, ବେପରୁଆ ଗାଡି ଚାଳକଙ୍କଠାରୁ ୯ଟି ଗାଡି ଜବତ

ପୁରୀ: ପାର୍ବଣକୁ ନେଇ ଆକ୍ସନ ମୁଡରେ ପୁରୀ ପୋଲିସ। ପୁରୀ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ। ସହରରେ ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଭାବେ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ। ସହରର ବିଭିନ୍ନ…

ରାଜ୍ୟରେ ଗତ ୨୧ ଦିନରେ ୫୩ % ଅଧିକ ବର୍ଷା ରେକର୍ଡ; ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି…

ଆଉ ନଦୀରେ ବୁଡିବେନି କି କୁମ୍ଭୀର ଟାଣିନେବନି, ନଦୀ ଘାଟରେ ଫେନସିଂ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ନଦୀରେ ବୁଡ଼ି ହେଉ କିମ୍ବା କୁମ୍ଭୀର ଟାଣିନେବା ଘଟଣା, ଏହି ସମସ୍ତ ଘଟଣା ଉପରେ ପଡିବ ପୂର୍ଣ୍ଣଛେଦ। ନଦୀରେ ବୁଡି ମୃତ୍ୟୁ ଘଟିବା ମାମଲାରେ ଲାଗୁନାହିଁ ଅଙ୍କୁଶ। ସେହିପରି ନଦୀ ଘାଟ ପାଖରୁ ହିଁ ମଣିଷକୁ ଟାଣି ନେଇ ଶୀକାର କରୁଛି କୁମ୍ଭୀର ଏବଂ ଘଡ଼ିଆଳ। ଏପରି ଘଟଣା ବଢିବାରେ…

୫୮ ବର୍ଷ ବୟସରେ ୩ ଇଡିଅଟ୍ସ ଫିଲ୍ମ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ଘଟିଛି  । ଅଖିଲ ଆମୀର ଖାନଙ୍କ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ ଡୁବି ଭୂମିକାରେ ଅଭିନୟ କରିଥିଲେ  । କାମ କରୁଥିବା ସମୟରେ ବିଲଡିଂରୁ ଖସିଯିବା ପରେ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଖିଲ ମିଶ୍ରଙ୍କ ଆକସ୍ମିକ…