Latest Odisha News

BREAKING NEWS

Browsing Category

ଫିଚର

ଜ୍ୟୋତି ୟାରାଜୀ ସ୍ୱର୍ଣ୍ଣ ଜିତିବା ଫେକ ଭିଡିଓ ଭାଇରାଲ: ଗମ୍ଭୀର, ଆଶା ଭୋଁସଲେ ଅଭିନନ୍ଦନ ଜଣାଇଥିଲେ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସ ଅନୁଷ୍ଠିତ ହେଉଛି । ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ଇତି ମଧ୍ୟରେ ୧୦୦ ମିଟର ମହିଳା ହର୍ଡଲ୍ସରେ ଜ୍ୟୋତି ୟାରଜୀ ସ୍ୱର୍ଣ୍ଣ ଜିତିବା ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା । ସମ୍ପୂର୍ଣ୍ଣ ତଥ୍ୟ ଜାଣିବା…

ପାରିତ ହେଲା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩, ଜାଣନ୍ତୁ ନୂଆ ନିୟମ

ଭୁବନେଶ୍ୱର: ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨…

ଏସିଆନ ଗେମ୍ସ: ଦକ୍ଷିଣ କୋରିଆ ଶୁଟର୍ସଙ୍କ ସହ ଫଟୋ ଉଠାଇବାକୁ ମନା କଲେ ଉତରକୋରିଆ ଖେଳାଳି

ହାଙ୍ଗଝୋଉ: ଦେଶ ଦେଶ ମଧ୍ୟରେ କୂଟନୈତିକ ବିବାଦ ଧିରେ ଧିରେ କ୍ରୀଡାଜଗତକୁ ପ୍ରଭାବିତ କରିବାରେ ଲାଗିଛି । ଚଳିତ ଏସିଆନ ଗେମ୍ସରେ ଅରୁଣାଚଳର ଖେଳାଳିଙ୍କୁ ନେଇ ବିବାଦ ଉପୁଜିବା ପରେ ଏବେ ଉତରକୋରିଆ ଓ ଦକ୍ଷିଣ କୋରିଆ ଆଥଲେଟ ମୁହାଁମୁହିଁ ହୋଇଛନ୍ତି । ଶୁଟିଂରେ ଦକ୍ଷିଣ କୋରିଆ ଟିମ ସ୍ୱର୍ଣ୍ଣ,…

ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ । ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ଜମିରେ ବସବାସ କରୁଥିବା ହିତାଧିକାରୀମାନେ ପଟ୍ଟା ପାଇବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରି ଶ୍ରୀମନ୍ଦିର ପ୍ରଶାସନଠାରୁ ପଟ୍ଟା ନେବାକୁ ଆବେଦନ କରିଥିବା ବେଳେ ଜିଲ୍ଲା ଲ୍ୟାଣ୍ଡ…

୨୬/୧୧ ଆକ୍ରମଣର ଦୋଷୀ ତହବ୍ବୁର ରାଣା ବିରୋଧରେ ୪୦୫ ପୃଷ୍ଠା ଚାର୍ଜ ସିଟ୍ ଦାଖଲ

ମୁମ୍ବାଇ: ମୁମ୍ବାଇ କ୍ରାଇମ ବ୍ରାଞ୍ଚ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଦୋଷୀ ତହବ୍ବୁର ରାଣାଙ୍କ ବିରୋଧରେ ୪୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ପାକିସ୍ତାନୀ ମୂଳର କାନାଡିୟ ନାଗରିକଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍। ୟୁଏପିଏ ଏବଂ ଏକ୍ସପ୍ଲେସିଭ ଅଧିନିୟମ…

ଷ୍ଟାର ପ୍ରଚାରକ ମୋଦୀ; ଯେଉଁଠାରେ ମୋଦୀଙ୍କ ପାଦ ପଡିଛି, ସେଠି କଂଗ୍ରେସ ଜିତିଛି: ପୱନ ଖେଡ଼ା

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ମଙ୍ଗଳବାର କଂଗ୍ରେସ ଦାବି କରିଛି ଯେ ବିଜେପି ପରାଜୟ ଗ୍ରହଣ କରିଥିବାରୁ ନିର୍ବାଚନ ପୂର୍ବରୁ ଫଳାଫଳ ସ୍ପଷ୍ଟ ହୋଇଛି। ମୁଖ୍ୟ ବିରୋଧୀ ଦଳର ଗଣମାଧ୍ୟମ ବିଭାଗର ମୁଖ୍ୟ ପୱନ ଖେଡା ମଧ୍ୟ…

୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ମୟୂରଭଞ୍ଜ: ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢ଼ାବଳଙ୍ଗ ନଦୀ ପାର୍ଶ୍ଵରେ ରିଂରୋଡ଼ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବାରୁଣୀ ଘାଟଠାରୁ ଶିରିଡିସାଇ ବାବା ମନ୍ଦିର ପର୍ଯ୍ୟଟ ୧୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। ବୁଢାବଳଙ୍ଗ ନଦୀ ପୋଲ…

ନିୟମରେ ବଦଳି କଲା FCRA; ଏଣିକି ବିଦେଶୀ ଚାନ୍ଦାରୁ ସୃଷ୍ଟି ସମ୍ପତ୍ତି ତାଲିକା ଦେବେ ବେସରକାରୀ ସଙ୍ଗଠନ

ନୂଆଦିଲ୍ଲୀ: ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ (FCRA) ଅନୁଯାୟୀ ପଞ୍ଜୀକୃତ ଏନଜିଓଗୁଡ଼ିକୁ ବର୍ତ୍ତମାନ ବିଦେଶୀ ପାଣ୍ଠି ବ୍ୟବହାର କରି ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ପ୍ରଦାନ କରିବେ। ଅର୍ଥାତ୍ ଏଫସିଆରଏ ନିୟମରେ ବଦଳି କରିଛି। ବିଦେଶୀ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ : ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ  । ଶୁଣାଣି ଶେଷ ପରେ ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି  । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି । ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ୨୦୧୮ …

ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିକୁ ପଠାଗଲା ସରପଞ୍ଚମାନଙ୍କ ଦାବି ସମ୍ପର୍କିତ ସ୍ମାରକପତ୍ର

ଭୁବନେଶ୍ୱର: ରାଜ୍ୟ ସରପଞ୍ଚ ମହାସଂଘ, ଓଡ଼ିଶାର କର୍ମକର୍ତ୍ତାମାନେ ଗତକାଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଭେଟି ସେମାନଙ୍କ ଦାବି ସଂପର୍କିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କର ଦାବି ସମ୍ବନ୍ଧରେ ଅବଗତ ହେବା ପରେ…