Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ରାଉରକେଲା: ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ୨୦ ତାରିଖରେ ଏହାର ଟ୍ରାଏଲ୍ ରନ୍ ସରିଛି । ପ୍ରଥମେ ପୁରୀରୁ ତାଳଚେର ପର୍ଯ୍ୟନ୍ତ…

ଏଆଇ ଟେକ୍ନୋଲୋଜିରେ ଏଂଟ୍ରି ହେଲା ଫୁକରେର ଚୂଚା

ମୁମ୍ବାଇ: ଏକ୍ସେଲ ଏଂଟରଟେନମେଂଟର ଫୁକରେ ଫ୍ରାଚାଂଇଜ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ । ପ୍ରଥମ ୨ଟି ସଂସ୍କରଣ ହିଟ ହେବା ପରେ ମେକର୍ସ ଏବେ ଏହାର ତୃତୀୟ ପାର୍ଟ ନେଇ କରି ଆସିଛନ୍ତି । ପୂର୍ବରୁ ଏହି ଫିଲ୍ମର ଚରିତ୍ର ହନୀ, ଭୋଲୀ ପଂଜାବନ, ଚୂଚା, ଲାଲି ଓ ପଣ୍ଡିତ ଜୀଙ୍କୁ ଦର୍ଶକଙ୍କ ପାଇଁ…

ଚନ୍ଦ୍ରମାକୁ ନେଇ ବୈଜ୍ଞାନିକଙ୍କ ପାଖରେ ଅଜବ ଦାବି ରଖିଲେ ସାଂସଦ: ସଭାପତି ବି ହସି ହସି ବେଦମ

ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ବିଲକୁ ନେଇ ସ୍ଥିତି ଗମ୍ଭୀର ଥିବାବେଳେ ସମାଜପାର୍ଟି ସାସଂଦ ରାମଗୋପାଳ ଯାଦବଙ୍କ ମନ୍ତବ୍ୟକୁ ନେଇ ହସର ସୁଅ ଛୁଟିଥିଲା । ରାଜ୍ୟ ସଭାରେ ରାମଗୋପାଳ ଯାଦବ ଏକ ଅଜବ ଦାବି ରଖିଥିଲେ । ସାସଂଦ କହିଥିଲେ, ଚନ୍ଦ୍ରଯାନ-୩ ପଠାଉଥିବା ଚନ୍ଦ୍ରମାର ଅସୁନ୍ଦର ଫଟୋକୁ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ କ୍ରିକେଟର ଟିକେଟ ବିକ୍ରି ନୈରାଶ୍ୟଜନକ

ମୋହାଲୀ:ସ୍ଥାନୀୟ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚର ଟିକେଟ ବିକ୍ରି ନୈରାଶ୍ୟଜନକ ରହିଛି । ପଞ୍ଜାବ କ୍ରିକେଟ ଆସୋସିଏଶନ ଗୋଟିଏ ଟିକେଟ ସହ ଆଉ ଗୋଟେ ମାଗଣା କରିଥିଲେ ମଧ୍ୟ ଦର୍ଶକ ଆଗ୍ରହ…

ପୋଲିସର ବଡ଼ ସଫଳତା; ବାଇକ ଚୋର ଗ୍ୟାଙ୍ଗ ଗରିଫ, ୬ଟି ଦାମି ମୋଟରସାଇକେଲ ଜବତ

ଅନୁଗୁଳ: ଅନୁଗୁଳ ପୋଲିସକୁ ପୁଣି ଏକ ବଡ଼ ସଫଳତା। ଏକ ମୋଟରସାଇକେଲ ଚୋର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୬ଟି ଦାମି ମୋଟରସାଇକେଲକୁ ପୋଲିସ ଜବତ କରିଛି। ଏହି ୫ ଜଣିଆ ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଅଛନ୍ତି। ଯେଉଁମାନେ କି ମୋଟରସାଇକେଲ ଚୋରିର ମାଷ୍ଟର ମାଇଣ୍ଡ ବୋଲି…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ସୂର୍ଯ୍ୟକୁମାରଙ୍କୁ ମିଳିବ ୨ଟି ମ୍ୟାଚରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେବ । ଏହି ସିରିଜ ବିଶ୍ୱକପ ପୂର୍ବରୁ ଶେଷ ପ୍ରସ୍ତୁତି ମ୍ୟାଚ । ପ୍ରଥମ ୨ଟି ମ୍ୟାଚ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋଚ ରାହୁଲ ଡ୍ରାଭିଡ ଟିମ କମ୍ବିନେଶନ ପ୍ରସ୍ତୁତ କରିବା…

‘ଆଦିବାସୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନକୁ ଡକାଗଲାନି’

ଭୁବନେଶ୍ୱର: ସନାତନ ଧର୍ମ ଓ ହିନ୍ଦୀ ଭାଷାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ବିବାଦକୁ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସଙ୍ଗ ଉଠାଇ ସେ ପୁଣିଥରେ ସନାତନ ଧର୍ମକୁ ଟାର୍ଗେଟ କରିଛନ୍ତି। ନିଜର ଏକ ଦଳୀୟ…

ଛେଣ୍ଡିପଦାରେ ପୁଣିଥରେ ସୁଶାନ୍ତ !

ଭୁବନେଶ୍ୱର: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ଅନୁଗୁଳ…

ମେକ୍ସିକୋରେ ପ୍ରଦର୍ଶିତ ପରଗ୍ରହୀକୁ ନେଇ ସମ୍ମୁଖକୁ ଆସିଲା ଚାଂଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: କିଛି ଦିନ ତଳେ ମେକ୍ସିକୋ ସଂସଦରେ ୨ଟି ଏଲିୟନ୍ସଙ୍କ ଶବ ପ୍ରଦର୍ଶନ କରାଯାଇଥିଲା । ଏହା ୧୦୦୦ ବର୍ଷ ତଳର ଶବ ବୋଲି ସେ ସମୟରେ କୁହାଯାଇଥିଲା । ବୈଜ୍ଞାନିକମାନେ ଏହି ଶବକୁ ସାମ୍ନାକୁ ଆଣିବା ପରେ ରହସ୍ୟମୟ ପରଗ୍ରହୀଙ୍କ ସମ୍ପର୍କରେ ତଥ୍ୟ ସମ୍ମୁଖକୁ ଆସିବା ନେଇ ଆଶା ଉଜ୍ଜୀବୀତ…

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୬ଟି ଗେଟ୍

ସମ୍ବଲପୁର: ପୁଣି ଗେଟ୍ ଖୋଲିଲା ହୀରାକୁଦ୍। ଡ୍ୟାମ୍‌ର ବାମପଟେ ୪ଟି ଓ ଡାହାଣ ପଟେ ୨ଟି ଗେଟ୍ ଖୋଲାଯାଇଛି। ଏପରି ହୀରାକୁଦର ୬ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା। ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର…