Latest Odisha News

BREAKING NEWS

Browsing Category

ଫିଚର

ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ମହିଳା ବିଲ୍ ପାରିତ, ସମସ୍ତ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗୁରୁବାର ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ଏହି ବିଲ୍ ୨୧୫-୦ରେ ପାସ୍ ହୋଇଛି। ଗତ ବୁଧବାର ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବିଲ୍କୁ ଏଆଇଏମ୍ଆଇଏମର ଦୁଇ ଜଣ ସଦସ୍ୟଙ୍କ…

ଯେଉଁଠି ଇଚ୍ଛା ଶକ୍ତି ଅଛି ସେଇଠି ଆଗକୁ ଯିବାର ରାସ୍ତା ଅଛି: ଗୃହମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଯେଉଁଠି ଇଚ୍ଛା ରହିଛି ସେହିଠାରେ ରାସ୍ତା ଅଛି। ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଥିବାରୁ ନ୍ୟାୟସଙ୍ଗତ ଶାସନ ପଥରେ ଆଜି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ ହୋଇଛି।…

ଟିଭି ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ:ଆତଙ୍କବାଦୀ ଓ ଗୁରୁତର ଅପରାଧୀଙ୍କୁ ମଞ୍ଚ ଦିଅନି

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରହିଛି କିମ୍ବା ଭାରତୀୟ ଆଇନ ଦ୍ୱାରା ନିଷିଦ୍ଧ ସଂଗଠନ ସହ ସମ୍ପୃକ୍ତି ସମେତ ଗୁରୁତର ଅପରାଧ ଅଭିଯୋଗ ରହିଛି ସେମାନଙ୍କୁ କୌଣସି ମଞ୍ଚ ପ୍ରଦାନ ନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲକୁ…

ରାଜ୍ୟ ସଭାରେ ପାସ ହେଲା ମହିଳା ସଂରକ୍ଷଣ ବିଲ୍; ବିପକ୍ଷରେ ପଡ଼ିଲା ଶୂନ ଭୋଟ

ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟ ସଭାରେ ପାସ ହେଲା ମହିଳା ସଂରକ୍ଷଣ ବିଲ ଅର୍ଥାତ ନାରୀ ଶକ୍ତି ବନ୍ଦନ ଅଧିନିୟମ ।ରାଜ୍ୟସଭାରେ ଏହି ବିଲ ଉପରେ ଆଜି ଚର୍ଚ୍ଚା ହେବା ପରେ ଭୋଟିଂ ହୋଇଥିଲା । ବିଲ ସପକ୍ଷରେ ୨୧୫ ଭୋଟ ପଡିଥିଲା । ସର୍ବ ସମ୍ମତିକ୍ରମେ ଏହି ବିଲ ରାଜ୍ୟ ସଭାରେ ବି ପାସ…

ପାଣିକୋଇଲି ପୋଲିସିକୁ ସଫଳତା, ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଯାଜପୁର: ପାଣିକୋଇଲି ପୋଲିସିକୁ ମିଳିଲା ଏକ ବଡ ସଫଳତା। ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ଲକ୍ଷ ଟଙ୍କାର ସାମଗ୍ରୀ ଜବତ କଲା ପୋଲିସ୍। ସୂଚନା ଯୋଗ୍ଯ ଯେ ଏକ କଣ୍ଟେନର ଆସାମରୁ ଡାବର କମ୍ପାନୀର ଜିନିଷ ବୋଝେଇ କରି ମୟୁର ଟ୍ରନ୍ସପୋର୍ଟ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏହି ଲୁଟ ଘଟଣା…

ମଣିପୁରରେ ପୁଣି ହିଂସା: ପୋଲିସ ଷ୍ଟେସନ ଉପରକୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ,ଏକାଧିକ ଆହତ

ଇମ୍ଫାଲା: ମଣିପୁରରେ ପୁଣି ଦେଖା ଦେଇଛି ହିଂସା । ଗୁରୁବାର ୫ ଜଣ ଯୁବକଙ୍କୁ ଗିରଫ କରିବା ପରେ ଏପରି ହିଂସା ଦେଖିବାକୁ ମିଳିଛି । ବିନା ସର୍ତ୍ତରେ ଏହି ଯୁବକଙ୍କ ମୁକ୍ତି ଦାବି କରି ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି । ଇମ୍ଫାଲାର ପୂର୍ବରେ ଥିବା ପୋରମପେଟ ପୋଲିସ ଷ୍ଟେସନ ଏବଂ ପଶ୍ଚିମରେ ଥିବା…

ବିଜେପି ବିଧାୟକଙ୍କ ପ୍ରଶ୍ନ-ମହାଠକେଇ କରିଥିଲେ ୩ ବର୍ଷ ତଳେ; ବହିଷ୍କାର କରିବାକୁ ଆଜି ମନେ ପଡିଲା ?

ଭୁବନେଶ୍ୱର:  ମହାଠକେଇ କରିଥିଲେ ୩ ବର୍ଷ ତଳେ  । ହେଲେ ଦଣ୍ଡ ଦେବା ପାଇଁ ଆଜି କେମିତି ମନେ ପଡିଲା ? ଲୋକାୟୁକ୍ତଙ୍କ ରିପୋର୍ଟରେ ବିଧାୟକ ସୁଧାଂଶୁ ପରିଡାଙ୍କ ଅଭିଯୋଗ ସତ ପ୍ରମାଣିତ ହେଲା ହେଲେ  ଗିରଫ କରାଗଲାନି  କାହିଁକି ?  ଯଦି ସ୍ୱଚ୍ଛତା ଦେଖଉଛ, ତେବେ ଦଳର ୪୦ ବିଧାୟକଙ୍କ ନାଁରେ…

ଜାତୀୟ ଜୁନିୟର ବାଳିକା ଫୁଟବଲ: ବିଜୟ ସହ ଅଭିଯାନ ଆରମ୍ଭ କଲା ଓଡିଶା

ଭୁବନେଶ୍ୱର: ଜାତୀୟ ଜୁନିୟର ବାଳିକା ଫୁଟବଲରେ ଗୁରୁବାର ଓଡିଶା ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ସିଏଫଏ ୟୁନିଟ ୩ ପଡିଆରେ ଅନୁଷ୍ଠିତ ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ୧-୦ ଗୋଲରେ କେରଳକୁ ପରାସ୍ତ କରିଛି । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧ…